Monthly Archives

June 2020

କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ମଦ ଦୋକାନ । ଇ-ଟୋକନ ବ୍ୟବସ୍ଥାରେ ସିଧାସଳଖ କାଉଣ୍ଟରରୁ ମଦ କିଣିବା ପାଇଁ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ କାଂଉଟରରେ ମିଳିବ ବିଦେଶୀ ମଦ । ଲକଡାଉନ ଆରମ୍ଭରୁ ମଦ ବିକ୍ରୀ ଉପରେ କଟକଣା ଲଗାଯାଇଥିଲା । ଏହାପରେ ମେ ତୃତୀୟ ସପ୍ତାହରେ ଅନଲାଇନରେ ମଦବିକ୍ରୀ ପାଇଁ ଓଡିଶା ସରକାର ଅନୁମତି ଦେଇଥିଲେ । ଏହାର ୫ ସପ୍ତାହ ପରେ ଆଜି ଓଡିଶା ସରକାର ପୁଣି କାଂଉଟରରେ ମଦ ବିକ୍ରୀ…

ଅନଲକ ୨.୦ରେ ଜୋନ୍-୧ରେ ଓଡିଶାର ୧୦ଟି ଜିଲ୍ଲା । ଶନିବାର ଓ ରବିବାର ରହିବ ସଟଡାଉନ । ଜିଲ୍ଲାପାଳ ଚାହିଁଲେ ଜାରି…

କନକ ବ୍ୟୁରୋ: କରୋନା ମହାମାରୀର ମୁକାବିଲା ନେଇ ଜୁଲାଇ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମହାମାରୀର ମୁକାବିଲା ଏବଂ ଅର୍ଥନୀତିରେ ସମନ୍ୱୟ ରକ୍ଷା କରି ଏହି ନିୟମାବଳୀ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି । ଓଡିଶାର ମାନଚିତ୍ରରେ…

ବ୍ୟାନ୍ ପରେ ପ୍ଲେଷ୍ଟୋର ବି ‘ଟିକଟକ୍’ ଆପକୁ ବାଏ ବାଏ କହିଲା ଗୁଗୁଲ । ପୂର୍ବରୁ ଡାଉନଲୋଡ ହୋଇଥିବା ଟିକଟକ ଆପ୍ ବି…

କନକ ବ୍ୟୁରୋ: ଭାରତରେ ବ୍ୟାନ୍ ହେଲା ବହୁ ପ୍ରଚଳିତ ଚାଇନା ଆପ୍ ଟିକ୍ଟକ୍ । କେବଳ ଏହି ଆପ ନୁହେଁ ଏହା ସହ ଆହୁରି ୫୯ଟି ଚାଇନିଜ୍ ଆପ ବ୍ୟାନ୍ କରିଛନ୍ତି ଭାରତ ସରକାର । ଲଦାଖ ସୀମାରେ ଚୀନ ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ସହୀଦ ହେବାପରେ ଏପରି କଠୋର ନିଷ୍ପତି ନିଆଯାଇଛି । ସେପଟେ…

ଖୋଲିବ କି ସପିଂ ମଲ ? ସଂକ୍ରମଣ ବେଳେ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ହାତରେ…

କନକ ବ୍ୟୁରୋ: ଜୁଲାଇ ମାସରେ ସପିଂ ମଲ୍ ଖୋଲିବ ନା ନାହିଁ । ଏହାର ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲାପାଳ ଓ ମୁନସିପାଲ କମିଶନରଙ୍କ ହାତରେ ଛାଡି ଦେଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନୀୟ ଅଧିକାରୀ ସପିଂ ମଲ ଖୋଲିବେ ନା ନାହିଁ ତାହାର ନିଷ୍ପତି ନେବେ । ଯଦି…

୧୦ ଜିଲ୍ଲା ଶନିବାର, ରବିବାର ସଟଡାଉନ । ଜୋନ-୧ରେ ଯାଉଥିବା ୧୦ ଜିଲ୍ଲାରେ ହେବ ଦୁଇ ଦିନିଆ ସଟଡାଉନ । ଜାଣନ୍ତୁ ସଟଡାଉନ…

କନକ ବ୍ୟୁରୋ: ୧୦ ଜିଲ୍ଲାରେ ୨ ଦିନିଆ ସଟଡାଉନ । ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ହେବ ୧୦ ଜିଲ୍ଲା । ଜୋନ-୧ରେ ଯାଉଥିବାରୁ ୧୦ ଜିଲ୍ଲାକୁ ସପ୍ତାହ ଶେଷରେ ଦୁଇ ଦିନ ପାଇଁ ସଟଡାଉନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା,…

ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁର ସମୟ: ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏଁ ଜାରି ରହିବ କଟକଣା; ସବୁ ଜରୁରୀ ସେବା…

କନକ ବ୍ୟୁରୋ: ରାଜ୍ୟରେ କୋହଳ ହେଲା ରାତ୍ରୀକାଳୀନ କର୍ଫ୍ୟୁ । ରାତି ୭ଟା ପରିବର୍ତ୍ତେ ଏବେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ୍ କର୍ଫ୍ୟୁ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲକ-୨ର ନିର୍ଦ୍ଦେଶାନାମା ଅନୁସାରେ ଆଜି ଓଡିଶାରେ ଅନଲକ-୨ର ମାର୍ଗଦର୍ଶିକା ଜାରି…