Daily Archives

September 14, 2020

କରୋନା କଟକଣା ପାଇଁ ହଠାତ୍ ବନ୍ଦ ହୋଇଗଲା ଦେଶ । ବିଭିନ୍ନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କ ଘଟିଲା ମୃତ୍ୟୁ । ହେଲେ…

କନକ ବ୍ୟୁରୋ : ଦେଶରେ ହଠାତ ଲାଗୁ ହୋଇଥିବା ଲକଡାଉନ ଫଳରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ସେନେଇ କୈାଣସି ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ । କେନ୍ଦ୍ରଶ୍ରମ ମନ୍ତ୍ରୀଙ୍କୁ ସାତ ସାଂସଦ ମିଶି କରି ପ୍ରଶ୍ନ କରିଥିଲେ, ଲକଡାଉନର ଅବଧିରେ କଣ ହଜାର ହଜାର ଶ୍ରମିକ ଜୀବନ…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ଘଟଣା : ୧୬ ରେ ପହଂଚିଲାଣି ଗିରଫଦାରୀ ସଂଖ୍ୟା, ତେବେ ସୂର୍ଯ୍ୟଦୀପଙ୍କ ନାଁକୁ ନେଇ…

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ଘଟଣାରେ ଏଯାଏଁ ଗିରଫ ହେଲେଣି ୧୬ ଜଣ । ତେବେ ଦିନକୁ ଦିନ ସାମ୍ନାକୁ ନୂଆ ଚେହେରା ଆସୁଛି । ଏହି ତାଲିକାରେ ଯୋଡି ହୋଇଛି ସୂର୍ଯ୍ୟଦୀପଙ୍କ ନାଁ । କିଏ ଏହି ସୂର୍ଯ୍ୟଦୀପ ? ସୁଶାନ୍ତ ସିଂ ରାଜପୁତଙ୍କ ପୁରୁଣା ଘର କେପରି ହାଇଟ୍ ଓ ମୋଂଟ ବ୍ଲାକ…

ମହାରାଷ୍ଟ୍ର ସରକାରଙ୍କ ସହ ବିବାଦ ପରେ ମୁମ୍ବାଇ ଛାଡିଲେ ଅଭିନେତ୍ରୀ କଙ୍ଗନା ରନାୱତ୍ । ଟ୍ୱିଟ୍ କରି ସରକାରଙ୍କୁ…

କନକ ବ୍ୟୁରୋ : ବିବାଦୀୟ ପରିସ୍ଥିତି ପରେ ଫେରିଯାଇଥିଲେ ବି ଶିବସେନାକୁ ସମାଲୋଚନା କରିବା ଛାଡି ନାହାନ୍ତି ବଲିଉଡ୍ର କୁଇନ୍ ଭାବେ ପରିଚିତ କଙ୍ଗନା ରଣାୱତ । ସେ ଫେରିବା ବେଳେ ଟ୍ୱିଟ୍ କରି ଲେଖିଛନ୍ତି, “ଭାରାକ୍ରାନ୍ତ ମନରେ ମୁମ୍ବାଇ ଛାଡିବାର କାରଣ, ଯେଭଳି ଭାବେ ଏହି ସମୟରେ ମୁଁ ଆତଙ୍କିତ…

ସୁଶାନ୍ତ ସିଂଙ୍କ ଫାର୍ମହାଉସ ଉପରେ ଏନସିବିର ଚଢାଉ । ସିସିଟିଭି ଓ ଡିଭିଆର ବି ହେବା ଜବତ

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଆଜି ମୃତ ସୁଶାନ୍ତ ସିଂ ରାଜପୁତଙ୍କ ଫାର୍ମହାଉସ ଉପରେ ଚଢାଉ କରିଛି ଏନସିବି । ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜବତ କରାଯାଇଛି । ନିଶା ନେବା ସମୟରେ ବ୍ୟବହାର କରାଯାଉଥିବା ବହୁ ଜିନିଷ ଏଠାରୁ ମିଳିଥିବା ସୂଚନା ମିଳିଛି । ଏହାସହ ଏଠାରେ ଲାଗିଥିବା…

ଚୀନର ବଡ କଳା କାରନାମାର ବଡ ଖୁଲାସା । ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମେତ ୧୦ ହଜାରରୁ ଅଧିକ ଲୋକଙ୍କ ଉପରେ ନଜର…

କନକ ବ୍ୟୁରୋ : ଚୀନର ଏକ ବଡ କଳା କାରନାମାର ହୋଇଛି ଖୁଲାସା । ଚୀନ, ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ସମେତ ୧୦ ହଜାରରୁ ଅଧିକ ଭାରତୀୟଙ୍କ ପଛରେ ଗୁପ୍ତଚର କରୁଛି । ଇଂରାଜୀ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଭାରତର ବରିଷ୍ଠ ସାମ୍ବିଧାନିକ ପଦପଦବୀରେ ଥିବା ରାଜନେତା,…

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ମାତ୍ର ୨୪ ଘଂଟାରେ ୯୨ ହଜାର ୭୧ ନୂଆ ସଂକ୍ରମିତ ଥିବା ଆସିଲା ରିପୋର୍ଟ

କନକ ବ୍ୟୁରୋ : ଗତ ୨୪ଘଂଟାରେ ସାରା ବିଶ୍ୱରେ ମୋଟ ୩ଲକ୍ଷ ୭ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଗତ ୨୪ଘଂଟାରେ ଭାରତରେ ୯୨ହଜାର ୭୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଭୂତାଣୁ ସଂକ୍ରମିତ ହୋଇ ସାରା ବିଶ୍ୱରେ ୫ହଜାର ୫୩୭ଜଣ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ…