Daily Archives

September 9, 2020

୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ,…

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀସ୍ଥନ କଲେଜଗୁଡ଼ିକରେ ଆସନ୍ତା ୨୯ ତାରିଖରୁ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ଅକ୍ଟୋବର ୩ ତାରିଖ ଯାଏଁ ଏହି ପରୀକ୍ଷା ଚାଲିବ ।…

ଓଡିଶା ବିଧାନସଭା ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । କରୋନା ପାଇଁ ଅଧିବେଶନକୁ କାଂଟଛାଂଟ କରିପାରନ୍ତି…

କନକ ବ୍ୟୁରୋ : ଏଥର ବିଧାନସଭା ଅଧିବେଶନରେ ପ୍ରଶ୍ନ ପଚାରିବା ମନା । କରୋନା ଯୋଗୁଁ ବଦଳିପାରେ ବିଧାନସଭା ଅଧିବେଶନ ପରମ୍ପରା । ସଂସଦ ଅଧିବେଶନ ଭଳି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନକୁ କାଟଛାଂଟ କରିବାକୁ ନିଷ୍ପତି ନେଇପାରନ୍ତି ବାଚସ୍ପତି । ଏଥିପାଇଁ ପ୍ରଶ୍ନକାଳକୁ ବାତିଲ କରାଯିବ । କେବଳ…

ଭୁବନେଶ୍ୱର ଉପକଣ୍ଠରେ ଅଭାବନୀୟ ଘଟଣା । ବ୍ରାଉନସୁଗାର ନେଉଥିବା ବେଳେ ୧୪ ବର୍ଷର ବାଳକକୁ ଦେଖି ତାତି ଉଠିଲେ ନିଶାଡ଼ି :…

କନକ ବ୍ୟୁରୋ : ଇଏ ଏକ ଏମିତି ଛାତିଥରା ଘଟଣା ଯାହା ଶୁଣିଲେ ଆପଣ ଚମକି ପଡିବେ । ଖଣ୍ଡଗିରି ଭରତପୁର ଅଂଚଳର ୧୪ବର୍ଷିୟ ନାବାଳକ ଅଶ୍ୱିନି ପାଢୀ ଯାଉଥିଲେ ରାସନ ସାମଗ୍ରୀ ଆଣିବା ପାଇଁ । ଅଶ୍ୱିନି ଘରୁ ବାହାରି ଯିବା ସମୟରେ ରାସ୍ତାର ଏହି ସ୍ଥାନରେ ୧୦ ଜଣ ଯୁବକ ଏକାଠି ବସି ନିଶା ସେବନ କରୁଥିଲେ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୋଲିସ କର୍ମଚାରୀଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ । ଗଣଦୁଷ୍କର୍ମରେ ଥିଲେ…

କନକ ବ୍ୟୁରୋ : ଇନଫୋସିଟି ନାବାଳିକା ଗଣବଳାତ୍କାର ମାମଲାରେ ଏବେ ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀଙ୍କ ସହ ଜଣେ ପୁଲିସ କର୍ମଚାରୀ ଏବଂ ଆଉ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସହଯୋଗୀ ଏହି ଗଣବଳାକ୍ରାର ମାମଲାରେ ଅଭିଯୁକ୍ତ…

ପିସିଆର ଭ୍ୟାନ ଭିତରେ ନାବାଳିକାକୁ ଦେଢ଼ ଘଂଟା ଧରି ଅଶାଳୀନ ବ୍ୟବହାର । ବରଗଡ଼ରେ ପୋଲିସ ବାବୁଙ୍କ ବିରୋଧରେ ଆସିଲା…

କନକ ବ୍ୟୁରୋ : ବରଗଡ ସହରରେ ଗତ ୬ ତାରିଖ ସଂଧ୍ୟାରେ ଏଭଳି ଏକ ପିସିଆର ସହର ଭିତରେ ବୁଲୁଥିଲା । ହୁଏତ ଲୋକ ଭାବୁଥିଲେ, ପୁଲିସବାଲା ପାଟ୍ରୋଲିଂ କରୁଛନ୍ତି, ସହରର ଆଇନଶୃଙ୍ଖଳା ଉପରେ ପୁରା ନଜର ରଖିଛନ୍ତି । କିନ୍ତୁ ପିସିଆର ଭିତରେ ଯାହା ଚାଲିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।…

ବର୍ଷା-ଅନୁଭବଙ୍କ ସଂପର୍କ ଭିତରେ କେଉଁ ଅଭିନେତ୍ରୀ ମାରିଥିଲେ ଏଂଟ୍ରି । ଉଭୟଙ୍କ ମେସେଜରୁ ସ୍ପଷ୍ଟ ହେଲା ଅଭିନେତ୍ରୀଙ୍କ…

କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ପର୍କ ଭିତରକୁ ପଶିଆସିଥିବା ଅଭିନେତ୍ରୀ ଜଣଙ୍କ କିଏ । ଯାହାର ନାଁ ନେଇ ବର୍ଷା ଅନୁଭବଙ୍କୁ ଚିଠି ଲେଖିଛନ୍ତି । (ଅନୁଭବ) ୨୦୧୬ରେ ମୁଁ ଜଣେ ଝିଅଙ୍କ ସହିତ କଥା ହେଉଥିବା ଯୋଗୁଁ ସେହି ଯୁବତୀଙ୍କ ସହିତ ମୋ…