Daily Archives

September 13, 2020

କରୋନା ଟିକା ନେଇ ମତ ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । କହିଲେ, ଆସନ୍ତା ବର୍ଷ ପ୍ରଥମ ତିନିମାସରେ…

କନକ ବ୍ୟୁରୋ : ଆସନ୍ତା ବର୍ଷ ପ୍ରଥମ ତିନି ମାସ ମଧ୍ୟରେ କରୋନା ଟିକା ଆସିବା ସମ୍ଭାବନା ଅଛି । ଏଥି ନେଇ ନିର୍ଦ୍ଦିଷ୍ଟ ଦିନ କହିହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ସୋସିଆଲ ମିଡିଆରେ ଆଲୋଚନା କରିବା ବେଳେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର…

କରୋନା ରୋଗୀଙ୍କୁ ନାଲିପାଣି । ହସ୍ପିଟାଲରେ ଭର୍ତ୍ତି ଥିବା କରୋନା ଆକ୍ରାନ୍ତଙ୍କ ପାଖକୁ ରଶିରେ ବାନ୍ଧି ପଠାଯାଉଛି ମଦ…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଲଲିତପୁର ଅନ୍ତର୍ଗତ ଟେକ୍ରି ଗ୍ରାମରେ ଅସ୍ଥାୟୀ କୋଭିଡ -୧୯ ଏଲଭେନ ହସ୍ପିଟାଲ କରାଯାଇଛି । ଏହି ହସ୍ପିଟାଲରୁ କିଛି ଚିତ୍ର ସାମ୍ନାକୁ ଆସିଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ କିଛି କରୋନା ରୋଗୀ…

ଆଜି ରାଜ୍ୟରେ ସୁସ୍ଥ ହେଲେ ୩,୩୬୩ କରୋନା ଆକ୍ରାନ୍ତ । ୧ଲକ୍ଷ ୧୮ହଜାର ୬୪୨ରେ ପହଞ୍ଚିଲା ମୋଟ୍ ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୩୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ…

କରୋନା ଛାଡିବା ପରେ, କଣ କରିବା ଉଚିତ, ପରାମର୍ଶବଳୀ ଜାରି କଲା ଆୟୁଷ ମନ୍ତ୍ରାଳୟ । କହିଲା ହଳଦୀ ମିଶାଇ ପିଅନ୍ତୁ…

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ବି କିଛି ଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଥିବାରୁ କିପରି ନିଜ ସ୍ୱାସ୍ଥ୍ୟର ପରିଚାଳନା କରିବେ ଏ ନେଇ ପୋଷ୍ଟ କୋଭିଡ୍ ପ୍ରୋଟୋକଲ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ୟକ୍ତିଗତ ସ୍ତରରେ କରିବେ କ’ଣ?…

କରୋନା ପାଇଁ ସେପ୍ଟେମ୍ବର ମାସ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ବିଶେଷଜ୍ଞ । ସେପ୍ଟେମ୍ବର ଶେଷ ସୁଦ୍ଧା ୨ଲକ୍ଷ…

କନକ ବ୍ୟୁରୋ : ଏ ହେଉଛି, ଓଡ଼ିଶାର କୋଭିଡ୍ ମ୍ୟାପ୍ । ଦେବଗଡ଼କୁ ଛାଡିଦେଲେ ବାକି ଜିଲ୍ଲାଗୁଡିକୁ ନାଲି ରଙ୍ଗରେ ଚିହ୍ନିତ କରାଯାଇଛି । ଲାଲ ରଙ୍ଗର ଅର୍ଥ ହେଉଛି ଏହି ଜିଲ୍ଲାଗୁଡିକରେ ୨୦୦ରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି । ସର୍ବାଧିକ ସକ୍ରିୟ ସଂକମଣ ରହିଛି ଖୋର୍ଦ୍ଧା ଜିଲ୍ଲାରେ । ଗତ କିଛି…

ସ୍ୱାମୀ ସ୍ତ୍ରୀ ବିବାଦ ଭିତରେ ଆସିଲା ଅନୁଭବଙ୍କ ଟୁଇଟ । କହିଲେ, ସତ୍ୟ ସହିତ ଅଛନ୍ତି, ସମସ୍ତଙ୍କ ଉପରେ ଆଇନ : ଓକିଲ…

କନକ ବ୍ୟୁରୋ : ଦିନ ଯେତିକି ଗଡି ଗଡି ଚାଲିଛି , ଅନୁଭବ-ବର୍ଷା ବିବାଦ ସେତିକି ବଢି ବଢି ଚାଲିଛି । ସୋସିଆଲ ମିଡିଆରେ ଉଭୟ ପକ୍ଷର ଲଢେଇ ବିବାଦକୁ ନୂଆ ମୋଡ ଦେଉଛି । ଏହି କ୍ରମରେ ଇଏ ହେଉଛି ସାଂସଦ ଅନୁଭବ ମହାନ୍ତିଙ୍କ ଟୁଇଟ । ଯେଉଁ ଟୁଇଟରେ ଅନୁଭବ କହିଛନ୍ତି, ‘ ସମସ୍ତଙ୍କ ଉପରେ ଆଇନ ରହିଛି…