Browsing Category

ଦେଶ ବିଦେଶ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେଉଁମାନେ ଦେଇଥାନ୍ତି ଭୋଟ ? ନିର୍ବାଚନ ପ୍ରକ୍ରିୟା ଓ କାର୍ଯ୍ୟକାଳ ଅବଧି, ଜାଣନ୍ତୁ…

କନକ ବ୍ୟୁରୋ : ଦୀର୍ଘଦିନର ଅପେକ୍ଷା ପରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି କଂଗ୍ରେସ ତରଫରୁ ତାରିଖ ଘୋଷଣା କରାଯାଇଛି । ଘୋଷଣା ମୁତାବକ ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ ଗ୍ରହଣ ହେବ ଓ ୧୯ ତାରିଖରେ ଭୋଟ ଗଣତି ହେବ । ଏନେଇ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୪ ତାରିଖରୁ…
Read More...

ମାଟିରେ ମିଶିଗଲା ଟ୍ୱିନ ଟାୱାର: ଏବେ ଚିନ୍ତାରେ ପକାଇଛି ବାୟୁ ପ୍ରଦୂଷଣ

କନକ ବ୍ୟୁରୋ: ଆଇନକୁ ଦଳି ମକଚି ନୋଏଡା ଛାତି ଉପରେ ଗଢ଼ା ଯାଇଥିବା ଦୁଇଟି ଆକାଶଚୁମ୍ବୀ ଟାୱାର ଧୂଳିସାତ ହୋଇଯାଇଛି । ଟିଭି ପରଦା ଉପରେ ଏତେ ବଡ଼ ବଡ଼ କୋଠା ମାତ୍ର କେଇ ସେକେଣ୍ଡ ଭିତରେ ଧୂଳିରେ ପରିଶତ ହେବାର ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ହଲିଉଡ୍ ଫିଲ୍ମ ଭଳି ଲାଗୁଥିବା ସେହି ମୁହୂର୍ତର…
Read More...

ଭାରତ-ପାକିସ୍ତାନ ଟକ୍କର: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକିସ୍ତାନ 

କନକ ବ୍ୟୁରୋ: ଆଜି ଭାରତ-ପାକିସ୍ତାନ ଏସିଆ କପ ମ୍ୟାଚ । ଏହି ମ୍ୟାଚରେ ଆଜି ଦମଦାର ଲଢେଇ ଅପେକ୍ଷାରେ ରହିଛନ୍ତି ଦର୍ଶକ । ଟସ ଜିତି ଏହି ମ୍ୟାଚରେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଦଳ । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ…
Read More...

ସୁପରଟେକ ବିଲ୍ଡିଂର ଟ୍ୱିନ ଟାୱାରକୁ ଧ୍ୱଂସ, ଜମିଛି ୩ ମହଲା ପର୍ଯ୍ୟନ୍ତ ଅବଶେଷ ।

କନକ ବ୍ୟୁରୋ: ନୋଏଡା ସୁପରଟେକ ବିଲ୍ଡିଂର ଟ୍ୱିନ ଟାୱାରକୁ ଧ୍ୱଂସ କରାଯାଇଛି । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହି ବହୁତଳ ବିଲ୍ଡିଂକୁ ନଷ୍ଟ କରାଯାଇଛି । ତେବେ ଏହି ବିଲ୍ଡିଂରେ ବିସ୍ପୋରଣ ପରେ ଅନେକ ମାତ୍ରାର ଧ୍ୱଂସାବଶେଷ ଜମିଯାଇଛି । କହିବାକୁ ଗଲେ ୩ ମହଲା ପର୍ଯ୍ୟନ୍ତ ଏହି ଅବଶେଷ ଜମିଛି…
Read More...

ପନ୍ତ ନା କାର୍ତ୍ତିକ କିଏ ହେବେ ଆଉଟ? ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ୧୧

କନକ ବ୍ୟୁରୋ: ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ ହେବାକୁ ଯାଉଛି । ୭ଟା ୩୦ରେ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଆଉ ପାକିସ୍ତାନ । ତେବେ ଏହି ମ୍ୟାଚ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ମୈଦାନକୁ ଓହ୍ଲାଇବ ସେହିପରି ପାକିସ୍ତାନ…
Read More...

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର ! ଜାଣନ୍ତୁ କେବେ ହେବ ନିର୍ବାଚନ

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ତାରିଖ ସ୍ଥିର କରିବାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସୂତ୍ର ସୂଚନା ମୁତାବକ ବୈଠକରେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଅକ୍ଟୋବର ୧୯ ରେ ଭୋଟ ଗଣତି ହେବ ବୋଲି…
Read More...

ମାଟିରେ ମିଶିଲା ଟ୍ୱିନ୍ ଟାୱାର, ଜାଣନ୍ତୁ କେବେ ଘରକୁ ଫେରିବେ ଆଖପାଖ ଲୋକ

କନକ ବ୍ୟୁରୋ : ନୋଏଡା ସେକ୍ଟ ୯୩(ଏ)ରେ ଥିବା ବେଆଇନ ଟ୍ୱିନ୍ ଟାୱାରକୁ ଆଜି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଧ୍ୱଂସ କରିଦିଆଯାଇଛି । ହେଲେ ଟାୱାରକୁ ଧ୍ୱଂସ କରିବା ପୂର୍ବରୁ ଟ୍ୱାୱାର ନିକଟବର୍ତ୍ତୀ ଅଞ୍ଚରେ ଥିବା ଲୋକମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଦୂରେଇ ଦିଆଯାଇଥିଲା । ହେଲେ ଏବେ ନୋଏଡା କି…
Read More...

ଭାରତ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚରେ ‘କଳା ବ୍ୟାଚ୍’ ପିନ୍ଧି ଖେଳିବ ପାକିସ୍ତାନ । ଜାଣନ୍ତୁ, ଏହା ପଛର କାରଣ…

କନକ ବ୍ୟୁରୋ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ୨୦୨୨ର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଏହି ମ୍ୟାଚରେ ମୁହାଁମୁହିଁ ହେବେ । ୟୁଏଇର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ସାଢେ ୭ଟାରେ ଖେଳାଯିବ । ତେବେ ଭାରତ ବିପକ୍ଷ…
Read More...

ସଙ୍କଟ ଭିତରେ ଝାଡଖଣ୍ଡ ରାଜନୀତି । ବିଧାୟକଙ୍କ ସହ ନୌକାବିହାର କରୁଥିବା ନଜର ଆସିଲେ ହେମନ୍ତ ସୋରେନ୍ ।

କନକ ବ୍ୟୁରୋ: ସଙ୍କଟ ଭିତରେ ଝାଡ଼ଖଣ୍ଡ ରାଜନୀତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମେଣ୍ଟ ସରକାରର ବିଧାୟକଙ୍କୁ ନେଇ ଫୁରସତର ସମୟ କାଟୁଥିବା ଭିଡିଓ ଏବେ ବେଶ ଭାଇରାଲ ହେଉଛି । ଶନିବାର ବିଧାୟକଙ୍କୁ ନେଇ ତିନୋଟି ବସ ସହ ଖୁଣ୍ଟି ଜିଲ୍ଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ସୋରେନ ।…
Read More...

ମାଟିରେ ମିଶିଲା ବିରାଟକାୟ ଅଟ୍ଟାଳିକା ଟ୍ୱିନ୍ ଟାୱାର, ଭୟାନକ ଶବ୍ଦ ସହ ଧୂଆଁମୟ ଆକାଶ

କନକ ବ୍ୟୁରୋ : ନୋଏଡା ସେକ୍ଟର ୯୩(ଏ)ରେ ଥିବା ବିଶାଳକାୟ ଟ୍ୱିନ୍ ଟାୱାରଙ୍କୁ ଧ୍ୱଂସ କରିଦିଆଯାଇଛି । ୩୭୦୦ କିଲୋଗ୍ରାମ ବିସ୍ଫୋଟକ ବ୍ୟବହାର କରି ଏହି ଟାୱାରକୁ ଧ୍ୱଂସ କରିଛି ନୋଏଡା ପ୍ରଶାସନ । କୁହାଯାଉଛି କି ଏହି ଟାୱାରକୁ ଧ୍ୱଂସ କରିବାକୁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି…
Read More...