Daily Archives

September 6, 2020

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ସମସ୍ତ ଜିଲ୍ଲାରେ ରହିଛି ଘୂର୍ଣ୍ଣିଝଡ଼ ସମ୍ଭାବନା

କନକ ବ୍ୟୁରୋ : ସଂପ୍ରତି ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ତଥାପି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୮ ତାରିଖ, ମଙ୍ଗଳବାର ଅପରାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର…

କରୋନା : ଆସନ୍ତାକାଲିଠାରୁ ଆରମ୍ଭ ହୋଇପାରେ ‘କୋଭାକ୍ସିନ’ର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

କନକ ବ୍ୟୁରୋ :  କରୋନା ଭୂତାଣୁ ରୋକିବା ପାଇଁ ‘ଭାରତ ବାୟୋଟେକ୍’ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ‘କୋଭାକ୍ସିନ’ ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟକୁ ଔଷଧ ନିୟନ୍ତ୍ରକ(ଡ୍ରଗ ରେଗୁଲେଟରି) ଅନୁମୋଦନ କରିଛନ୍ତି। ସୂଚନାନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଟିକା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ୱିତୀୟ…

କଟକ ଜିଲ୍ଲାରୁ ୪୩୧ଙ୍କ ସମେତ ଆଜି ସୁସ୍ଥ ହେଲେ ୨୫୯୦ ଆକ୍ରାନ୍ତ : ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୯୬, ୩୬୪

କନକ ବ୍ୟୁରୋ : କଟକ ଜିଲ୍ଲାରୁ ୪୩୧ ଜଣଙ୍କ ସମେତ ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୨୫୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬…

ଅନୁଭବଙ୍କ ଅଭିଯୋଗର ବର୍ଷାଙ୍କ ଜବାବ: ସୋସିଆଲ ମିଡିଆରେ ବର୍ଷା ଲେଖିଲେ, ସତ କେବେ ଲୁଚି ରହେନା; ମିଛ ଅଭିଯୋଗ ଆଣି ଜଣକ…

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଅଭିଯୋଗର ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଫେସବୁକରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି, ସତ କେବେ ଲୁଚି ରହେନା । ଜଣକ ଉପରେ ମିଛ ଅଭିଯୋଗ ଆଣି ଜଣକ ଚରିତ୍ର ଉପରେ ଆଙ୍ଗୁଠି ଉଠାଇବା ଆଗରୁ ଭଗବାନଙ୍କୁ ଭୟ କରିବା…

ବଢିପାଣି ଛାଡିଗଲା ପରେ ବଢିଗଲାଣି ଚାଷୀଙ୍କ ଦୁର୍ଦ୍ଦଶା । ପାଣି ଭସାଇ ନେଲା ଚାଷୀଙ୍କ ପରିଶ୍ରମ । ଏପଟେ ଭଙ୍ଗା ଘରକୁ…

କନକ ବ୍ୟୁରୋ: ବନ୍ୟା ଛାଡିଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ବନ୍ୟା ଛାଡିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିବା କାରଣରୁ ଫସଲ ନଷ୍ଟ ହୋଇଛି । ଏବେ ଫସଲକୁ ରୋକପୋକ ଆକ୍ରମଣ କରିଛନ୍ତି । ସେପଟେ ବନ୍ୟା ପାଣି ଛାଡିବା ପରେ ଗାଁକୁ…

ଜୟପୁରରେ ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ । ହେଲେ ଦୁର୍ବୃତ୍ତଙ୍କୁ ଚକମା ଦେଇ ଖସିଆସିଲା ଭାଇ ।…

କନକ ବ୍ୟୁରୋ: ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ । ଆଉ ତାପରେ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ । ହେଲେ ଦୁର୍ବୃତଙ୍କୁ ଚକମା ଦେଇ ଭାଇ ଖସିଯିବା ପରେ ପୁଲିସକୁ ଖବର ଦେଇଥିଲେ । ଦୁଇ ଦୁର୍ବୃତଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି…