Daily Archives

September 26, 2020

ଆଇପିଏଲ ଟକ୍କର: ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା । ଶୁଭମାନଙ୍କ ଶାନଦାର୍ ବ୍ୟାଟିଂ ଯୋଗୁ ସହଜରେ ୧୪୩ ରନର…

କନକ ବ୍ୟୁରୋ: ଚଳିତ ଆଇପିଲର ପ୍ରଥମ ବିଜୟ ହାସଲ କଲା କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ମାତ୍ ଦେଲା କେକେଆର । ୨୦ ଓଭର ଖେଳି ୧୪୩ ରନର ବିଜୟ ଲକ୍ଷ୍ୟ କୋଲକାତା ସାମ୍ନାରେ ରଖିଥିଲା ହାଇଦ୍ରାବାଦ୍  । ଜବାବରେ କୋଲକାତା ମାତ୍ର ୩ ୱିକେଟ୍ ହରାଇ ୧୮ ଖେଳି ଅତି…

ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେବାରୁ ଅଧିକାରୀ ନିଲମ୍ବିତ, ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା ।

କନକ ବ୍ୟୁରୋ: ଅବହେଳା ଯୋଗୁଁ ନିଲମ୍ବିତ ହେଲେ ବାବୁ । ହେଲେ ଏ ଖବର ଟିକେ ରୋଚକ ଖବର । କାରଣ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେବାରୁ ନିଲମ୍ବିତ ହେଲେ ଅଧିକାରୀ | ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାପାଳ ମନୀଷ ସିଂ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗର ଫୁଡ ଇନ୍ସପେକ୍ଟର ମନୀଷ ସ୍ୱାମୀଙ୍କୁ…

ମୋଦି ସରକାରଙ୍କୁ ବଡ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏକୁ ବାଏ ବାଏ କଲା ସହଯୋଗୀ ଅକାଳୀ ଦଳ, ପୂର୍ବରୁ ଦଳର…

କନକ ବ୍ୟୁରୋ : ଏନଡିଏକୁ ବାଏ ବାଏ କଲା ଶିରୋମଣି ଅକାଳୀ ଦଳ । ଏନଡିଏର ସହଯୋଗୀ ଦଳ ଭାବେ ରହି ଆସିଥିବା ଅକାଳୀ ଦଳ କୃଷି ବିଲକୁ ବିରୋଧ କରି ମୋଦି ସରକାରକୁ ପୂର୍ବରୁ ବଡ ଝଟକା ଦେଇଥିଲା । ଏପରିକି କୃଷି ବିଲକୁ ବିରୋଧ କରି ମୋଦି ସରକାରରେ ମନ୍ତ୍ରୀ ଥିବା ଶିରୋମଣି ଅକାଳୀ ଦଳର ସାଂସଦ ହରଶମିତ୍…

ବଲିଉଡ୍ ସେଲିବ୍ରିଟିଙ୍କ ନିଶା ଛଡ଼ାଉଛି ଏନସିବି । ଡ୍ରଗ୍ସ ଲିଙ୍କରେ ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଘଂଟା ଘଂଟା ଜେରା,…

କନକ ବ୍ୟୁରୋ: ବଲିଉଡ୍ ନିଶା କାହାଣୀକୁ ନେଇ ସାରା ଦେଶରେ ହଇଚଇ ହୋଇଥିବା ବେଳେ ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ମାରାଥନ ଜେରା କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ନାରକୋଟିକ୍ସ ବ୍ୟୁରୋର ଗେଷ୍ଟ ହାଉସରେ ବଲିଉଡରେ ଡ୍ରଗ୍ସ କାରବାର ମାମଲାରେ ସାଢେ ୫ଘଂଟା କାଳ ଜେରାର ସମ୍ମୁଖୀନ ହେଲେ…

ଘୋଷଣା ହୋଇନି ଉପ ନିର୍ବାଚନ ତାରିଖ । ତିର୍ତୋଲରେ ସରଗରମ ହେଉଛି ପଦ୍ମ ଦଳର ରାଜନୀତି, ଦଳୀୟ ଟିକେଟ ପାଇଁ ଶକ୍ତି…

କନକ ବ୍ୟୁରୋ: ବିଜେଡି ପରେ ବିଜେପି ଶିବିରରେ ଟିକେଟ ପାଇଁ ଟଣାଓଟରା । କନ୍ଦଳ ଚରମରେ । ୨୦୧୯ରେ ବିଜେପି ଟିକେଟ ପାଇଥିବା ରମାକାନ୍ତ ଭୋଇ ନା ନଗଦ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରା । କାହା ନାଁରେ ମୋହର ମାରିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି? ତାରିଖ…

ଆଇପିଏଲ ଟକ୍କର: କୋଲକାତା ସାମ୍ନାରେ ୧୪୩ ରନର ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ।

କନକ ବ୍ୟୁରୋ: କୋଲକାତା ସାମ୍ନାରେ ୧୪୩ ରନର ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ୍  ।  ୨୦ ଓଭର ଖେଳି ୪ଟି ୱିକେଟ୍ ହରାଇ ସନରାଇଜର୍ସ ମାତ୍ର ୧୪୨ ରନ୍ କରିବାରେ ସକ୍ଷମ ହୋଇଛି । ତେବେ ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।…