Daily Archives

September 16, 2020

ଜୀବିକା କାର୍ଯ୍ୟକ୍ରମ ଜରିଆରେ ଗାଁ ଲୋକଙ୍କ ରୋଜଗାର ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସେପଟେ…

କନକ ବ୍ୟୁରୋ : କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବିଭିନ୍ନ…

କରୋନା ରୋଗୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ପ୍ରସଙ୍ଗ : ସିଡିଏମଓ କହିଲେ, ପିପିଇ କିଟ ପିନ୍ଧିବା ଡେରି ହେବାରୁ ଏପରି…

କନକ ବ୍ୟୁରୋ : କୋଭିଡ ରୋଗୀଙ୍କୁ ଚିକିତ୍ସା ନମିଳିବାରୁ ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ତାଙ୍କ ପତ୍ନୀ ପମ୍ପିଂ କରି ବଂଚାଇବାକୁ ଚେଷ୍ଟା କରୁଥିଲେ । ଆଉ ଏହି ଦୃଶ୍ୟକୁ ନେଇ ଗତକାଲି ସାରା…

ଡ୍ରଗ୍ସ କନେକ୍ସନକୁ ନେଇ ଭାଗଭାଗ ବଲିଉଡ: ଜୟାଙ୍କ ଅଭିଯୋଗ ପରେ ଜବାବ ରଖିଲେ କଙ୍ଗନା ରାଣାୱତ; ସେପଟେ ଜୟାଙ୍କ ସପକ୍ଷରେ…

କନକ ବ୍ୟୁରୋ: ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ଦେଶର ସଂସଦରେ ସଂଗ୍ରାମ ଆରମ୍ଭ ହୋଇସାରିଛି । ପ୍ରଥମେ ବିଜେପି ସାଂସଦ ତଥା ବଲିଉଡ ଅଭିନେତା ରବି କିଷନ ଏହି ପ୍ରସଙ୍ଗରେ ତଦନ୍ତ ଦାବି କଲେ । ଆଉ ପରେ ସମାଜବାଦୀ ପାର୍ଟି ସାଂସଦ ତଥା ବିଗତ ଦିନରେ ବଲିଉଡ ଆକ୍ଟ୍ରେସ ଥିବା ଜୟା ବଚ୍ଚନ ଅସନ୍ତୋଷ…

ଦିନକରେ ସର୍ବାଧିକ ସୁସ୍ଥ : ଆଜି କରୋନାରୁ ଆରୋଗ୍ୟ ହେଲେ ୪୧୨୧ ଆକ୍ରାନ୍ତ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ବ୍ୟାପକ ପଦକ୍ଷେପ ଏବଂ କୋଭିଡ ଯୋଦ୍ଧାଙ୍କର ଲଗାତାର ଉଦ୍ୟମ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏଥି ସହିତ ରାଜ୍ୟରେ…

ଶୀତ ଦିନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା: ଚୀନ ସୀମାରେ ପହଂଚୁଛି ଶୀତଦିନିଆ ଉପକରଣ, ପ୍ରତିକୂଳ ପରିସ୍ଥିତିରେ…

କନକ ବ୍ୟୁରୋ: ଶୀତଦିନ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ସେନା । ଚୀନ ସୀମାରେ ପଂହଚୁଛି ଶୀତଦିନିଆ ଉପକରଣ । ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧ ସଂରଜାମ ପହଂଚାଯାଉଛି ସୀମାରେ । ଭାରତୀୟ ସେନାର ନର୍ଦନ କମାଣ୍ଡ ପକ୍ଷରୁ କୁହାଯାଇଛି ପରିସ୍ଥିତି ଉପୁଜିଲେ ପୂର୍ଣ୍ଣାଙ୍ଗ ବଡ ଯୁଦ୍ଧ…

ଆଗରେ ବାଇଡେନ ପଛରେ ପଡିଲେ ଟ୍ରମ୍ପ: ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କୁ ୬୬ପ୍ରତିଶତ ଭାରତୀୟ…

କନକ ବ୍ୟୁରୋ: ଆଗରେ ବାଇଡେନ ପଛରେ ପଡିଲେ ଟ୍ରମ୍ପ । ରାଷ୍ଟ୍ରପତି ପଦ ପାଇଁ ୬୬ପ୍ରତିଶତ ଭାରତୀୟ ଆମେରିକୀୟଙ୍କ ସମର୍ଥନ ରହିଛି ଡେମୋକ୍ରାଟ ପ୍ରାର୍ଥର୍ୀ ଜୋ ବାଇଡେନଙ୍କୁ । ଏଥିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି । କିନ୍ତୁ ଟ୍ରମ୍ପଙ୍କ ପାଇଁ ଆଶ୍ୱସ୍ତିକର କଥା ଏହା ଯେ, ଗତ…