Daily Archives

September 29, 2020

ଆସନ୍ତାକାଲି ଆସିବ ବାବ୍ରୀ ଧ୍ୱଂଶ କରିବା ମାମଲାର ରାୟ । ରାୟ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ, ବିଜେପିର ୫…

କନକ ବ୍ୟୁରୋ : ୬ ଡିସେମ୍ବର ୧୯୯୨ରେ ଅଯୋଦ୍ଧାରେ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାକୁ ନେଇ ଚାଲିଥିବା ମାମଲାରେ ଆସନ୍ତାକାଲି ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ରାୟ ଦେବ । ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶି, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଉପ-ରାଷ୍ଟ୍ରପତିଙ୍କୁ କରୋନା । ଭେଙ୍କିୟା ନାଇଡୁ କରୋନା ସଂକ୍ରମିତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଲା…

କନକ ବ୍ୟୁରୋ: ଉପ-ରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । The Vice President of India who underwent a routine COVID-19 test today morning has been…

କରୋନା ଗତିରେ ବ୍ରେକ୍ ! ଗତ ୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କଠୁ ବଢ଼ିଲା ସୁସ୍ଥଙ୍କ ସଂଖ୍ୟା । ସଂକ୍ରମଣ କମିବା ନେଇ ଦେଉଛି…

କନକ ବ୍ୟୁରୋ : ଭୂତାଣୁ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଲଗାତାର ୫ ଦିନ ହେବ କରୋନା ଗତିରେ ଲାଗିଛି ବ୍ରେକ । ଗତ ୫ ଦିନ ମଧ୍ୟରେ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ଯାଉଛି । କରୋନାର କଇଁଛ ଗତି ଖବର ଏବେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛିି…

ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ । ଦିଲ୍ଲୀକୁ ୧୬୩ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ ।

କନକ ବ୍ୟୁରୋ : ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ବଳରେ ୧୬୨ ରନ କରିଛି ସନରାଇଜର୍ସ ହାଇଦ୍ରାବାଦ । ଫଳରେ ଦିଲ୍ଲୀ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ହାଇଦ୍ରାବାଦ । ବର୍ତ୍ତମାନ ୧୬୩ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦିଲ୍ଲୀ ଟିମ୍ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ…

ଆଖି ପିଛୁଳାକେ ଏଟିଏମରୁ ଟଙ୍କା ଗାୟବ ! ଚାଲାକ୍ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଭୁବନେଶ୍ୱରରେ ଧରାପଡ଼ିଲା ଧୂରନ୍ଧର…

କନକ ବ୍ୟୁରୋ : ଆଖି ପିଛୁଳାକେ ଏଟିଏମରୁ ଟଙ୍କା ଗାୟବ ! ଚାଲାକ୍ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଧରା ପଡ଼ିଲା ଧୂରନ୍ଧର ଚୋର । ଅସମ୍ଭବକୁ ସମ୍ଭବ କରୁଥିବା ଏହି ମୋଷ୍ଟ ୱାଣ୍ଟେଡ୍ ଏବେ ପୁଲିସ୍ କବଜାରେ । ଏଟିଏମରୁ ଟଙ୍କା ଚୋରିର ଏଭଳି ଏକ ବାଟ ବାଛି ନେଇଥିଲା, ଯାହାକୁ ସାଧାରଣ ଲୋକ ଜାଣିବା…

୮୨ ଦିନ ପରେ ନୀଳଗିରି ବିଧାୟକଙ୍କୁ ପୁଣି କରୋନା ନେଇ ବରିଷ୍ଠ ଡାକ୍ତରଙ୍କ ପ୍ରତିକ୍ରିୟା । କହିଲେ, ପୁଣି ଥରେ…

କନକ ବ୍ୟୁରୋ : କରୋନାରେ ପଜିଟିଭ ଚିହ୍ନଟ ହେବାର ୮୨ ଦିନ ପରେ ପୁଣିଥରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପଜିଟିଭ୍ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ଡାକ୍ତର । ବିଏମସି ପକ୍ଷରୁ ଡାକ୍ତର…