Daily Archives

September 28, 2020

ଗାଁରେ ଆସୁନି ୪ଜୀ ନେଟୱାର୍କ । ଅନଲାଇନରେ ପରୀକ୍ଷା ଦେବା ପାଇଁ ହିନସ୍ତା ହେଉଛନ୍ତି ମାଥିଲି ଅଞ୍ଚଳର ପରୀକ୍ଷାର୍ଥୀ ।…

କନକ ବ୍ୟୁରୋ : ଗାଁରେ ନାହିଁ ୪ଜୀ ନେଟୱାର୍କର ସୁବିଧା । ସହର ଅଭିମୁଖେ ଅନଲାଇନ୍ ପରୀକ୍ଷାର୍ଥୀ । ରାଜଧାନୀରେ ପାଠ ପଢୁଥିବା ଉପାନ୍ତ ଗାଁର ଛାତ୍ରଙ୍କ ଅନଲାଇନ୍ ପରୀକ୍ଷା ପାଇଁ ବାଧକ ସାଜିଛି ନେଟୱାର୍କ । ଉପାୟ ଶୂନ୍ୟ ଯୁବକମାନେ ୪ଜୀ ନେଟୱାର୍କ ଆସୁଥିବା ସ୍ଥାନରେ ଆସି ପରୀକ୍ଷା ଦେଉଛନ୍ତି ।…

ଶ୍ରୀମନ୍ଦିର ଖୋଲିବାକୁ ସରକାର ଅମଙ୍ଗ । ଗର୍ଭଗୃହ ଛୋଟ ଥିବାରୁ ମନ୍ଦିର ଖୋଲିଲେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ।…

କନକ ବ୍ୟୁରୋ: ଖୋଲିବନି ଶ୍ରୀମନ୍ଦିର । ମନ୍ଦିର ଖୋଲିବାକୁ ସରକାର ଅରାଜି । ଏବେ ଶ୍ରୀମନ୍ଦିର ଖୋଲିବାକୁ ମନାକଲେ ରାଜ୍ୟ ସରକାର । ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କିତ ମାମଲାରେ ସରକାରଙ୍କ ଜବାବ । ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ । ଶ୍ରୀମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ…

ଭୁବନେଶ୍ୱରରେ ଭୟଙ୍କର ଭାବେ ମାଡ଼ି ଚାଲିଛି ଭୂତାଣୁ । ଆଜି ଆଉ ୩୪୨ ପଜିଟିଭ୍ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୧୧୧ ।…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୩୪୨ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୧୧ଟି ପଜିଟିଭ୍ କେସ୍ ଆସିଥିବା ବେଳେ ୨୩୧ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ…

ଉପବାଚସ୍ପତି ରଜନୀକାନ୍ତ ସିଂ ଓ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ । ବିଧାନସଭା ପରିସରରୁ…

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆସନ୍ତାକାଲି ବସିବାକୁ ଯାଉଛି ବିଧାନସଭା ଅଧିବେଶନ । ହେଲେ ବିଧାନସଭା ଆଗରୁ ଉପବାଚସ୍ପତି ରଜନୀକାନ୍ତ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାସହ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ତେବେ ବିଧାନସଭା ପରିସରରୁ…

କେତେ ଦିନ ଭିତରେ ନଷ୍ଟ ହୋଇଯିବ ବଜାରର ଖୋଲା ମିଠି । ଏଣିକି ମିଠାର ଏକ୍ସପାଏରୀ ଡେଟ୍ ଜଣାଇବେ ଦୋକାନୀ । ନିୟମ ନମାନିଲେ…

କନକ ବ୍ୟୁରୋ: ବାସି ମିଠା ଖାଇ ଆପଣଙ୍କ ପାଟି ଖଟା ହୋଇଯାଉଛି କି ? ମିଠା ଦୋକାନରୁ ମିଠା ଆଣିବା ପରେ ଆପଣ ପଶ୍ଚାତାପ କରୁଛନ୍ତି କି ? ତେବେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଆପଣ ତାଜା ମିଠା ଖାଇପାରିବେ । ପୂଜା ପୂର୍ବରୁ ଖୋଲାରେ ବିକ୍ରି ହେଉଥିବା ମିଠାକୁ ନେଇ ବଡ ନିଷ୍ପତ୍ତି ନେଇଛି…

ତଦନ୍ତ ଚାଲିଛି ତ ? କେତେ ବାଟ ଆଗେଇଲା ଆଦିତ୍ୟ ଦାସ ମୃତ୍ୟୁ ମାମଲା ? ମାରାଥନ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ…

କନକ ବ୍ୟୁରୋ: କୁଆଡେ ଗଲା ଆଦିତ୍ୟ ମାମଲା? କେତେ ଆଗେଇଛି କ୍ରାଇମବ୍ରାଞ୍ଚ ତଦନ୍ତ? ମାରାଥନ ଜେରା ପରେ ମିଳିଛି କି ତଥ୍ୟ ? ମାନବପ୍ରେମୀଙ୍କ ମୃତ୍ୟୁକୁ ପ୍ରାୟ ଅଢେଇ ମାସ ବିତିଯାଇଥିବା ବେଳେ ଏବେବି ଅନ୍ଧାରରେ ରହିଛି ମୃତ୍ୟୁ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ଏଇ କଥାର…