Browsing Category

ସ୍ପେଶାଲ୍ ରିପୋର୍ଟ

‘ଝାଡୁ’ ଧରି ଦିଲ୍ଲୀ ଦରବାରରେ ଝଡ ସୃଷ୍ଟି କରିଥିବା କେଜ୍ରିୱାଲଙ୍କ ପଲିଟିକାଲ କାହାଣୀ । କେମିତି ମୋଦି…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ନାଁ ଏବେ ଘରେ ଘରେ ପରିଚିତ । ତେବେ ଏହି ନାଁକୁ ନେଇ ସେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଯେତେବେଳେ ସମାଜସେବୀ ଆନ୍ନା ହଜାରେ ଭ୍ରଷ୍ଟାଚାର ବିରୋଧରେ ଲୋକପାଳ ବିଲ ଆଗତ ପାଇଁ ଆନ୍ଦୋଳନ କରିଥିଲେ । ଆନ୍ନା ହଜାରେଙ୍କ ସହ…
Read More...

କଟକର ଗବର ଚା’ । ଚାକିରି ଛାଡି ରେଭେନ୍ସା ପାସଆଉଟ ଛାତ୍ର ଖୋଲିଛନ୍ତି ଚା’ ଦୋକାନ, ସକାଳୁ ସନ୍ଧ୍ୟା ଜମୁଛି ଭିଡ ।…

କନକ ବ୍ୟୁରୋ : ଟେକ୍ନିକାଲ ପାଠ ପଢୁଆଙ୍କ ନନଟେକ୍ନିକାଲ ବୃତ୍ତି । ଆଉ ଏହି ବୃତ୍ତିକୁ ନେଇ ଆଶାବାଦୀ ଯୁବକ ଜଣଙ୍କ । ଆମେ ଏଠି କହୁଛୁ କଟକ ସହର ମହାନଦୀ ବିହାର ଅଞ୍ଚଳର ଯୁବକ ରଂଜନ ଓ ତାଙ୍କ ଚାହା ଷ୍ଟଲ ‘ଗବର ଚାଇ’ର କଥା । ହିଟ ଚାମ୍ବରରୁ ବାହାରୁଛି ଚା’ । ମାଟି ପାତ୍ରରେ ପରସା ଯାଉଛି ।…
Read More...

ଜୀବନର ଶେଷ ସମୟରେ ପ୍ରେମର ବିଦାୟ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ହୃଦୟ ବିଦାରକ ଦୃଶ୍ୟ , କରୋନା କୋପରେ କବଳିତ…

ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ । ଏ ପର୍ଯ୍ୟନ୍ତ ୨୫ ଟି ଦେଶ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଭିଡିଓରେ ଏକ ବୃଦ୍ଧ ଦମ୍ପତୀଙ୍କୁ ଦେଖିବାକୁ ମିଳିଛି । ବୟସ ପାଖାପାଖି ୮୦ ହେବ । ଦୁହେଁ କରୋନାରେ ଆକ୍ରାନ୍ତ…
Read More...

ଖାକି ବର୍ଦ୍ଦିକୁ ସଲାମ୍ : ଲଗାଣ ବର୍ଷାରେ ଟ୍ରାଫିକ୍ ପୋଷ୍ଟରେ ଛିଡ଼ାହୋଇ କର୍ତ୍ତବ୍ୟ କଲେ ହୋମଗାର୍ଡ଼ ଏସ. ଚନ୍ଦ୍ରଶେଖର,…

କନକ ବ୍ୟୁରୋ : ଖାକି ବର୍ଦ୍ଦିକୁ ସଲାମ୍ । ପୋଲିସବାବୁଙ୍କ କର୍ତ୍ତବ୍ୟନିଷ୍ଠାକୁ ସଲାମ୍  । କର୍ତ୍ତବ୍ୟ ଆଗ, ବ୍ୟକ୍ତିଗତ ସୁବିଧା ସୁଯୋଗ ପଛ । ଲଗାଣ ବର୍ଷାରେ ବି ନିଜର କର୍ତ୍ତବ୍ୟକୁ ନଭୁଲି ସୁଚାରୁରୂପେ ନିଭାଇଛନ୍ତି ହୋମଗାର୍ଡ଼ ଏସ ଚନ୍ଦ୍ରଶେଖର । ଓଡ଼ିଶାରେ ବର୍ତ୍ତମାନ ପାଗ ବଦଳିବା ହେତୁ…
Read More...

ସମ୍ଭଲରେ ନିଆରା ବିବାହ : ତ୍ରିରଙ୍ଗାର ତିନି ରଙ୍ଗରେ ରଙ୍ଗେଇ ହେଲେ ବରବଧୂ, ଶାହାନାଇ ସଙ୍ଗେ ବାଜିଲା ଦେଶାତ୍ମବୋଧକ ଗୀତ

କନକ ବ୍ୟୁରୋ : ବର-ବଧୂ କିମ୍ବା ସେମାନଙ୍କ ପିତା-ମାତା ବିବାହ ଉତ୍ସବକୁ ନିଆରା କରିବା ଉଦ୍ଦ୍ୟଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିବାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ । ସେହିଭଳି ଆଉ ଏକ ନିଆରା ବିବାହ ନିକଟରେ ଉତ୍ତର ପ୍ରଦେଶର ସମ୍ଭଲରେ ଦେଖିବାକୁ ମିଳିଥିଲା ।…
Read More...

ସଚେତନ କରାଉଛି ଡ୍ରୋନ୍ : ଚୀନ୍ ରେ ମାସ୍କ୍ ପିନ୍ଧିନଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଧରୁଛି ଡ୍ରୋନ୍ , ମାସ୍କ୍ ପିନ୍ଧି…

ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସକୁ ନେଇ ସମଗ୍ର ଭାରତରେ କୋକୁଆ ଭୟ ଖେଳିଯାଇଛି । କରୋନା ଭାଇଲସ ସହିତ ଲଢିବା ପାଇଁ ବୈଜ୍ଞାନିକମାନେ ମଧ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଚୀନ ଛଡା ବିଶ୍ୱର ୨୬ଟି ଦେଶରେ ଏହି ଭୂତାଣୁରେ…
Read More...

ଭାରତର ଏହି ଶସ୍ତ୍ର ଆଗରେ ମୁଣ୍ଡ ନୁଆଁଇବେ ଶତ୍ରୁଦେଶ : ଯାହାର ଗୋଟିଏ ଲକ୍ଷ୍ୟରେ ଥରହର ହୋଇଉଠିବେ ଶତ୍ରୁଦେଶ ।

ଭାରତ ସଶସ୍ତ୍ର ବଳର ଅଧିକାରୀ । ଭାରତର ଶସ୍ତ୍ର ସେନାରେ ତିନୋଟି ପ୍ରମୁଖ ବିଭାଗ ରହିଛି । ଯଥା- ଭାରତୀୟ ଜଳସେନା, ସ୍ଥଳସେନା , ବାୟୁସେନା ଓ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ । ପାକିସ୍ତାନ ଓ ଚୀନ ଭଳି ଦେଶ ସହିତ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଭାରତ…
Read More...

ଚୀନ୍ ସହ ସଙ୍ଗାତ ବସିବ ବୋଲି ନିଜ ନାଗରିକଙ୍କ ଶତ୍ରୁ ସାଜୁଛି ପାକିସ୍ତାନ : ଚୀନ୍ ରେ ଫସିଥିବା ପାକିସ୍ତାନ ନାଗରିକ…

ଚୀନ୍ ର ବୁହାନରେ କରୋନା ଭାଇରସ୍ ଆତଙ୍କରେ ଭୟଭିତ ଲୋକ । ଏପର୍ଯ୍ୟନ୍ତ ୪୨୫ ଜଣଙ୍କ ମୁଣ୍ଡ ଗଡାଇଥିବା ଏହି ଭାଇରସ୍ ଆହୁରି ୨୦ ହଜାର ଲୋକଙ୍କୁ ନିଜ ଆକ୍ରୋଶରେ ଜାବୁଡି ଧରି ରଖିଛି । ଯିଏ ଭାଇରସ୍ ରେ ଆକ୍ରାନ୍ତ ହୋଇନାହାନ୍ତି ସେମ।।ନ ନିଜ ଜୀବନ ବଂଚାଇ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି ।…
Read More...

ପ୍ରଦର୍ଶନ କରୁ କରୁ ଚାଲିଗଲା ପୁତ୍ର ଜୀବନ : ହାଡଭଙ୍ଗା ଶୀତରେ ୪ ମାସର ପୁଅକୁ ଧରି ପ୍ରଦର୍ଶନ କରୁଥିଲା ମା’ , ଥଣ୍ଡାର…

ଶାହିନ୍ ବାଗ୍ ପ୍ରଦର୍ଶନରେ ସାମିଲ୍ ହେବା ପାଇଁ ୪ ମାସର ଶିଶୁ ମହମ୍ମଦ ଜହାନ୍ କୁ ମା’ ପ୍ରତିଦିନ ପ୍ରଦର୍ଶନକୁ ନେଇ ଯାଉଥିଲେ । ଛୋଟ ଶିଶୁଟିକୁ ପ୍ରଦର୍ଶନକାରୀମାନେ ଖୁବ୍ ଭଲ ପାଉଥିଲେ । ଗାଲରେ ତ୍ରିରଙ୍ଗା କରିବା ସହ ସମସ୍ତେ କୋଳରେ ବସାଇ ଶିଶୁଟିକୁ ଗେଲ କରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ…
Read More...

ଆଜି ବିଶ୍ୱ କର୍କଟ ଦିବସ : ପ୍ରତିବର୍ଷ କମିବା ବଦଳରେ ବଢିଚାଲୁଛି ରୋଗୀଙ୍କ ସଂଖ୍ୟା , କ’ଣ ଏହି ରୋଗର କାରଣ ଏବଂ କିପରି…

ସାରା ଦୁନିଆରେ ପ୍ରତିବର୍ଷ ଫେବୃୟାରୀ ୪ କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କ୍ୟାନସରଏକ ବହୁତ ଘାତକ ରୋଗ । ଏହି ରୋଗ ବ୍ୟକ୍ତିଙ୍କୁ ଧିରେ ଧିରେ ମୃତ୍ୟୁ ମୁଖକୁ ନେଇଯାଏ । ଅସ୍ୱାସ୍ଥ୍ୟକର ଓ ଅସାବଧାନ ଜୀବନଶୈଳୀ ଏହି ପ୍ରାଣଘାତକ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ । ଅନେକ ଅଧ୍ୟୟନରୁ…
Read More...