Browsing Category

ସ୍ପେଶାଲ୍ ରିପୋର୍ଟ

ଚୀନ୍ କୁ ଚୁପ୍ କରିଛି କରୋନା ଭାଇରସ୍ : ୨୧.୫ ମିଲିୟନ୍ ଲୋକ ରହୁଥିବା ସଡ଼କରେ ବୁଲୁଛନ୍ତି ଭୁତ , ଯାଞ୍ଚ୍ ପାଇଁ ଲୋକଙ୍କୁ…

ଚୀନ୍ କୁ ଚୁପ୍ କରିଦେଇଛି କରୋନା ଭାଇରସ୍ । ଭୟଙ୍କର ଭୁତାଣୁର ମୃତ୍ୟୁ ତାଣ୍ଡବ ୮୦୦ ଲୋକଙ୍କ ଜୀବନ ନେଇଗଲାଣି ଆହୁରି ହଜାରରୁ ଅଧିକ ଲୋକ ଭୁତାଣୁ ସଂସ୍ପର୍ଶରେ ଆସିଛନ୍ତିି । ଭାଇରସ୍ କୁ ଘଉଡାଇବା ପାଇଁ ସରକାରଙ୍କୁ ଏବେ କ୍ରୁରତାର ମାର୍ଗ ଆପଣାଇବାକୁ ପଡୁଛି । ସଂନ୍ଦିଗ୍ଧଙ୍କ ଯାଞ୍ଚ୍ କରିବା…
Read More...

ଘର ଭିତରେ ୫୦ କି.ମି.ର ଦୌଡ଼ ! ଭୁତାଣୁ ପାଇଁ ଘରୁ ବାହାରି ପାରିଲେନି ଧାବକ , ଘର ଭିତରେ ହିଁ ୫୦ କିଲୋମିଟରର ଦୌଡ ଲଗାଇ…

ଚିନ୍ତା ବଢ଼ାଉଛି କରୋନା । ଯାହା ଏକ ମହାମାରୀ ରୂପ ଧାରଣ କରିସାରିଲାଣି । ଏଥିରେ ସଂକ୍ରମିତ ମୃତକଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଚୀନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ପ୍ରଥମ ବିଦେଶୀ ନାଗରିକଙ୍କ ଜୀବନ ଯାଇଛି । ହଂକଂରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଚୀନରେ…
Read More...

ପ୍ରଥମେ ହତ୍ୟା ତା’ପରେ ଆତ୍ମହତ୍ୟା : ମହିଳା ଏସଆଇଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି କଲେ ସହକର୍ମୀ । ହତ୍ୟା କାରଣ…

ନିଜ ମହିଳା ସହକର୍ମୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବ ପୁଲିସ ସବ୍-ଇନ୍ସପେକ୍ଟର । ଉତ୍ତର-ପଶ୍ଚିମ ଦିଲ୍ଲୀର ରୋହିଣୀସ୍ଥିତ ମେଟ୍ରୋ ରେଳ ଷ୍ଟେସନ୍ ଅଞ୍ଚଳରେ ଦିଲ୍ଲୀ ପୁଲିସର ସବ୍-ଇନ୍ସପେକ୍ଟର ପ୍ରୀତି ଅହଲାୱତଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି ସହକର୍ମୀ…
Read More...

୧୦ ମିନିଟ୍ ରେ ବାହାଘର : ଡାକ୍ତରଙ୍କ ବିବାହ ସମୟକୁ କମାଇଦେଲା କରୋନା , ସ୍ୱଳ୍ପ ସମୟରେ ବାହାହେଲେ ଡାକ୍ତର ।

ଚୀନ୍ ରେ କାଳର ଖେଳ ଖେଳୁଛି କରୋନା ଭୁତାଣୁ । ୮୦୩ ଜଣଙ୍କ ମୁଣ୍ଡ ନେଇ ମଧ୍ୟ ଶାନ୍ତି ପଡିନି କରୋନା ଆହୁରି ହଜାରରୁ ଅଧିକ ଲୋକଙ୍କୁ ଜାବୁଡି ଧରିଛି ଏହି ଭୟଙ୍କର ଭୁତାଣୁ । ଜୀବନଘାତକ ଭୁତାଣୁକୁ ରୋକିବାକୁ ଲାଗିପଡିଛନ୍ତି ଗବେଷକ, ଡାକ୍ତର , ବୈଜ୍ଞାନିକ ସବୁ । ତେବେ ଏହି ସମୟରେ ସମୟକୁ ଖୁବ୍…
Read More...

ମାନବିକତା ଆଗରେ ଫିକା ପଡିଛି ବୟସ : ଭୋକିଲା ପେଟକୁ ଆହାର ଯୋଗାଇବା ପାଇଁ ଖୁବ୍ କସରତ କରନ୍ତି ଏହି ୯୦ ବର୍ଷର ବୃଦ୍ଧ ,…

ମୁହଁରେ ବୃଦ୍ଧାବସ୍ତାର କୁଞ୍ଚନ , ମୁଣ୍ଡରେ ପାଚିଲା ଚୁଟି, ଆଖିରେ ମୋଟା ଫ୍ରେମ୍ ର ଚଷମା ଏବଂ ଦୁର୍ବଳ ଦେଖାଯାଉଥିବା ଶରୀର ଏହା ହିଁ ହେଉଛି ୯୦ ବର୍ଷୀୟ ଡିନୋ ଇମ୍ପୋଗ୍ଲିୟାଜୋଙ୍କ ଶରୀରର ପରିଚୟ । ବୟସର ଏଭଳି ସମୟରେ ଅନ୍ୟମାନେ ଖଟିଆରେ ପଡିରହୁଥିବା ବେଳେ ହାତରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ…
Read More...

କରୋନା ସାଜିଲା କାଳନାଗୁଣୀ : ମା’ ଠାରୁ ଝିଅକୁ ଦୂର କରିଦେଲା କରୋନା , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ହୃଦୟସ୍ପର୍ଶୀ…

ଚୀନ୍ ରେ ଭୟଙ୍କର ମହାମାରୀର ତାଣ୍ଡବ ଖେଳାଇଛି କରୋନା ଭାଇରସ୍ । ଏବେ ପର୍ଯ୍ୟନ୍ତ ୮୦୩ ଜଣ ଲୋକ କାଳରେ କୋଳରେ ଶୋଇଗଲେଣି ଏବଂ ହଜାରରୁ ଅଧିକ ଲୋକ ପୀଡିତ ଅଛନ୍ତି । ଚୀନ୍ ରେ କରୋନା ଖାଲି ଲୋକଙ୍କ ଜୀବନ ନେଉନି, ଜିଇଁ ଥାଉ ଥାଉ ଲୋକଙ୍କ ସଂପର୍କକୁ ମଧ୍ୟ ମାରିଦେଉଛି ଏହି ଭାଇରସ୍ । ବାପାକୁ…
Read More...

ବାହାଘର ଆଗରୁ ବରଯାତ୍ରୀ ନେଇ ବୁଥକୁ ଆସିଲେ ବର । ରୋଷଣୀ କରି ଆସିଲେ, ସଚେତନ ନାଗରିକତାର ପରିଚୟ ଦେଇ ଭୋଟ୍ ଦେଲେ ।

କନକ ବ୍ୟୁରୋ : ଆଜି ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ହୋଇଥିଲା । ତେବେ ଏହି ମତଦାନ ପ୍ରକ୍ରିୟାରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ନିଜ ନିଜର ଅଧିକାର ସାବ୍ୟସ୍ତ କରିଥିବା ବେଳେ ବିବାହ କରିବାକୁ ଯାଉଥିବା ଜଣେ ବର ମତଦାନ କେନ୍ଦ୍ରରେ…
Read More...

ଟିଆରପି ଚିନ୍ତା କାହାର ଏବଂ କରୁଛି କିଏ ? ‘ଟିଆରପି’ର ଗୋଲକଧନ୍ଦା ଭିତରେ ସାମ୍ବାଦିକର କାହାଣୀ…

କନକ ବ୍ୟୁରୋ: ଆମ ଦେଶରେ ବିଶାରଦଙ୍କ ଉଣା ନାହିଁ । ଆପଣ ପ୍ରତି ଘରେ ଜଣେ ଜଣେ ବିଶାରଦଙ୍କୁ ପାଇବେ । କିଏ କ୍ରିକେଟରେ ପାରଙ୍ଗମ ତ’ ଆଉ କିଏ ଚିକିତ୍ସା ବିଜ୍ଞାନରେ । ବିରାଟ୍ କୋହଲି, ଏମିତି ସଟ୍ ମାରିବାର ନଥିଲା । ଟସ୍ ଜିତି ବ୍ୟାଟିଂ କାହିଁ ନେଉଥିଲା । ଏମିତି କିଏ କେଉଁ ଡାଉନ୍ରେ ଖେଳିବା…
Read More...

ପାଞ୍ଚ ଟଙ୍କାରେ କିଲେ ପରିବା : ଗୁଜୁରାଟର ରାଜକୋଟରେ କମିଲା ପରିବା ଦାମ୍ , ୨ ଟଙ୍କାରେ ବିକ୍ରି ହେଲା ଫୁଲକୋବି ଏବଂ…

ସାରା ଦେଶରେ ଯେଉଁଠି ପନିପରିବାର ଦରଦାମ୍ ଆକାଶଛୁଆଁ ହୋଇଛି । ଗୁଜୁରାଟର ରାଜକୋଟରେ ପରିବାର ଦାମ୍ ଖୁବ୍ କମ୍ ଥିବା ଜାଣିବାକୁ ମିଳିଛି । ଏଠାରେ ବନ୍ଧାକୋବି କିଲୋ ୨ ଟଙ୍କା ଥିବା ବେଳେ ଫୁଲକୋବିର ଦାମ୍ ମଧ୍ୟ ୨ ଟଙ୍କା ରହିଛି । ଟମାଟର ଦାମ୍ ଜାଣିଲେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ : ମତଦାନ କଲେ ବୟସ୍କା ଭୋଟର। ହ୍ୱିଲଚେୟାରରେ ଆସି ମତଦାନ ଦେଲେ ୧୧୦ ବର୍ଷର କଲିତାରା…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ଦିନ ୨ ଟା ସୁଦ୍ଧା ୨୮.୧୪ % ପ୍ରତିଶତ ମତଦାନ ହୋଇଛି । ମତଦାନ କେନ୍ଦ୍ର ଲୋକେ ଧାଡିରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ମତଦାନ ଚାଲିଥିବାବେଳେ ଦିଲ୍ଲୀର…
Read More...