Daily Archives

September 4, 2020

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ;…

କନକ ବ୍ୟୁରୋ: ନିଶା ଔଷଧ ମାମଲାରେ ସମ୍ପୃକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌୱିକ ଚକ୍ରବର୍ତ୍ତୀ ଏବଂ ‘ଏସ୍‌ଏସ୍‌ଆର୍‌’ର ହାଉସ୍‌ ମ୍ୟାନେଜର ସାମୁ‌ଏଲ୍ ମିରାଣ୍ଡାଙ୍କୁ ଗିରଫ କରିବା ଲାଗି ନାକ୍ରୋଟିକ୍ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ ଔପଚାରିକ ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଘଣ୍ଟା ପରେ…

ଲକଡାଉନ ପାଇଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ହେଲେ କମିଛି କି କରୋନା ସଂକ୍ରମଣ ? ପୁଣି ଥରେ ରାଜ୍ୟ ସହ ସାରା ଭାରତରେ…

କନକ ବ୍ୟୁରୋ: କରୋନା ମାଡ଼ରେ ଓଡ଼ିଶାରେ କି ପ୍ରଭାବ ପଡ଼ିଛି? ଓଡ଼ିଶାବାସୀଙ୍କ ଜୀବନ ଜୀବିକା କିପରି ପ୍ରଭାବିତ ହୋଇଛି, ତାହା ଜାଣିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ଭେ କରିଥିଲା କନକ ନ୍ୟୁଜ । ଉପକୂଳ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ଉତର ଓଡ଼ିଶାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଏହି…

ସଂକ୍ରମଣ ରୋକିବାକୁ ସଟଡାଉନ, ଲକଡାଉନ କଟକଣା ଠିକ କି ? ଲକଡାଉନ, ସଟଡାଉନ କଟକଣାକୁ ସମର୍ଥନ କରନ୍ତି କି ରାଜ୍ୟବାସୀ ?…

କନକ ବ୍ୟୁରୋ: ସାରା ବିଶ୍ୱର ଗତିକୁ ବ୍ରେକ୍ ଦେଇଥିବା କରୋନା ମହାମାରୀ ଯୋଗୁଁ ବିଗିଡ଼ି ଯାଇଛି ଅର୍ଥନୀତି । ସାରା ବିଶ୍ୱରେ ସାଢ଼େ ୮ ଲକ୍ଷରୁ ଅଧିକ ଲୋକ ମହାମାରୀରେ ପ୍ରାଣ ହରାଇଛନ୍ତି । ଅଢ଼େଇ କୋଟିରୁ ଅଧିକ ଲୋକ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି । ତେବେ ସବୁଠୁ ବିଡମ୍ବନାର ବିଷୟ…

କରୋନା ଓ ତାଲାବନ୍ଦ ନେଇ ତମାମ ରାଜ୍ୟର ଜନମତ ସର୍ଭେ । ତାଲାବନ୍ଦରେ କମିଛି କି ଆପଣଙ୍କ ରୋଜଗାର? ସାରା ଓଡିଶାରୁ ଆସିଲା…

କନକ ବ୍ୟୁରୋ: କରୋନାର ସଂକ୍ରମଣ ଯେତେବେଳେ ସାରା ଦେଶରେ ବଢିବାକୁ ଲାଗିଲା, ଏହି ଭୟାବହ ଭୂତାଣୁର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ପର୍ଯ୍ୟାୟକ୍ରମେ ଲକଡାଉନ ଘୋଷଣା କରାଗଲା । ସାରା ଦେଶରେ ୬୮ ଦିନିଆ କଡ଼ା ଲକଡାଉନ କଟକଣା ଜାରି ହେବା ପରେ ଦେଶର ଅର୍ଥନୀତି ଗଭୀର ଭାବେ…

ବାରିପଦା ବିଧାୟକଙ୍କୁ ବାନ୍ଧିଲା ପୁଲିସ୍ । ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣାରେ ବିଧାୟକ…

କନକ ବ୍ୟୁରୋ:  ବନ୍ଧାହେଲେ ବାରିପଦା ବିଧାୟକ ପ୍ରକାଶ ସରେନ୍ ।  ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଘଟଣାରେ ବାରିପଦା ବିଧାୟକ ପ୍ରକାଶ ସରେନ୍ ଗିରଫ । ବିଧାୟକଙ୍କ ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ମଧ୍ୟ ବାନ୍ଧିଛି ପୁଲିସ୍ ।  ସୂଚନା ଅନୁସାରେ, ବାରିପଦା ବିଧାୟକଙ୍କ ବିରୋଧରେ…

ରେକର୍ଡ ଟପିଲା ଖୋର୍ଦ୍ଧାର କରୋନା ମିଟର: ଆଜି ସର୍ବାଧିକ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ,ଓଡ଼ିଶାରେ ନମ୍ବର ୱାନ୍ ହଟସ୍ପଟ୍;…

କନକ ବ୍ୟୁରୋ: ଆଜି ରାଜ୍ୟରେ ୩୨ ଶହ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ ଶହ ୬୧ ଜଣ ସଂକ୍ରମିତ ଥିବା ବେଳେ ୧୩ଶହ ୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୧୬ ହଜାର ୬୭୮ରେ ପହଚିଂଛି । ସେହିପରି ୨୪ଘଂଟାରେ ୯ ଜଣଙ୍କ…