Daily Archives

September 3, 2020

ପାଣି କମିଛି…ଦୁର୍ଦ୍ଦଶା କମିନି । ବନ୍ୟା ଜଳରେ ଆଉଟୁ ପାଉଟୁ ହେଉଛନ୍ତି ପ୍ରଭାବିତ, ଏବେ ବି ଗାଁ ଦାଣ୍ଡରେ…

କନକ ବ୍ୟୁରୋ : ନଦୀରୁ ଜଳସ୍ତର ଖସୁଛି ହେଲେ ବନ୍ୟା ବିପନ୍ନଙ୍କ ଦୁଃଖ ବଢିଯାଇଛି  । ଏବେବି ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ଛୁଟୁଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଶହ ଶହ ଗାଁ । କିଛି ଗାଁରେ ବନ୍ୟା ଜଳ ଛାଡିଯାଇଛି ଦୁର୍ଦ୍ଦଶାର ବିକଳ ଚିତ୍ର । ଦାଉ ସାଜିଛି ବନ୍ୟା ଜଳ । ନଦୀରୁ…

ମଞ୍ଜରୀ ଆଣୁଛି ‘ନଣନ୍ଦ ପୁଟୁଳି’ । ମନୋରଞ୍ଜନ ଚ୍ୟାନେଲ୍ ମଞ୍ଜରୀରେ ଦେଖନ୍ତୁ ନୂଆ ଧାରାବାହିକ ।

କନକ ବ୍ୟୁରୋ : ବାହା ନ ହୋଇ କାହାକୁ ନଣନ୍ଦ ପୁଟୁଳି ସଜାଡିବାର ଶୁଣିଛନ୍ତି କି ? ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ତିନି ତିନିଟା ନଣନ୍ଦଙ୍କ ପାଇଁ ସଜଡା ହେଉଛି ନଣନ୍ଦ ପୁଟୁଳି । ଓଡିଶାର ପ୍ରଥମ ୨୪ ଘଣ୍ଟିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଚଳିତ ମାସ ୭ ତାରିଖରୁ…

ଅକ୍ଟୋବରରେ ଆସିବ କି ଆମେରିକାର କରୋନା ଟିକା ? ଭ୍ୟାକ୍ସିନ ଦେବା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକାର ସଜବାଜ, ଦୁଇଟି…

କନକ ବ୍ୟୁରୋ : ବିଧିବଦ୍ଧ ଭାବେ ଟୀକା ଆଣିବା ପୂର୍ବରୁ ଲୋକଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକା । ଅକ୍ଟୋବର ଶେଷ ଆଡ଼କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର, ସେଠିକାର ଜନସ୍ୱାସ୍ଥ୍ୟ ବିଭାଗ କହିଛି ।…

ସଂକ୍ରମଣରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା । ସେପ୍ଟେମ୍ବରର ପ୍ରଥମ ୩ ଦିନରେ ରାଜ୍ୟରେ ୩ ହଜାର ଲେଖାଏଁ ଆକ୍ରାନ୍ତ ବଢାଇଲା…

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିଚାଲିଛି । ଦିନକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ଏହାରି ଭିତରେ ଆଜି ସଂକ୍ରମଣରେ ଗଂଜାମକୁ ଟପିଛି ଖୋର୍ଦ୍ଧା ଜିଲ୍ଲା । ଏହାରି ଭିତରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କେବେ କମିବ କରୋନା । ଆହୁରି…

ସାଇକୋ ଲେଡି ସସପେନ୍ସରେ ପଡିଲା ପୂର୍ଣ୍ଣଚ୍ଛେଦ । ମୁହଁ ଖୋଲିଲେ ମାନବପ୍ରେମୀଙ୍କ ଫେସବୁକ ପ୍ରେମିକା । କହିଲେ ମୁଁ…

କନକ ବ୍ୟୁରୋ: ମାନବପ୍ରେମୀ ମୃତ୍ୟୁ ନେଇ ବଡ ଖବର । କନକ ନ୍ୟୁଜ କ୍ୟାମେରାରେ ‘ରହସ୍ୟମୟୀ’ ମହିଳା । ପ୍ରଥମ ଥର ପାଇଁ ଆସିଲା ଯୁବତୀଙ୍କ ବୟାନ । କ୍ୟାମେରା ଆଗରେ ମୁହଁ ଖୋଲିଲେ ଚିନ୍ମୟୀ ମହାପାତ୍ର । ଯେଉଁ ଯୁବତୀଙ୍କୁ ଆଦିତ୍ୟଙ୍କ ବାପା ସାଇକୋ ଲେଡି ବୋଲି କହୁଥିଲେ ଏବଂ ଆଦିତ୍ୟଙ୍କ ମୃତ୍ୟୁ…

ଆଦିତ୍ୟ ଦାସ ମୃତ୍ୟୁ ନେଇ ବଡ ଖବର । ମୁହଁ ଖୋଲିଲେ ବାଲେଶ୍ୱରର ରହସ୍ୟମୟୀ ଯୁବତୀ । କହିଲେ ମୁଁ ଆଦିତ୍ୟଙ୍କୁ…

କନକ ବ୍ୟୁରୋ: ମାନବପ୍ରେମୀ ମୃତ୍ୟୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଆଦିତ୍ୟଙ୍କ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ରହସ୍ୟମୟୀ ନାରୀ । କନକ ନ୍ୟୁଜରେ ପୂରା କାହାଣୀ କହିଲେ ରହସ୍ୟମୟୀ ଯୁବତୀ । ଗତ ୨ ଦିନ ହେବ ଏହି ଯୁବତୀଙ୍କୁ ସାଇକୋ ଲେଡି ଭାବେ ଚର୍ଚ୍ଚା କରାଯାଉଥିଲା । ଆଉ ଶେଷରେ…