Browsing Category

ଦେଶ ବିଦେଶ

ମନରେ ଅନେକ କୋହ ଭରି ରହିଛି, କିନ୍ତୁ କାନ୍ଦିବାକୁ ସୁଯୋଗ ମିଳୁନି । ଆଖିରେ ଲୁହ ଆଣିଦେବ ୟୁକ୍ରେନର କାହାଣୀ

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୬ମାସ ବିତିଯାଇଥିଲେ ବି ଯୁଦ୍ଧ ଥମିବାର କୌଣସି ନା ନେଉନାହିଁ । ଏହି ଯୁଦ୍ଧ ଭିତରେ ବହୁତକିଛି ହରାଇଲାଣି ୟୁକ୍ରେନ୍ । କିଏ ନିଜ ବାପା-ମାଆଙ୍କୁ ହରାଇଛି ତ ଆଉ କିଏ ନିଜ ସ୍ୱାମୀ, ପିଲାଙ୍କୁ ହରାଇଛି । ଏପରିକି ମେଡିକାଲରେ କିଭଳି ନବଜାତ…
Read More...

ISIS ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ନେତା! ଋଷରୁ ଧରାପଡିବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ ।

କନକ ବ୍ୟୁରୋ : ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ଟାର୍ଗେଟରେ ଭାରତର ଶାସକ ଦଳର ନେତା । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଶାସକ ବିଜେପିର ବଡ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ମାରିବାକୁ ଯୋଜନା କରୁଛି ଆଇଏସଆଇଏସ । ଋଷରୁ ଆତ୍ମଘାତୀ ଆକ୍ରମଣକାରୀ ଧରାପଡିବା ପରେ ଏଭଳି ଏକ…
Read More...

ମଧ୍ୟପ୍ରଦେଶରେ ମୁଷଳଧାର ବର୍ଷା ସାଙ୍ଗକୁ ପବନ । ହ୍ରଦରେ ବୁଡିଲା ଏକାଧିକ କ୍ରୁଜ୍ । 

କନକ ବ୍ୟୁରୋ: ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ଦୁଇ ଦିନ ଧରି ମୂଷଳଧାର ବର୍ଷା ଲାଗିରହିଛି । ଏହାସହ ପବନର ବେଗ ମଧ୍ୟ ବଢିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଇଲାକା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାବେଳେ ଆଉ କିଛି ଅଞ୍ଚଳରେ ପବନ ଯୋଗୁଁ ବଡ ବଡ ଗଛ ପଡି ରାସ୍ତା ଅବରୋଧ…
Read More...

‘ଆପ୍ ଛାଡି ବିଜେପିକୁ ଆସ, କେସ୍ ବନ୍ଦ କରିଦେବୁ’ । ସାଂଘାତିକ ଅଭିଯୋଗ ଆଣିଲେ ମନୀଷ ସିସୋଦିଆ

କନକ ବ୍ୟୁରୋ : ବିବାଦ ମଧ୍ୟରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ବିଜେପି ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମନୀଷ ସିସୋଦିଆ କହିଛନ୍ତି, ବିଜେପି ଅଫର ଦେଉଛି ଆପ୍ ଛାଡି ବିଜେପିରେ ସାମିଲ ହୋଇଯାଅ । ଯାହା ବି ସିବିଆଇ ଓ ଇଡି ମାମଲା ଲାଗିଛି ସେସବୁକୁ ହଟେଇ ଦିଆଯିବ ।…
Read More...

ସାକ୍ଷାତକାରରେ ଭାବୁକ ହେଲେ କଂଗ୍ରେସ ନେତା ଆନନ୍ଦ ଶର୍ମା । କହିଲେ ଦଳ ପ୍ରତି ଥିବା ନିଜର ବଳିଦାନ କଥା

କନକ ବ୍ୟୁରୋ: କଂଗ୍ରେସ ଦଳର ସଞ୍ଚାଳନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ଏକ ସାକ୍ଷାତକାରରେ ସେ ଦଳ ଛାଡିବାକୁ ଯୋଜନା କରୁଛନ୍ତି କି ବୋଲି ପଚରାଯିବାରୁ ଆନନ୍ଦ କହିଥିଲେ, "କେବେ ନୁହେଁ। ମୁଁ ଏହାକୁ ବହୁତ ସ୍ପଷ୍ଟ…
Read More...

ଅଣ ଗାନ୍ଧୀ ସଦସ୍ୟଙ୍କୁ ସଭାପତି କରିପାରେ କଂଗ୍ରେସ : ଚର୍ଚ୍ଚାରେ ଗେହଲଟ, ଚିଦାମ୍ବରମ ଓ ଖଡଗେଙ୍କ ନାଁ

କନକ ବ୍ୟୁରୋ : ତିନି ଦଶନ୍ଧି ପରେ ଅଣ ଗାନ୍ଧୀ ସଦସ୍ୟଙ୍କୁ ସଭାପତି କରିପାରେ କଂଗ୍ରେସ । ସୋନିଆ ଗାନ୍ଧୀ ଅସୁସ୍ଥ ରହିଛନ୍ତି । ତେଣୁ ଏହି ଦାୟିତ୍ୱରେ ରହିବାକୁ ଚାହୁଁନାହାନ୍ତି । ସେହିପରି ରାହୁଲ ଗାନ୍ଧୀ ଦ୍ୱିତୀୟ ଥର ସଭାପତି ହେବାକୁ ରାଜି ହେଉ ନାହାନ୍ତି । ତେଣୁ ଜଣେ ଅଣ ଗାନ୍ଧୀ ପରିବାରର…
Read More...

ଜନ୍ତରମନ୍ତରରେ ଚାଷୀ ମହାପଞ୍ଚାୟତ । ଧାରଣା ପାଇଁ ପୋଲିସର ଅନୁମତି ନାହିଁ । ଦିଲ୍ଲୀ ସୀମାରେ ବ୍ୟାରିକେଡ୍

କନକ ବ୍ୟୁରୋ: ସୋମବାର ସକାଳ ୧୦ଟାରୁ କିସାନ ମହାପଞ୍ଚାୟତ ଜନ୍ତର ମନ୍ତରରେ ଅନୁଷ୍ଠିତ ହେବ । ଏହି ପଞ୍ଚାୟତରେ ୪୦୦୦-୫୦୦୦ ଚାଷୀଙ୍କୁ ନେଇ ଏକ ସମାବେଶ ହେବାର ଆଶା କରାଯାଉଛି । କିନ୍ତୁ ଦିଲ୍ଲୀ ପୋଲିସ ଏହି ପଞ୍ଚାୟତ ପାଇଁ ଅନୁମତି ଦେଇନାହିଁ । ଏଭଳି ପରିସ୍ଥିତିରେ ପୋଲିସ ଏବଂ କୃଷକଙ୍କ…
Read More...

କେତେବେଳେ ବି ଗିରଫ ହୋଇପାରନ୍ତି ଇମ୍ରାନ୍ ଖାନ୍ । ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର

କନକ ବ୍ୟୁରୋ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫଦାରୀ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ । ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ୍ ଅଧିନରେ ମାମଲା ଦାଏର ହୋଇଛି । ଏହାସହ ଇମ୍ରାନ୍ ବରିଷ୍ଠ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାଏର…
Read More...

୯୦ ମିନିଟ୍ ପର୍ଯ୍ୟନ୍ତ ବିମାନ ବନ୍ଦରରେ ଅବତରଣ କରିପାରିଲାନି ୧୧ ବିମାନ : ପବନର ଗତି ଅନୁକୂଳ ନହେବାରୁ ଚକ୍କର କାଟିଲେ…

କନକ ବ୍ୟୁରୋ : କୋଲକାତା ବିମାନ ବନ୍ଦରରେ ଅଭାବନୀୟ ଘଟଣା । ୯୦ ମିନିଟ୍ ପର୍ଯ୍ୟନ୍ତ ବିମାନ ବନ୍ଦରରେ ଅବତରଣ କରିପାରିଲାନି ୧୧ ବିମାନ । ଯାତ୍ରୀମାନେ ଭୀଷଣ ଆତଙ୍କିତ ହୋଇ ପଡ଼ିଥିଲେ ।  ପ୍ରବଳ ପ୍ରତିକୂଳ ବାୟୁ ପ୍ରବାହ ଯୋଗୁଁ ସନ୍ଧ୍ୟା ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ବିମାନଗୁଡ଼ିକ ଅବତରଣ…
Read More...

ଝିଅ ପାଇଁ କ୍ଷମା ମାଗିଲେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା

କନକ ବ୍ୟୁରୋ : ଝିଅ ପାଇଁ କ୍ଷମା ମାଗିଲେ ମିଜୋରାମ ମୁଖ୍ୟମନ୍ତ୍ରୀ । ଜୋରାମଥାଙ୍ଗା ଝିଅର ଭିଡିଓ ଭାଇରାଲ ହେବା ପରେ କ୍ଷମା ମାଗିଛନ୍ତି । ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ ସେ ତାଙ୍କ ଝିଅର ଏହି ଆଚରଣକୁ ନିନ୍ଦା କରୁଛନ୍ତି । ତାଙ୍କ ଝିଅ ଡାକ୍ତରଙ୍କ ନିକଟକୁ ଯାଇ…
Read More...