Browsing Category

ଦେଶ ବିଦେଶ

ଏଟିଏମରେ ମିଳିବନି ୨୦୦ ଟଙ୍କିଆ ନୋଟ୍‌ !

ଆଉ କିଛି ଦିନ ପରେ ବଜାରକୁ ଆସିବ ୨୦୦ଟଙ୍କିଆ ନୋଟ୍ । ତେବେ ନୂଆକରି ବଜାରକୁ ଆସିବାକୁ ଥିବା ଏହି ୨୦୦ ଟଙ୍କିଆ ନୋଟ୍‌ ଏଟିଏମ୍‌ ମାଧ୍ୟମରେ ମିଳି ନପାରେ । ୧୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ୫୦ ଟଙ୍କିଆ ନୋଟ୍ ଭଳି ଏହା କେବଳ ବ୍ୟାଙ୍କ୍ ଗୁଡ଼ିକରେ ଉପଲବ୍ଧ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।…
Read More...

ଜାଲ୍ ସାର୍ଟିଫିକେଟ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ…

କନକ ବ୍ୟୁରୋ : ଜାଲ୍ ସାର୍ଟିଫିକେଟ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ କରୁଥିଲେ ଚାକିରୀ ଯିବ । ଏପରିକି ପାଠ ପଢୁଥିଲେ ଡିଗ୍ରୀ ବି ହରାଇବାକୁ ପଡିବ । ଏନେଇ ଆଜି ରାୟପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଶିକ୍ଷା କିମ୍ବା ଚାକିରୀ…
Read More...

ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବଢୁଛି : ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଦାବି

କନକ ବ୍ୟୁରୋ : ଭାରତ-ଚୀନ୍ ମଧ୍ୟରେ ବଢୁଛି ଉତ୍ତେଜନା । ଚୀନର ସରକାରୀ ଖବରକାଗଜ ଦାବି କରିଛି ଯେ, ବେଜିଂ ଟ୍ୟାଙ୍କର ସହ ସୀମାରେ ଯୁଦ୍ଧ ଅଭ୍ୟାସ କରିଛି । ଚୀନର ଖବରକାଗଜ ଗ୍ଲୋବାଲ ଟାଇମସ ଅନୁସାରେ ଏହି ସୈନ୍ୟ ଅଭ୍ୟାସରେ ପୁପୁଲ ଲିବରେସନ ଆର୍ମିର ଅତ୍ୟାଧୁନିକ ଟ୍ୟାଙ୍କର ୯୬-ବି ସାମିଲ ଅଛି ।…
Read More...

ଯାତ୍ରୀଙ୍କ ପାଇଁ ରେଳବାଇ ବୋହୁଛି ୪୩% ବୋଝ !

ଏଲପିଜି ଗ୍ରାହକଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଯେଭଳି ସବସିଡି ଛାଡ଼ିବାର ବିକଳ୍ପ ‘ଗିଭ୍‌ ଇଟ୍‌ ଅପ୍‌’ ମାଧ୍ୟମରେ ଦିଆଯାଇଛି ରେଳଯାତ୍ରୀମାନଙ୍କୁ ମଧ୍ୟ ସେ ପ୍ରକାର ସୁବିଧା ଖୁବ୍‌ ଶୀଘ୍ର ମିଳିବାକୁ ଯାଉଛି । ରେଳ ଟିକଟ ଉଭୟ ଅନଲାଇନ୍‌ ଏବଂ ଅଫଲାଇନରେ କିଣିବା ସମୟରେ ଯେଉଁମାନେ…
Read More...

ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ : ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ମିଳିବ ଓସିଆଇ କାର୍ଡ

କନକ ବ୍ୟୁରୋ : ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ମୋଦିଙ୍କ ଉପହାର । ଏଣିକି ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ମିଳିପାରିବ ଓସିଆଇ ବା ଓଭରସିଜ୍ ସିଟିଜନ ଅଫ୍ ଇଣ୍ଡିଆ କାର୍ଡ । କେବଳ ଏତିକି ନୁହେଁ ଏଣିକି ନୂଆଦିଲ୍ଲୀ ଓ ମୁମ୍ବାଇରୁ ସିଧାସଳଖ ତେଲ୍ ଅବବିକୁ ବିମାନ ଉଡିବ । ଇସ୍ରାଏଲରେ…
Read More...

ଜିଏସଟି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ ହେଲ୍ପଲାଇନ୍‌ ନମ୍ବର ୬୦କୁ ବୃଦ୍ଧି !

ଜିଏସଟି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ ଜାତୀୟସ୍ତରରେ ୧୪ଟି ହେଲ୍ପଲାଇନ୍‌ ନମ୍ବର ଥିବାବେଳେ ଏହାକୁ ଏବେ ୬୦କୁ ବୃଦ୍ଧି କରାଯାଇଛି । ଏହାସହ ଜିଏସଟି ସମ୍ପର୍କିତ ଯୋଗାଯୋଗ ପାଇଁ ଜାତୀୟ ସ୍ତରରେ ରହିଥିବା ହେଲ୍ପଲାଇନ୍‌ ନମ୍ବର ହେଲା ୧୪୪୦୪ । ଜିଏସଟି କାର୍ଯ୍ୟକାରୀ ହେବା ପରେ ଯେଉଁ…
Read More...

ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ୱାଗତ ! ଦ୍ୱିତୀୟ ଦିନରେ ସ୍ୱାକ୍ଷରିତ ହେଲା ଗୁରୁତ୍ୱପୂର୍ଣ୍ଣ ଚୁକ୍ତି

କନକ ବ୍ୟୁରୋ : ଇସ୍ରାଏଲ ଗସ୍ତର ୨ୟଦିନରେ ରାଷ୍ଟ୍ରପତି ରୁବେନେ ରିବଲିନଙ୍କୁ ଭେଟିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ବେଶ ଆନନ୍ଦିତ ବୋଲି ଇସ୍ରାଏଲ ରାଷ୍ଟ୍ରପତି । ଦୁଇଦେଶ ମଧ୍ୟରେ ଉତ୍ତମ ସଂପର୍କ ଓ ଦ୍ୱିପାକ୍ଷିକ ସହଯୋଗ ନେଇ ଆଶାବାଦୀ…
Read More...

ଇସ୍ରାଏଲରେ ମୋଦି ! ପ୍ରତିରକ୍ଷା, ଶକ୍ତି, ସାମରୀକ ଚୁକ୍ତି ଓ ବୈଷୟିକ ପୁଞ୍ଜିନିବେଶ ନେଇ ହେବ ଆଲୋଚନା

କନକ ବ୍ୟୁରୋ: ତିନିଦିନିଆ ଇସ୍ରାଏଲ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲର ରାଜଧାନୀ ଜେରୁସାଲେମରେ ପହଂଚିଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମକକ୍ଷ ନେତାନ୍ୟାହୁଙ୍କ ସାକ୍ଷାତ କରି ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଦୁଇ…
Read More...

ଚୀନ ବଢାଉଛି ଉତ୍ତେଜନା ! ସିକିମ ସୀମାରେ ଅନୁପ୍ରବେଶ ପରେ ଭାରତ ମହାସାଗରରେ ଯୁଦ୍ଧ ଜାହାଜ ମୁତୟନ କଲା ଚୀନ

କନକ ବ୍ୟୁରୋ : ସିକିମର ଡୋକଲାମରେ ଭାରତ-ଚୀନ ମୁହାଁମୁହିଁ ସ୍ଥିତରେ ଅଛନ୍ତି । ଚୀନ ଏବେ ଆହୁରି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇ ଭାରତ ମହାସାଗରରେ ବୁଡା ଜାହାଜ ମୁତୟନ କରିଛି । ଭାରତୀୟ ଉପଗ୍ରହ ଓ ନୌସେନା ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ ଏବେ ଚୀନର ୧୪ଟି ଯୁଦ୍ଧ ଜାହାଜକୁ ଭାରତ…
Read More...

ଜିଏସଟି ଲାଗୁପରେ ଏମଆରପି ଦ୍ୱନ୍ଦ୍ୱ ଦୂରକଲେ ସରକାର ! ବିଜ୍ଞାପନ ଦେଇ ଦର ବଢ଼ାଇ ପାରିବେ ବ୍ୟବସାୟୀ

କନକ ବ୍ୟୁରୋ : ଜିଏସଟି ଲାଗୁ ପରେ ଏମଆରପି ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ସରକାର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ବିଜ୍ଞାପନ ଦେଇ ଦର ବଢ଼ାଇବାକୁ କୁହାଯାଇଛି । ଜିଏସଟି ଲାଗୁହେବା ପରେ କୌଣସି ସାମଗ୍ରୀର ଦର ବଢ଼ିଥିଲେ, ଅନ୍ୟୁନ ଦୁଇଟି…
Read More...