Browsing Category

ସ୍ପେଶାଲ୍ ରିପୋର୍ଟ

କରୋନାର ଆତଙ୍କରେ ଜାପାନ ବାସୀ : ଭାଇରସ୍ ରୁ ଦୂରେଇ ରହିବା ପାଇଁ ଜାହାଜରେ କଏଦ୍ ହେଲେ ସାଢେ ୩ ହଜାର ଲୋକ ।

ସାରା ଦେଶରେ କୋକୁଆ ଭୟ ସୃଷ୍ଟି କରୁଛି କରୋନା । ସେଥିପାଇଁ ଦେଶରେ ଆଡଭାଇଜରି ଜାରି କରାଯାଇଛି । କରୋନା ଆକ୍ରାନ୍ତ ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଭାଇରସକୁ ନଜରରେ ରଖି ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । କରୋନା ସଂକ୍ରମଣରୁ ରକ୍ଷା କରିବା…
Read More...

ମନ ଜିଣୁଛନ୍ତି ଜୁସ୍ ଦୋକାନୀ : ଗ୍ରାହକଙ୍କୁ ପ୍ଲାଷ୍ଟିକ୍ ବଦଳରେ ଫଳ ଖୋଳରେ ଦେଉଛନ୍ତି ଜୁସ୍ , ପରିବେଶ ପାଇଁ…

ନିତିଦିନିଆ ଜୀବନରେ ପ୍ଲାଷ୍ଟିକ୍ ଏକ ଏଭଳି ପଦାର୍ଥ ହୋଇଯାଇଛି ଯେ ପ୍ରତି କ୍ଷେତ୍ରରେ ଆମକୁ ପ୍ଲାଷ୍ଟିକର ବ୍ୟବହାର କରିବାକୁ ହିଁ ପଡୁଛି । ଶରୀର ପ୍ରତି ହାନିକାରକ ଜାଣି ବି ଆମେ ପ୍ଲାଷ୍ଟିକର ସଂସ୍ପର୍ଶରେ ଆସିଥାଉ । ପ୍ଲାଷ୍ଟିକର ବ୍ୟବହାର ବଢିବା କାରଣରୁ ପରିବେଶ ଦୂଷିତ ହେବା ସହିତ ଲୋକମାନେ…
Read More...

ଗୋଲାପ ଦିବସର ଅଭିନନ୍ଦନ : ହଳଦିଆ , କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆଜି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍…

ଆଜି ଠାରୁ ଆରମ୍ଭ ହୋଇଯାଇଛି ପ୍ରେମୀଯୁଗଳଙ୍କ ପାଇଁ ପ୍ରେମ ସପ୍ତାହ । ଫେବୃଆରୀ ୭ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ଆଗାମୀ ୧୪ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ୍ ଡେ’ ବା ଗୋଲାପ ଦିବସ । କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ ।…
Read More...

ଇଚ୍ଛାଶକ୍ତି ଆଗରେ ଫିକା ପଡିଲା ବୟସ : ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇ ଚର୍ଚ୍ଚା ସାଉଁଟିଲେ କେରଳର ଭାଗିରଥି…

ପାଠ ପଢିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ । ଯଦି ମନରେ ଦୃଢ ଇଚ୍ଛାଶକ୍ତି ଥାଏ ତାହାଲେ ଯେକୌଣସି ବୟସରେ ବି ଜଣେ ନିଜ ଶିକ୍ଷାକୁ ପୂରଣ କରିପାରିବ । ଏଭଳି କରି ସାରା ଦେଶ ପାଇଁ ପ୍ରେରଣା ପାଲଟିଛନ୍ତି କେରଳର ଭାଗିରଥି ଆମ୍ମା । ପାଠପଢା ପ୍ରତି ଥିବା ନିଜ ଇଚ୍ଛାକୁ ସେ ୧୦୫ ବର୍ଷ…
Read More...

ଆବର୍ଜନାରୁ ସୃଜନ : ୨୨ ବର୍ଷୀୟ ଯୁବକଙ୍କ ଚମତ୍କାରିତା , ଇ-ଆବର୍ଜନାରୁ ଡ୍ରୋନ୍ ପ୍ରସ୍ତୁତ କରି ଚର୍ଚ୍ଚା ସାଉଁଟିଲେ…

ବୁଦ୍ଧି ଥିଲେ ସବୁକାମ ସଫଳ ହୋଇଥାଏ । କିଛି ନୂତନ କରିବାର ପ୍ରୟାସ ହିଁ ମନୁଷ୍ୟକୁ ସଫଳତାର ପାହାଚରେ ପହଞ୍ଚାଇଥାଏ । ଏହିପରି ୨୨ ବର୍ଷୀୟ ଜଣେ ବାଳକ ଭାରତର ନାଁ ସାରା ବିଶ୍ୱରେ ଚମକାଇଛନ୍ତି । କର୍ଣ୍ଣାଟକର ଏନଏମ ପ୍ରତାପ ଇ-ଅଳିଆ ସାହାର୍ଯ୍ୟରେ ଡ୍ରୋନ ପ୍ରସ୍ତୁତ କରିଛନ୍ତି । ଏହି ଡ୍ରୋନ…
Read More...

ଭାଇରସ୍ କୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୁଣ୍ଡ ନେଲା କରୋନା : ଆଖିବୁଜିଲେ କରୋନା ଭାଇରସ୍ କୁ ଲୋକଲୋଚନକୁ ଆଣିଥିବା…

କରୋନା ଭୂତାଣୁ ସଂପର୍କରେ ଚୀନ ସରକାରଙ୍କୁ ଚେତାବନୀ ଦେଇଥିବା ଡାକ୍ତର ଙ୍କ ମୃତ୍ୟୁ । ଜୀବନ ସହ ସଂଗ୍ରାମ କରି ଶେଷରେ ଗୁରୁବାର ମୃତ୍ୟୁବରଣ କରିଛନ୍ତି ଡାକ୍ତର ଲି ୱେନଲିୟାଙ୍ଗ। ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର…
Read More...

ଧୋନୀଙ୍କ ନିଆରା ଅନ୍ଦାଜ । ଗୁପଚୁପ୍ ତିଆରି କରି ସାଥୀ ଖେଳାଳୀଙ୍କୁ ଖୁଆଇଲେ, ସମୁଦ୍ର କୂଳରେ ଭଲିବଲ୍ ଖେଳିଲେ ।

କନକ ବ୍ୟୁରୋ : ଧୋନୀ ବନିଲେ ଗୁପଚୁପ୍ ବିକାଳୀ ? ନିଜର ନିଆରା ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମାହିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏକ ନୂଆ ଷ୍ଟାଇଲରେ ନଜର ଆସିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହି ଭିଡିଓରେ…
Read More...

‘ଝାଡୁ’ ଧରି ଦିଲ୍ଲୀ ଦରବାରରେ ଝଡ ସୃଷ୍ଟି କରିଥିବା କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ । କେମିତି ମୋଦି…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ନାଁ ଏବେ ଘରେ ଘରେ ପରିଚିତ । ତେବେ ଏହି ନାଁକୁ ନେଇ ସେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଯେତେବେଳେ ସମାଜସେବୀ ଆନ୍ନା ହଜାରେ ଭ୍ରଷ୍ଟାଚାର ବିରୋଧରେ ଲୋକପାଳ ବିଲ ଆଗତ ପାଇଁ ଆନ୍ଦୋଳନ କରିଥିଲେ । ଆନ୍ନା ହଜାରେଙ୍କ ସହ…
Read More...

କଟକର ଗବର ଚା’ । ଚାକିରି ଛାଡି ରେଭେନ୍ସା ପାସଆଉଟ ଛାତ୍ର ଖୋଲିଛନ୍ତି ଚା’ ଦୋକାନ, ସକାଳୁ ସନ୍ଧ୍ୟା ଜମୁଛି ଭିଡ ।…

କନକ ବ୍ୟୁରୋ : ଟେକ୍ନିକାଲ ପାଠ ପଢୁଆଙ୍କ ନନଟେକ୍ନିକାଲ ବୃତ୍ତି । ଆଉ ଏହି ବୃତ୍ତିକୁ ନେଇ ଆଶାବାଦୀ ଯୁବକ ଜଣଙ୍କ । ଆମେ ଏଠି କହୁଛୁ କଟକ ସହର ମହାନଦୀ ବିହାର ଅଞ୍ଚଳର ଯୁବକ ରଂଜନ ଓ ତାଙ୍କ ଚାହା ଷ୍ଟଲ ‘ଗବର ଚାଇ’ର କଥା । ହିଟ ଚାମ୍ବରରୁ ବାହାରୁଛି ଚା’ । ମାଟି ପାତ୍ରରେ ପରସା ଯାଉଛି ।…
Read More...

ଜୀବନର ଶେଷ ସମୟରେ ପ୍ରେମର ବିଦାୟ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ହୃଦୟ ବିଦାରକ ଦୃଶ୍ୟ , କରୋନା କୋପରେ କବଳିତ…

ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ । ଏ ପର୍ଯ୍ୟନ୍ତ ୨୫ ଟି ଦେଶ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଭିଡିଓରେ ଏକ ବୃଦ୍ଧ ଦମ୍ପତୀଙ୍କୁ ଦେଖିବାକୁ ମିଳିଛି । ବୟସ ପାଖାପାଖି ୮୦ ହେବ । ଦୁହେଁ କରୋନାରେ ଆକ୍ରାନ୍ତ…
Read More...