Daily Archives

September 22, 2020

ଚେନ୍ନାଇକୁ ଚିତ୍ କଲା ରାଜସ୍ଥାନ । ୧୬ରନ୍ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଜିତିଲା…

କନକ ନ୍ୟୁଜ : ଫାପ ଡୁପ୍ଲେସିସଙ୍କ ଲଢୁଆ ବ୍ୟାଟିଂ ସତ୍ତେ୍ୱ ହାରିଲା ଚେନ୍ନାଇ । ଫଳରେ ରାଜସ୍ଥାନ ରୟାଲ ଏହି ମ୍ୟାଚରେ ୨୦ରନରେ ବିଜୟୀ ହୋଇଛି । ଏହାସହ ୨୦୨୦ ଆଇପିଏଲରେ ରାଜସ୍ଥାନ ତାର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ରାଜସ୍ଥାନ ପକ୍ଷରୁ ରାହୁଲ ତେୱତା ୩ଟି ୱିକେଟ ହାସଲ କରିଛନ୍ତି…

ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ । ସୂଚନା ଦେଲା ୟୁରୋପୀୟ ପର୍ଯ୍ୟବେକ୍ଷଣ ସଂସ୍ଥା । କ୍ଷୟ କ୍ଷତି ନେଇ…

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ଅନୁଭୂତ ହେଲା ଭୂମିକମ୍ପ । ଶ୍ରୀନଗରର ଅଞ୍ଚଳରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ୟୁରୋପୀୟ ପର୍ଯ୍ୟବେକ୍ଷଣ ସଂସ୍ଥା । ତେବେ ଏଯାଏଁ କ୍ଷୟ କ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ…

ଆର୍ଚରଙ୍କ ଆକ୍ରମଣରେ ଘାଇଲା ହେଲା ଚେନ୍ନାଇ । ୮ ବଲରେ ୨୭ ରନ କଲେ ଜୋଫ୍ରା ଆର୍ଚର । ଗୋଟିଏ ଓଭରରେ ୩୦ ରନ ଦେଲେ ଲୁଙ୍ଗି…

କନକ ବ୍ୟୁରୋ : ଶେଷ ଓଭରେ ଚେନ୍ନାଇର ନିଦ ହଜାଇ ଦେଲେ ଜୋଫ୍ରା ଆର୍ଚର । ମାତ୍ର ୮ଟି ବଲରେ ହାସଲ କଲେ ୨୭ ରନ । ଏପଟେ ଶେଷ ଓଭର ବୋଲିଂ କରୁଥିବା ଲୁଙ୍ଗି ନିଗିଡି ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହେଲେ । ସେ ଗୋଟିଏ ଓଭରରେ ୩୦ ରନ ଦେଇ ଦଳକୁ ଚିନ୍ତାରେ ପକାଇ ଦେଇଛନ୍ତି । ଜୋଫ୍ରା ଆର୍ଚରେ…

ଭଉଣୀର ପ୍ରେମିକକୁ ମାରିଦେଲା ଭାଇ । ରାୟଗଡ଼ାରୁ ଆସିଲା ଅନର କିଲିଂର ସାଂଘାତିକ୍ ଖବର, ଦୁଇ ବନ୍ଧୁଙ୍କ ସହ ଗୁଳି କରି…

କନକ ବ୍ୟୁରୋ : ରାୟଗଡାରେ ଅନର କିଲିଂ । ପାହାଡ଼ ଉପରେ, ପଥର ଖୋଳ ଭିତରୁ ଉଦ୍ଧାର ହୋଇଛି ନରକଙ୍କାଳ । ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଅଭିଯୁକ୍ତ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଭଉଣୀର ପ୍ରେମିକକୁ ହତ୍ୟା କରିଛି ଭାଇ । ହରର୍…

ସଞ୍ଜୁ ସାମସନ ଓ ଜୋଫ୍ରା ଆର୍ଚରଙ୍କ ଧୂଆଁଧାର ବ୍ୟାଟିଂ । ୨୧୬ ରନ କଲା ରାଜସ୍ଥାନ ରୟାଲ । ଚେନ୍ନାଇ ସୁପର କିଙ୍ଗସ ଆଗରେ…

କନକ ବ୍ୟୁରୋ : ସଞ୍ଜୁ ସାମସନ ଓ ଷ୍ଟିଭେନ ସ୍ମିଥଙ୍କ ଧୂଆଁଧାର ବ୍ୟାଟିଂ । ଏହାସହ ରାଜସ୍ଥାନ ୨୧୬ ରନର ବିଶାଳ ସ୍କୋର କରିଛି । ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୨୧୭ରନର ବଡ ଟାର୍ଗେଟ ଦେଇଛି ରାଜସ୍ଥାନ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ୍ ଦଳର ଦୁଇ ଓପନର ମୁରଲୀ ବିଜୟ ଓ ସେନ…

କରୋନା ପଜିିଟିଭ୍ ଆସିବା ପରେ ଅପରେସନ୍ ପାଇଁ ୧୨ ଦିନରେ ୧୦ଟି ହସ୍ପିଟାଲ ବୁଲିଲେ ଗୁରୁତର ଆହତ । ତୁରନ୍ତ ଚିକିତ୍ସା…

କନକ ବ୍ୟୁରୋ : ଭୁବନେଶ୍ୱରରେ ମୋବାଇଲ ଚୋରି ଅଭିଯୋଗରେ ଆକ୍ରମଣର ଶିକାର ହୋଇଥିବା ଯୁବକ କରୋନା ପଜିଟିଭ ଜଣାପଡିବା ପରେ ରାଜଧାନୀର କୌଣସି ହସ୍ପିଟାଲ ତାଙ୍କର ଅସ୍ତ୍ରୋପଚାର କରୁନଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଯୁବକଙ୍କ ଭାଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ…