Daily Archives

September 15, 2020

ଭାରତ-ଚୀନ୍ ବିବାଦର କଚ୍ଚା ଚିଠା ଖୋଲିଲେ ପ୍ରତିରକ୍ଷା ମନ୍ତ୍ରୀ । ସଂସଦରେ ରାଜନାଥ ସିଂହ କହିଲେ, ଏଯାଏଁ ହୋଇନି ସୀମା…

କନକ ବ୍ୟୁରୋ : ଭାରତ-ଚୀନ ବିବାଦର ସମ୍ପୂର୍ଣ୍ଣ ବିବରଣୀ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଏଯାଏଁ ହୋଇନି ସୀମା ବିବାଦ ସମ୍ପୂର୍ଣ୍ଣ ସମାଧାନ । ତେବେ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ ଭାରତ, କିନ୍ତୁ ସବୁ ପରିସ୍ଥିତି ପାଇଁ ଭାରତ…

ଝିଅ ପଢ଼ିବ ଅନଲାଇନ୍ ପାଠ, ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ ବାପା । ଅନଲାଇନ ପାଠପଢାର ଅସଲ ଚିତ୍ର, ମୋବାଇଲ୍ କିଣିଲା…

କନକ ବ୍ୟୁରୋ : ଝିଅ ଅନଲାଇନ ପାଠପଢା ପାଇଁ ଗାଈ ବିକି ମୋବାଇଲ୍ କିଣିଲେ ଦିନ ମଜୁରିଆ ବାପା । ଅନଲାଇନ ଶିକ୍ଷାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଏମିତି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଖଲାଡି ପଂଚାୟତର ଦୁତିକାଦେଇପୁର ଗାଁରେ । ଗରିବ ଦିନ ମଜୁରିଆ…

ହସ୍ପିଟାଲ୍ ଅଗଣାରେ ମରିଗଲା ମାନବିକତା । ଚିକିତ୍ସା ବାଟ ଚାହିଁ ଚାହିଁ ଚାଲିଗଲା ଜୀବନ । ଢ଼େଙ୍କାନାଳରୁ ଆସିଲା…

କନକ ବ୍ୟୁରୋ : କୋଭିଡ୍ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି ଓ ତାଙ୍କ ପତ୍ନୀ ଛାତିରେ ହାତ ରଖି ଅତି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩, ୭୧୪ କରୋନା ଆକ୍ରାନ୍ତ : ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ୭୪୪ ଜଣଙ୍କ ସମେତ ଆଜି ରାଜ୍ୟରୁ ମୋଟ ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ପରିବା ଖାଇବାକୁ ମାଡ଼ୁଛି ଡର, ହୁ ହୁ ହୋଇ ବଢୁଛି ଦର । କ୍ୟାପ୍ସିକମ୍ ଛୁଇଁଲା ଶହେ, ବିନ୍ସ କିଲୋ ୧୧୦ । କାଙ୍କଡ଼,…

କନକ ବ୍ୟୁରୋ : ପରିବା ଦର ଆକାଶ ଛୁଆଁ । ଖାଲି ଆଳୁ ପିଆଜ କାହିଁକି, ଅଧିକାଂଶ ପରିବା ଦର ୬୦ ଟଙ୍କା ଉପରେ । ବନ୍ୟା ଫସଲ ଉଜାଡି ଦେଇଥିବା ବେଳେ ଟନ ଟନ ପରିବା ଫସଲ ନଷ୍ଟ ହୋଇଥିଲା ଆଉ ଯାହାର ପ୍ରଭାବ ପଡିଛି ପରିବା ବଜାର ଉପରେ । ଦରରେ ଏମିତି ନିଆଁ ଲାଗିଛି ଯେ ଛୁଇଁବା ବି ମୁସକିଲ ହୋଇଯାଇଛି…

ଆଇପିଏଲକୁ ଆଉ ୪ ଦିନ – ସୁରେଶ ରୈନାଙ୍କ ସ୍ଥାନରେ କାହାକୁ ଖେଳାଇବ ଚେନ୍ନାଇ?

କନକ ବ୍ୟୁରୋ : ୧୯ ସେପ୍ଟେମ୍ବର ଅର୍ଥାତ ଆସନ୍ତା ଶନିବାର ଆରମ୍ଭ ହେବ ଆଇପିଏଲର ୧୩ତମ ସଂସ୍କରଣ । ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ଭେଟିବ ଚେନ୍ନାଇ । ତେବେ ଚେନ୍ନାଇ ପାଇଁ ଏହି ଆଇପିଏଲ ଖାରପ ଯାଇପାରେ । କାରଣ ଏଥର ଆଇପିଏଲରୁ ଦଳର ପ୍ରମୁଖ ଅଲରାଉଣ୍ଡର ସୁରେଶ ରୈନା ବାଦ…