Daily Archives

September 10, 2020

ବର୍ଷାଙ୍କ ସହ ବିବାଦ ନେଇ ମୁହଁ ଖୋଲିଲେ ଅନୁଭବ : କେତେକଙ୍କ ଇଙ୍ଗିତରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରାଯାଉଛି

କନକ ବ୍ୟୁରୋ : ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବ୍ୟକ୍ତିଗତ ବିବାଦ କ୍ରମଶଃ ଅଧିକ ବିବାଦୀୟ ହୋଇପଡ଼ୁଥିବା ବେଳେ ଆଜି ଟୁଇଟ୍ କରି ଏ ବ୍ୟାପାରରେ ପୁଣି ଥରେ ନିଜର ମତ ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି। ଆଜି ସେ ଟୁଇଟ୍ କରି ଲେଖିଛନ୍ତି, ‘କେତେକ ବ୍ୟକ୍ତିଙ୍କ ଇଙ୍ଗିତରେ ସୋସିଆଲ୍…

ନିଶା ସ୍ପ୍ରେ କଲେ , ଲୁଟ କଲେ । ନଗଦ ୧୦ ଲକ୍ଷ ଟଙ୍କା ସହ ୫୦ ଭରି ସୁନା ଲୁଟ୍ କଲେ ଡକାୟତ

କନକ ବ୍ୟୁରୋ : ପରିବାର ଲୋକଙ୍କୁ ନିଶା ସ୍ପ୍ରେ କରି ବଡଧରଣର ଲୁଟ । ଅନୁଗୁଳ ଜିଲ୍ଲା ନାଲକୋ ଥାନାରେ ଏନେଇ ଅଭିଯୋଗ ହୋଇଛି । ଗିରାଙ୍ଗ ଗାଁର ଠିକା ଶ୍ରମିକ ବିକ୍ରମ ସାହୁଙ୍କ ଘରୁ ନଗଦ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟି ନେଇଛନ୍ତି ଡକାୟତ । ଅଭିଯୋଗ ଅନୁସାରେ ଗତକାଲି ରାତିରେ ବିକ୍ରମ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୭୦୬ କରୋନା ସଂକ୍ରମିତ, ସୁସ୍ଥଙ୍କ ସଂଖ୍ୟା ୧,୦୮୦୦୧ ଛୁଇଁଲା

କନକ ବ୍ୟୁରୋ :  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରୁଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ଜଣ ସୁସ୍ଥଙ୍କ ସମେତ ରାଜ୍ୟରୁ ୨ ହଜାର ୭ ଶହ ୦୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ…

ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା : ହୋମ୍ ଆଇସୋଲେସନ୍ ଓ ହୋମ କ୍ୱାରେନଟାଇନ ଡିସଚାର୍ଜ ସାର୍ଟିଫିକେଟ୍ ଦେବ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ଲାଗି ଏଠାରେ ଗଞ୍ଜାମ ଫର୍ମୁଲା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।  କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ…

ସୈତାନ ସାଜିଲା ବାପା । ବାପାର ଠେଙ୍ଗା ମାଡ଼ରେ ପୁଅର ଜୀବନ ଗଲା, ଅଭିଯୁକ୍ତ ବାପା ଥାନା‌ରେ ଅଟକ

କନକ ବ୍ୟୁରୋ :  ବାପାର ଠେଙ୍ଗା ମାଡ଼ରେ ଭେଣ୍ଡିଆ ପୁଅର ମୃତ୍ୟୁ । ଜନ୍ମକଲା ସନ୍ତାନକୁ ନିଜ ହାତରେ ମୃତ୍ୟୁଦଣ୍ଡ ଭଳି ଶାସ୍ତି ଦେଇଛି ବାପା। ପାରିବାରିକ କଳହ ଯେ କେତେ ଉଗ୍ରରୂପ ଧାରଣ କରିପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ଅମୃତୁଲୁ…

କଙ୍ଗନା ବନାମ ଶିବସେନା ବିବାଦ । ବମ୍ବେ ହାଇକୋର୍ଟରେ ଆସନ୍ତା ୨୨ରେ ହେବ ପରବର୍ତୀ ଶୁଣାଣୀ : କଙ୍ଗନା କହିଲେ, ବିଏମସି…

କନକ ବ୍ୟୁରୋ : ଘନଉଛି କଙ୍ଗନା ବନାମ ଶିବସେନା ବିବାଦ । କଥା କଟାକଟିରୁ ବିବାଦ ଆରମ୍ଭ ହେବା ପରେ କଙ୍ଗନାଙ୍କ ଅଫିସରେ ବେଆଇନ ନିର୍ମାଣ ହୋଇଥିବା ଦର୍ଶାଇ ବିଏମସିର ବୁଲଡୋଜର ଚାଲିବା ପରେ ହାଇକୋର୍ଟରେ ଏହାର ଶୁଣାଣି ଚାଲିଛି । ତେବେ ଏହି ମାମଲାରେ ବମ୍ବେ ହାଇକୋର୍ଟରେ ଆସନ୍ତା ୨୨ରେ ପରବର୍ତୀ…