Daily Archives

September 21, 2020

କୁନି ବୈଜ୍ଞାନିକ ଶୁଭମ । ତିଆରି କଲେ ୪.୧ ସେଂଟିମିଟର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

କନକ ବ୍ୟୁରୋ : ଚାନ୍ଦବାଲିର କୁନି ବୈଜ୍ଞାନିକ । କୁନି ହାତରେ ତିଆରି କଲେ ମାଇକ୍ରା ଭାକ୍ୟୁମ କ୍ଲିନର । ଏହି ଭାକ୍ୟୁମ କ୍ଲିନର ବଡ଼ବଡ଼ ଲ୍ୟାବ୍ରେ ବୈଜ୍ଞାନିକଙ୍କୁ ସୁରକ୍ଷା ଯୋଗାଇବା ଦେବା ଲକ୍ଷ ଉଦ୍ଭାବନ କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ । ଚାନ୍ଦବାଲି ବ୍ଳକ ଖେରଙ୍ଗ ପଂଚାୟତ…

ଚମକିଲେ ଚହଲ , ବାଙ୍ଗାଲୋର ବୋଲିଂରେ ଧରାଶାୟୀ ହେଲା ହାଇଦ୍ରାବାଦ । ୧୦ ରନରେ ବିଜୟ ହାସଲ କଲା ବିରାଟ ବାହିନୀ

କନକ ବ୍ୟୁରୋ : ଚହଲଙ୍କ ଚତ୍ମକାର ବୋଲିଂ ବଳରେ ବିଜୟ ହାସଲ କଲା ବାଙ୍ଗାଲୋର । ଏହି ମ୍ୟାଚରେ ବାଙ୍ଗାଲୋର ୧୦ ରନରେ ବିଜୟ ହାସଲ କରିଛି । ଦଳ ପକ୍ଷରୁ ଚହଲ ସର୍ବାଧିକ ୩ ୱିକେଟ ହାସଲ କରିଥିବା ବେଳେ ନବଦୀପ ସାଇନୀ ଓ ଶିବମ ଦୁବେ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ…

ମୌସୁମୀ ଅଧିବେଶନ ପୂର୍ବରୁ ବଦଳିଲା ବିଧାନସଭାର ରୂପରେଖ, ପ୍ରତ୍ୟେକ ସଦସ୍ୟଙ୍କ ସିଟ୍ ଆଗରେ ଲାଗିଲା କାଚ ।

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କରୋନା ସମୟରେ ଏହି ଅଧିବେଶନ ବସୁଥିବାରୁ ସୁରକ୍ଷା ପାଇଁ ପ୍ରତ୍ୟେକ ବିଧାୟକଙ୍କ ସିଟ୍ ଆଗରେ କାଚ ଲଗାଯାଉଛି । ପ୍ରଥମ ଥର ପାଇଁ ଗୃହରେ କାଚବକ୍ସର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା କୌଣସି ସଦସ୍ୟ…

ବୟସ ଆଗରେ ହାର ମାନିଲା କରୋନା । ୧୦୬ ବର୍ଷ ବୟସରେ କରୋନାକୁ ମାତ୍ ଦେଲେ ବୃଦ୍ଧା

କନକ ବ୍ୟୁରୋ : ଜଣେ ୧୦୬ ବର୍ଷୀୟା ମହିଳାଙ୍କ ଆଗରେ ହାର ମାନିଛି କୋଭିଡ୍‌-୧୯। ମହାରାଷ୍ଟ୍ର ଥାନେ ଜିଲ୍ଲାର କରୋନା ଆକ୍ରାନ୍ତ ଏହି ୧୦୬ ବର୍ଷୀୟା ମହିଳା ଶେଷରେ କୋଭିଡ୍‌-୧୯କୁ ପରାସ୍ତ କରି ଆରୋଗ୍ୟ ଲାଭ କରିବା ପରେ ରବିବାର ଦିନ ହସ୍ପିଟାଲରୁ ନିଜ ଘରକୁ ଫେରି ଯାଇଛନ୍ତି। ଡାକ୍ତର ଏବଂ…

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଉଛନ୍ତି ଅଧିକ । ଆଜି ୩୦୬ ପଜିଟିଭ, ୫୦୬ ସୁସ୍ଥ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଭୁବନେଶ୍ୱରରୁ ମୋଟ ୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୬ ଜଣ ସୁସ୍ଥ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ କ୍ୱାରେଣ୍ଟାଇନ ଓ ୧୮୩ ସ୍ଥାନୀୟ…

କରୋନାକୁ ନେଇ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩, ୭୦୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୭୯୬ ସୁସ୍ଥ

କନକ ବ୍ୟୁରୋ : କରୋନାକୁ ନେଇ ସାମ୍ନାକୁ ଆସିଛି ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩, ୭୦୪ କରୋନା ଆକ୍ରାନ୍ତ । ଏହାସହ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୭୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ…