Browsing Category

ଦେଶ ବିଦେଶ

ଅକ୍ଟୋବର ସୁଦ୍ଧା ଦେଶରେ ଆରମ୍ଭ ହେବ ୫ଜି ସେବା । ଅଶ୍ୱିନୀ ବୈଷ୍ଣବ କହିଲେ, ୨-୩ ବର୍ଷରେ କୋଣଅନୁକୋଣରେ ପହଁଞ୍ଚିବ ସେବା…

କନକ ବ୍ୟୁରୋ: ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ…
Read More...

ବଢ଼ିଲା ହେମନ୍ତ ସୋରେନଙ୍କ ଅଡ଼ୁଆ, ବିପଦରେ ମୁଖ୍ୟମନ୍ତ୍ରୀ ପଦ

କନକ ବ୍ୟୁରୋ: ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏମଏମ୍-କଂଗ୍ରେସ ମେଣ୍ଟ ସରକାର ଉପରେ ଦେଖାଦେଇଛି ସଙ୍କଟର ବାଦଲ । ବେଇଆନ୍ ଖଣି ଖନନ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ସଦସ୍ୟତା ବିପଦରେ ପଡ଼ିଛି । ନିର୍ବାଚନ କମିଶନ୍ ତାଙ୍କ ରାୟକୁ ରାଜଭବନ…
Read More...

ନୂଆମୋଡରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା। ମୃତ୍ୟୁ ପଛରେ ଷଡଯନ୍ତ୍ର ସନ୍ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିଜନ।

କନକ ବ୍ୟୁରୋ: ଘନଉଛି ଟିକ୍ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲା । ଦିନ ଯେତିକି ଗଡୁଛି ସେତିକି ରହସ୍ୟଘେର ଭିତରକୁ ଠେଲି ହୋଇଯାଉଛି ମୃତ୍ୟୁ ମାମଲା । ସୋନାଲିଙ୍କ ମୃତ୍ୟୁ ଏକ ସ୍ୱ।।ସ୍ଥ୍ୟଗତ ସମସ୍ୟା ଅର୍ଥାତ ହୃଦଘାତ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରତ୍ୟେକ…
Read More...

ବିଜେପି-ଆପର ଶୀତଳ ଯୁଦ୍ଧ। କେଜ୍ରିୱାଲଙ୍କ ବିଧାୟକ ଦଳ ବୈଠକ।

କନକ ବ୍ୟୁରୋ: ଦିଲ୍ଲୀ ରାଜନୀତିରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ଇଡି ଓ ସିବିଆଇକୁ ହାତ କରି ବିଜେପି, ଆପ୍ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ସେହିପରି ଆପ୍, ବିଜେପି ଉପରେ ଆଉ ଏକ ବଡ଼ ଅଭିଯୋଗ ଆଣିଛି । ବିଧାୟକଙ୍କୁ କିଣିବା ପାଇଁ ବିଜେପି…
Read More...

ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲା, ପୋଷ୍ଟମର୍ଟମ୍ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

କନକ ବ୍ୟୁରୋ : ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଗୋଟିଏ ପଟେ ସୋନାଲିଙ୍କ ମୃତ୍ୟୁକୁ କିଛି ଲୋକ ଆତ୍ମହତ୍ୟା କହୁଥିବା ବେଳେ ଆଜି ଗୋଆ ପୋଲିସ ଏହାକୁ ଏକ ହତ୍ୟାମାମଲା ବୋଲି କହି ମାମଲା ରୁଜୁ କରିଛି । ହେଲେ ଏବେ…
Read More...

ମୁସଲମାନଙ୍କ ଛାଡପତ୍ର ଓ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ, କେରଳ ହାଇକୋର୍ଟର ବଡ ବୟାନ …

କନକ ବ୍ୟୁରୋ: ମୁସଲମାନଙ୍କ ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ରୋକିପାରିବେନି କୋର୍ଟ । କେରଳ ହାଇକୋର୍ଟ ଏହି ମନ୍ତବ୍ୟ ରଖିଛନ୍ତି । ଫ୍ୟାମିଲି କୋର୍ଟରୁ ଲଗାଇଯାଇଥିବା ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା । ଏହା ଉପରେ ଶୁଣାଣି କରି କେରଳ ହାଇକୋର୍ଟ ଏହି…
Read More...

୨୯ଟି ଫୋନ୍‌ ଯାଞ୍ଚ ପରେ ୫ଟି ଫୋନରୁ ମିଳିଛି ‘ମାଲୱେର’, ହେଲେ ପେଗାସସର ନାହିଁ ପ୍ରମାଣ: ସୁପ୍ରିମକୋର୍ଟ

କନକ ବ୍ୟୁରୋ: ୨୯ଟି ଫୋନ୍‌ ଯାଞ୍ଚ କରାଯିବା ପରେ ୫ଟି ଫୋନରୁ ‘ମାଲ୍‌ୱେର୍‌’ ମିଳିଛି। କିନ୍ତୁ, ତାହା ଯେ, ‘ପେଗାସସ୍‌’ ଏହାର କୌଣସି ସୁନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ବୋଲି ଆଜି ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ‘ପେଗାସସ୍‌’ କେଳଙ୍କାରୀ…
Read More...

ଗୃହ ମନ୍ତ୍ରାଳୟରେ ଉଚ୍ଚସ୍ତରୀୟ ବୈଠକ ଜାରି, ଏଲଜି ମନୋଜ ସିହ୍ନାଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ।

କନକ ବ୍ୟୁରୋ: ଗୁରୁବାର ଗୃହ ମନ୍ତ୍ରାଳୟରେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଜମ୍ମୁକାଶ୍ମୀର ଉପରେ ଉଚ୍ଚସ୍ତରୀୟ ବୈଠକ ଜାରିରହିଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜାରି ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ, କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ,…
Read More...

ସଂସଦୀୟ କମିଟିରୁ ହଟିବା ପରେ ଗଡକରୀଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା, ତାଙ୍କ ବିରୋଧରେ ମିଥ୍ୟା ଅଭିଯାନ ଚାଲିଛି କହି ଆକ୍ସନ…

କନକ ବ୍ୟୁରୋ : ସ୍ପଷ୍ଟ କଥା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା କେନ୍ଦ୍ର ସଡକ ଓ ପରିବହନମନ୍ତ୍ରୀ ନୀତିନ ଗଡକରୀ ଏକ ଟ୍ୱିଟ କରି କହିଛନ୍ତି କି କିଛି ଲୋକ ଓ କିଛି ସଂସ୍ଥା ସେମାନଙ୍କର ରାଜନୈତିକ ଲାଭ ପାଇଁ ମୋ ବିରୋଧରେ ଘୃଣ୍ୟ ଓ ମନଗଢା ଅଭିଯାନ ଜାରି ରଖିବାକୁ ପ୍ରୟାସ କରୁଛନ୍ତି । ଏକ ମିଡିଆ…
Read More...

ଭାରତୀୟ ଯବାନଙ୍କୁ ଶତ ସଲାମ । ରକ୍ତ ଦେଇ ବଞ୍ଚାଇଲେ ଆତଙ୍କବାଦୀର ଜୀବନ

କନକ ବ୍ୟୁରୋ: ମିତ୍ର ହେଉକି ଶତ୍ରୁ ଜୀବନ ସମସ୍ତଙ୍କ ପାଇଁ ମୂଲ୍ୟବାନ୍ । ଏହାକୁ ବୁଝିଥିବା ଭାରତୀୟ ଯବାନ୍ ପୁଣିଥରେ ଏକ ମହତକାର୍ଯ୍ୟ କରି ସାରା ସମାଜକୁ ବାର୍ତ୍ତା ଦେଇଛନ୍ତି । ଫିଦାୟିନୀ ଆକ୍ରମଣ କରିବାକୁ ଭାରତରେ ପ୍ରବେଶ କରୁଥିବା ଆତଙ୍କବାଦୀର ଜୀବନ ବଞ୍ଚାଇଛନ୍ତି ଭାରତୀୟ ଯବାନ୍ ।…
Read More...