Daily Archives

September 19, 2020

ଅଧାରୁ ବନ୍ଦ ହୋଇପାରେ ସଂସଦର ମୌସୁମୀ ଅଧିବେଶନ : ପୁଣି ୩ ସାଂସଦ କରୋନା ପିଜିଟିଭ୍ ଚିହ୍ନଟ ପରେ ସୁରକ୍ଷା ଦୃଷ୍ଟିରୁ…

କନକ ବ୍ୟୁରୋ : ଅଧାରୁ ବନ୍ଦ ହୋଇପାରେ ଲୋକସଭା ଅଧିବେଶନ । ବିରୋଧୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର । ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ତିନି ଜଣ ସାଂସଦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଂସଦଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ପୂର୍ବରୁ…

ଉଦଘାଟନୀ ମ୍ୟାଚରେ ଚମକିଲା ଚେନ୍ନାଇ : ମୁମ୍ବାଇକୁ ୫ ୱିକେଟରେ ମାତ ଦେଇ ବିଜୟ ହାସଲ କଲା ଧୋନୀ ବାହିନୀ

କନକ ବ୍ୟୁରୋ : ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଦମଦାର ବିଜୟ ହାସଲ କରିଛି । ଅମ୍ବାତି ରାୟୁଡୁ ଓ ଫାପ ଡୁ ପ୍ଲେସିସଙ୍କ ଚମତ୍କାର ଇଂନିସ ବଳରେ ଦଳ ଏହି ମ୍ୟାଚରେ ୫ ୱିକେଟରେ ବିଜୟୀ ହୋଇଛି । ଦଳ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୭୧ ରନ କରିଥିବା ବେଳେ ଡୁପ୍ଲେସସି ୫୦ ରନ…

ଆଶ୍ୱସ୍ତ କରୁଛି କରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା : ଆଜି ରାଜ୍ୟରେ ୪ ହଜାର ୯୦ ଆକ୍ରାନ୍ତ ସୁସ୍ଥ ; ଭୁବନେଶ୍ୱର ମହାନଗର…

କନକ ବ୍ୟୁରୋ : ଆଶ୍ୱସ୍ତ କରୁଛି କରୋନା ରୋଗୀଙ୍କ ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୪ ହଜାର ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ । ଆଜି ବିଏମ୍ସି ଅଂଚଳରେ ୩୪୨ ରୋଗୀ ଚିହ୍ନଟ ହୋଇଥିବା ବେଳେ…

ଚୀନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ସାମ୍ବାଦିକ ଗିରଫ ଘଟଣା : ଜେରା ବେଳେ ପୋଲିସକୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ ; ପ୍ରତି…

କନକ ବ୍ୟୁରୋ : ଚୀନକୁ ଭାରତୀୟ ସେନା ସଂପର୍କରେ ଗୋପନୀୟ ଓ ସଂବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ସାମ୍ବାଦିକ ରାଜୀବ ଶର୍ମାକୁ ଜେରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ଦିଲ୍ଲୀ ପୁଲିସ । ପୁଲିସ ସୁତ୍ରରୁ ଜଣାପଡ଼ିଛି ଯେ ସେ ପ୍ରତି ସୂଚନା ପାଇଁ ୫୦୦ ଡଲାର ପାଉଥିଲା । ତାକୁ…

ଫ୍ଲିପକାର୍ଟ, ଆମାଜନ ଓ ସ୍ନାପଡିଲକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ : କହିଲେ, ନକଲି ଖଦି ଉତ୍ପାଦ ବନ୍ଦ କର

କନକ ବ୍ୟୁରୋ : ନକଲି ଖଦି ଉତ୍ପାଦଗୁଡ଼ିକୁ ସ୍ଥାନ ନ ଦେବା ଲାଗି ଖଦି ଓ ଗ୍ରାମୀଣ ଶିଳ୍ପ କମିସନ୍ ଆମାଜନ୍, ଫ୍ଲିପ୍‌କାର୍ଟ, ସ୍ନାପ୍‌ଡିଲ୍‌ ଏବଂ ଅନ୍ୟାନ୍ୟ ଇ-କମର୍ସ ପୋର୍ଟାଲ୍‌ମାନଙ୍କୁ ଆଦେଶ ଦେଇଛନ୍ତି। ଉତ୍ପାଦ ବିକ୍ରି କରିବାକୁ ଖଦି ଇଣ୍ଡିଆ ବ୍ରାଣ୍ଡ୍‌ ବ୍ୟବହାର କରୁଥିବା ଅନ୍ୟୂନ ୧୦୦୦…

ସୋମବାରରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଟିକାର ପରୀକ୍ଷଣ : ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନେଇ ସୂଚନା ଦେଲା…

କନକ ବ୍ୟୁରୋ : ଆସନ୍ତା ସପ୍ତାହରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପୁଣେ ସ୍ଥିତ ସାଶୁନ ଜେନେରାଲ ହସ୍ପିଟାଲରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହି ମାନବ ପରୀକ୍ଷଣ ଆରମ୍ଭ କରିବ ବୋଲି ଜଣାପଡିଛି । ଖବର ସରୋବରାହ ସଂସ୍ଥା ପିଟିଆଇକୁ ଏହି…