Daily Archives

September 23, 2020

ପ୍ରଥମ ମ୍ୟାଚରୁ ଫେଲ୍ ମାରିଲା କୋଲକାତା । ୪୯ ରନରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

କନକ ବ୍ୟୁରୋ : ପ୍ରଥମରୁ ଝୁଣ୍ଟିଲା କୋଲକାତା ନାଇଟ ରାଇଡର୍ସ । ଏହାସହ ୪୯ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତା ପକ୍ଷରୁ ପାଟ କୁମିନ୍ସ ୩୩ ଓ ଦିନେଶ କାର୍ତ୍ତିକ ୩୦ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ଅସଫଳ ହୋଇଛନ୍ତି ।…

ଶତ ପ୍ରତିଶତ କାମ ଦେବ ନାହିଁ କରୋନା ଟିକା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୟାନ ପରେ ବଢ଼ିଲା ଦ୍ୱନ୍ଦ୍ୱ । ଏପଟେ…

କନକ ବ୍ୟୁରୋ : କରୋନା ଟିକା କେବେ ଆସିବ ସେନେଇ କୌଣସି ଉତ୍ତର କାହା ପାଖରେ ନାହିଁ । ଆଉ ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ଟିକା ଦେବା ପ୍ରସଙ୍ଗରେ ଦୁଇଟି ବଡ଼ ମନ୍ତବ୍ୟ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଟିକା କାମ ଦେବ ବୋଲି ସେ ନିଶ୍ଚିତ ନୁହେଁ । ତେବେ ଏଭଳି ମନ୍ତବ୍ୟ ପରେ ଏବେ…

ସର୍ବାଧିକ କରୋନା ପ୍ରଭାବିତ ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । କରୋନା ନିୟନ୍ତ୍ରଣ ନେଇ…

କନକ ବ୍ୟୁରୋ : ଦେଶରେ ସର୍ବାଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଓ ପଂଜାବ, ଏହି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ…

କରୋନା କଟକଣା କଡ଼ାକଡ଼ି । ଟ୍ୱିନ୍ ସିଟିରେ କମିସନରେଟ୍ ପୋଲିସର ବ୍ୟାପକ ଯାଂଚ । ନିୟମ ଉଲଂଘନକାରୀଙ୍କ ଠାରୁ ଜରିମାନା…

କନକ ବ୍ୟୁରୋ : ରାଜଧାନୀରେ କେମିତି ପାଳନ ହେଉଛି କୋଭିଡ ନିୟମ ଏହାର ଆଜି କଡାକଡି ଯାଂଚ କରାଯାଇଛି । ବିଶେଷ କରି ମାର୍କଟ ବିଲଡିଂ ଅଂଚଳରେ ଖୋଲାଥିବା ଦୋକାନ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ କୋଭିଡ କଟକଣାକୁ ଠିକ ଭାବେ ପାଳନ କରୁଛନ୍ତି କି ନାହିଁ, ଗ୍ରାହକଙ୍କ ମଧ୍ୟରେ ସାମାଜିକ…

କ୍ଷମତା କଳିରେ ବଳି ପଡ଼ିଲା ଜଗତସିଂହପୁର ଜିଲ୍ଲା । ଘୋଷଣା ହେଲାନି ବିଜେଡି ଯୁବ ସଭାପତି, ଛିଡିିଲାନି କି ଅଙ୍କ କଷା? 

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ଅନୁମୋଦନ କରିଛନ୍ତି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ରାଜନୌତିକ ଅସ୍ତିରତା ଦେଖା ଦେଇଛି । କାରଣ ଜଗତସିଂହପୁର ଜିଲ୍ଲା ସଭାପତି ପାଇଁ ସୁପ୍ରିମ ମନୋନୟନ କରି…

ହିଟ୍ ମ୍ୟାନଙ୍କ ହିଟ୍ ସୋ’ । ୧୯୫ ରନ୍ କଲା ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତା ନାଇଟ ରାଇଡର ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ଦମଦାର ୮୦ ରନ । ଫଳରେ ୧୯୫ର ବଡ ସ୍କୋର କଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାସହ କୋଲକାତା ସାମ୍ନାରେ ଏବେ ୧୯୬ ରନ୍ ର ବିଶାଳ ଟାର୍ଗେଟ ରହିଛି । ଏବେ କୋଲକାତାର ଦୁଇ ଓପନ ମୈଦାନକୁ ଓହ୍ଲାଇବେ । କୋଲକାତାକୁ ଜିତିବାକୁ ହେଲେ ପ୍ରଥମରୁ ଆକ୍ରାଣାତ୍ମକ ବ୍ୟାଟିଂ…