Browsing Category

ସ୍ପେଶାଲ୍ ରିପୋର୍ଟ

ସାଧାରଣ ମୁଣ୍ଡବ୍ୟଥା ଭାବି ୧୪ ବର୍ଷ ଧରି ଯୁବକ ଖାଉଥିଲେ ଔଷଧ , ସେପଟେ ମସ୍ତିଷ୍କରେ ଘର କରି ସାରିଥିଲେ ପୋକ। ଡାକ୍ତର…

ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟରେ ଅନିୟମିତତା କାରଣରୁ ଅନେକ ସମୟରେ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦେଇଥାଏ । କିଛି ଲୋକଙ୍କ ଠାରେ ଏହା ନିତିଦିନିଆ ଅସୁବିଧାର କାରଣ ପାଲଟିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଔଷଧ ସେବନ କରିଥାଆନ୍ତି ଓ ଏହା ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଯାଏ । କିନ୍ତୁ…
Read More...

କ୍ୟାନସର ସହ ଲଢିବାକୁ ଅଣ୍ଟା ଭିଡିଛି ଓଡି଼ଶା । ବାରଙ୍ଗ ପରେ ବରଗଡରେ ହେବ ଡାକ୍ତରଖାନା । ମୁକାବିଲା ପାଇଁ କେତେ…

କ୍ୟାନସର ବା କର୍କଟ । ଏହି ନାଁ ଶୁଣିଲେ ମନରେ ଛନକା ପଶିଯାଏ । ସାରା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ବଡ କାରଣ ହେଉଛି ଏହି ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ କହୁଛି, ୨୦୧୮ରେ ୯୬ ଲକ୍ଷରୁ ଅଧିକ ମାରାତ୍ମକ କର୍କଟ ରୋଗର ଶିକାର ହୋଇଥିଲେ । ବିଶ୍ୱରେ ପ୍ରତି ୬ ଜଣରେ ଜଣେ କ୍ୟାନସରରେ…
Read More...

ସୋସିଆଲ୍ ମିଡିଆରେ ଉଡିଲା ଗୁଜବ : ଡେଟଲ୍ ଲିକ୍ୱିଡ୍ ବ୍ୟବହାର କଲେ ଆକ୍ରାନ୍ତ କରିବନି କରୋନା ଭାଇରସ୍ ! କମ୍ପାନୀ ଦେଲା…

ଚୀନରେ ଭୟଙ୍କର ରୁପ ଧାରଣ କଲାଣି କରୋନା ଭାଇରସ । ଏହି ଭୟାବହ ଭୂତାଣୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୬୦ ରେ ପହଞ୍ଚିଛି । ପ୍ରାୟ ୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗ ଜନକ ରହିଛି । ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ରଖାଯାଇଛି । ବିଶ୍ୱବ୍ୟାପୀ ୧୮ ହଜାର ଲୋକ…
Read More...

କିନ୍ନର କଲେ ଶିବତାଣ୍ଡବ : ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ କିନ୍ନର ଅନୁଷ୍କା ,…

ତାରିଖ ପରେ ତାରିଖ ବଦଳୁଛି , ନ୍ୟାୟ ପାଇଁ ବର୍ଷ ବର୍ଷ ଗଡିଚାଲିଛି । ୧୬ ଡିସେମ୍ବର ୨୦୧୨ ରୁ ୩ ଫେବୃୟାରି ୨୦୨୦ । ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ସୈତାନଙ୍କୁ ଫାଶୀ ମିଳିବାକୁ ୭ ବର୍ଷ ବିତିସାରିଲାଣି । ହେଲେ ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର । ଦୋଷୀମାନେ ଆଇନ ଗଳାବାଟ ଦେଇ…
Read More...

ଅନ୍ତଃବସ୍ତ୍ରରେ ମୋବାଇଲ୍ , ଟୋପିରେ ବ୍ଲୁଟୁଥ୍ ଲୁଚାଇ ପରୀକ୍ଷାକେନ୍ଦ୍ରରେ କପି କରୁଥିଲା ପରୀକ୍ଷାର୍ଥୀ : ଥାନାକୁ…

ବିହାରରେ ପୋଲିସ୍ କନେଷ୍ଟବଳ , ଡ୍ରାଇଭର୍ ର ଲିଖିତ ପରୀକ୍ଷା ସମୟରେ ଅଜବ ଉପାୟରେ କପି କରିବାର ମାମଲା ସାମ୍ନାକୁ ଆସିଛି । ପରୀକ୍ଷାକେନ୍ଦ୍ରରେ ବସିଥିବା ଜଣେ ପରୀକ୍ଷାର୍ଥୀ ନିଜ ଅନ୍ତଃବସ୍ତ୍ରରେ ମୋବାଇଲ୍ ଏବଂ ଟୋପି ଭିତରେ ବ୍ଲୁଟୁଥ୍ ଲୁଚାଇ ରଖିଥିଲେ । ପରୀକ୍ଷା କେନ୍ଦ୍ର ଇଲେକ୍ଟ୍ରୋନିକ୍…
Read More...

କିଏ କଲା ନମସ୍କାର , କିଏ କଲା ସଲାମ୍ : ଅପରେସନ୍ ବୁହାନ ମାଧ୍ୟମରେ ଚୀନ୍ ରୁ ଦିଲ୍ଲୀ ଫେରିଥିବା ଭାରତୀୟଙ୍କ ମୁହଁରେ…

ଜାନୁଆରୀ ୩୧ ରୁ ଫେବୃୟାରୀ ୨ ଭିତରେ ଦିଲ୍ଲୀରୁ ୨ ଟି ଏୟାର ଇଣ୍ଡିଆ ବିମାନ ବୁହାନ ଅଭିମୁଖେ ବାହାରି ଥିଲା । ଯେଉଁଥିରେ ୬୪୭ ଜଣ ଭାରତୀୟଙ୍କୁ ଦିଲ୍ଲୀ ଅଣାଗଲା । ତିନି ଦିନର ଏହି ଅପରେସନ୍ ପାଇଁ ୭୮ ଜଣ ଷ୍ଟାଫ୍ ଥିବା ଏକ ଟିମ୍ କୁ କାର୍ଯ୍ୟରେ ଲଗାଯାଇଥିଲା । ଯେଉଁଥିରେ ୬୮ ଜଣ ଏୟାର…
Read More...

କରୋନା ଭାଇରସ୍ ପାଇଁ ଅଣ୍ଟା ସଳଖିଲା ଚୀନ୍ : ୨୦୦ ମେସିନ୍ ଏବଂ ୫୦୦ ଶ୍ରମିକଙ୍କୁ ନେଇ ଯୁଦ୍ଧକାଳୀନ ଭିତରେ ସପ୍ତାହକ…

କରୋନା ଭାଇରସ୍ କୁ ନେଇ ସାରା ଦୁନିଆରେ କୋକୁଆ ଭୟ ଲାଗିରହିଛି । ଭାଇରସ୍ କୁ ନେଇ ବିଭିନ୍ନ ପ୍ରକାର ସତର୍କ ସୂଚନା ଦିଆଯାଇଛି । ଏହି ଭୟଙ୍କର ଭାଇରସ୍ ବ୍ୟାପିଥିବା ଦେଶ ଚୀନ୍ ରେ ଏ ପର୍ଯ୍ୟନ୍ତ ୩୬୦ ଜଣ ଲୋକ ମୃତ୍ୟୁ ହୋଇଗଲାଣି । ଭାଇରସ୍ ପାଇଁ ଚୀନ୍ ରେ ସତର୍କ ଘଣ୍ଟି ଘୋଷଣା କରାଯିବା ସହ…
Read More...

ଏଣିକି ଅନଲାଇନରେ ମିଳିବ ମଦ ! ଆପଣଙ୍କ ଘରେ ଆଣି ମଦ ପହଞ୍ଚାଇଦେବେ ଡେଲିଭରି ବୟ । ଜାଣନ୍ତୁ କେଉଁଠି ହେବାକୁ ଯାଉଛି…

କନକ ବ୍ୟୁରୋ : ସ୍ମାର୍ଟଯୁଗରେ ସବୁକିଛି ସ୍ମାର୍ଟ ଭାବେ ଚାଲିଛି । ଲୋକମାନେ ବଜାରକୁ ଯାଇ ଜିନିଷ କିଣିବା ପରିବର୍ତେ ଅଧିକାଂଶ ସାମଗ୍ରୀ ଅନଲାଇନରୁ ହିଁ କିଣୁଛନ୍ତି । କାରଣ ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିନଥାଏ । ଡେଲିଭରି ବୟ ଆସି ଆପଣଙ୍କ ଘରେ ସାମଗ୍ରୀ ଦେଇ ଯାଇଥାନ୍ତି । ତେବେ…
Read More...

‘ଓଡ଼ିଆ’କୁ ଯଦି ଓଡ଼ିଶାରେ ସମ୍ମାନ ମିଳିବନି, ତାହେଲେ ମିଳିବ କେଉଁଠି? କୁଆଡେ ଯାଉଛି ଆମ ଓଡ଼ିଆ ଭାଷା?

ଆଜିର ଦିନରେ ଯେଉଁମାନେ ଓଡ଼ିଆ ଭାଷାରେ ସାମ୍ବାଦିକତା କରୁଛନ୍ତି, ସେମାନେ ଓଡ଼ିଆ ଭାଷାକୁ ଧନ୍ୟବାଦ ଦେବା ନିହାତି ଜରୁରୀ । ଓଡ଼ିଆ ଭାଷା ଜାଣିଥିବାରୁ ଅର୍ଥାତ୍ ଓଡ଼ିଆ ଭାଷାରେ ଲେଖି ଜାଣିଥିବାରୁ ଆଜି ଟେଲିଭିଜନ କିମ୍ବା ଖବରକାଗଜରେ ସାମ୍ବାଦିକତା କରି ଜୀବିକା ନିର୍ବାହ କରିପାରୁଛନ୍ତି । କିନ୍ତୁ…
Read More...

ଭୋକରୁ ଭକ୍ତି ! ଭଗବାନ ସିନା ଆଖି ନେଇଗଲେ, ହେଲେ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ପାଇଁ ହାତପାତି ମନ୍ଦିର ତିଆରି କଲେ…

କନକ ବ୍ୟୁରୋ : ଦୃଷ୍ଟିଶକ୍ତି ନାହିଁ ତଥାପି ଜୀବନରେ ହାର ମାନି ନାହାନ୍ତି । ଦୃଷ୍ଟି ଶକ୍ତି ହରାଇ ଥିବା ଲୋକକୁ କାମ କିଏ ଅବା ଦବ । ତଥାପି ଭାଙ୍ଗିପଡ଼ିନାହାନ୍ତି କୈଳାଶ । ପ୍ରତିଦିନ ଭିକ୍ଷା ମାଗି ଚଳନ୍ତି । ଏହି ଭିକ୍ଷା ମଗା ଟଙ୍କାରେ ନିଜେ ଚଳିବା ସହ ଗାଁରେ ଗଢ଼ିଛନ୍ତି ତ୍ରିନାଥ ମନ୍ଦିର ।…
Read More...