Browsing Category

ସ୍ପେଶାଲ୍ ରିପୋର୍ଟ

କେରଳ ଯୁବକଙ୍କୁ କାବୁ କରିପାରିଲାନି କରୋନା ! ଦ୍ରୁତ ଗତିରେ ସୁସ୍ଥ ହେଉଥିବା ଆସିଲା ରିପୋର୍ଟ , ୟୁଆଇବିର ଅନ୍ତିମ…

ଚୀନ୍ ରେ ୯୦୦ ଲୋକଙ୍କୁ ମାରିଦେଲାଣି ଭୟଙ୍କର ମହାମାରୀ କରୋନା । ବୈଜ୍ଞାନିକମାନେ ଦିନ ରାତି ଅନିଦ୍ରା ରହି ଏହି ଭାଇରସ୍ କୁ କାବୁ କରିବା ପାଇଁ ବିଭିନ୍ନ ଗବେଷଣା ଚଲାଇଥିଲେ ମଧ୍ୟ ଏହାର ସମାଧାନର ବାଟ କେହି ଖୋଜି ପାଉନାହାନ୍ତି । କିନ୍ତୁ ଭାରତରେ ଏହି ଭାଇରସ୍ ସଙ୍ଗେ ଲଢି ଜିତିବାର ସମ୍ଭାବନା…
Read More...

ସହିଦ୍ ଯବାନଙ୍କୁ ଅନ୍ତିମ ବିଦାୟ : ଗତକାଲି କୋବ୍ରା ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ନିପାତ ହୋଇଥିଲା ଜଣେ…

ଛତିଶଗଡ ବିଜାପୁର ଜିଲ୍ଲାର ଇରାପଲ୍ଲୀ ଗାଁରେ ନକ୍ସଲ ଏବଂ କୋବ୍ରା ଯବାନଙ୍କ ମଧ୍ୟରେ ଗତକାଲି ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ୍ ହୋଇଥିଲେ । ଆଜି ସହିଦ୍ ଯବାନଙ୍କୁ ରାୟପୁରଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସହିଦ ହୋଇଥିବା ଦୁଇ ଯବାନ ହେଲେ କନେଷ୍ଟବଳ ବିକାଶ କୁମାର ଓ…
Read More...

ଅଦ୍ଭୁତ ତୁମେ ଅଭୟ ସାର୍…ନିଜେ ଅନ୍ଧାରରେ ଥାଇ ବୁଣୁଛନ୍ତି ଶିକ୍ଷାର ଆଲୋକ । ଦୀର୍ଘ ୫୦ ବର୍ଷ ହେଲା ଶିକ୍ଷାଦାନ…

କନକ ବ୍ୟୁରୋ : ଦୃଷ୍ଟି ଶକ୍ତି ନାହିଁ, ତଥାପି ସେ ଜଣେ ଦକ୍ଷ ଶିକ୍ଷକ । ଦୀର୍ଘ ୫୦ ବର୍ଷ ଧରି ଘରେ ପିଲାଙ୍କୁ ପାଠ ପଢାଇଆସୁଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ । ଅଷ୍ଟମ, ନବମ, ଦଶମ ଶ୍ରେଣୀ ସମେତ +୨ ଓ +୩ ପିଲାଙ୍କୁ ଇଂରାଜୀ ପଢାଉଥିବା ଏମିତି ଜଣେ ଦିବ୍ୟାଙ୍ଗ ଶିକ୍ଷକ ହେଉଛନ୍ତି ଖୋର୍ଦ୍ଧା…
Read More...

ଦୁଇ ପିଲାଙ୍କୁ ହତ୍ୟା କରି ମେଟ୍ରୋ ଆଗକୁ ଡେଇଁ ଆତ୍ମହତ୍ୟା କଲା ବାପା , ଫ୍ୟାକ୍ଟ୍ରି ବନ୍ଦ ହେବାକୁ ନେଇ ବିଶାଦରେ…

ରାଜଧାନୀ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଶାଲିମାର ବାଗରେ ଜଣେ ବ୍ୟକ୍ତି ନିଜର ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ମୁତାବକ, ମୃତ ବ୍ୟକ୍ତିଙ୍କ ନାମ ହେଉଛି ମଧୁର । ସେ ପ୍ରଥମେ ୧୪ ବର୍ଷିୟ ଝିଅ ସମୀକ୍ଷା ଏବଂ ୬ ବର୍ଷିୟ ପୁଅ…
Read More...

ସିନେମାରେ ପଡିଲା ଭାଇରସ୍ ର ପ୍ରଭାବ : କରୋନା ଭାଇରସ୍ ପାଇଁ ସିନେମାରେ ବନ୍ଦ ହେଲା ଚୁମ୍ବନ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର…

କରୋନା ଭାଇରସ୍ କାରଣରୁ ଦୁନିଆରେ ୯୧୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଏବଂ ସାରା ଦୁନିଆରେ ୪୦ ,୫୫୪ ଲୋକ ଏହି ଭୟଙ୍କର ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ତାଇବାନ୍ ପକ୍ଷରୁ ସିନେମା ପରଦାରେ ରୋମାନ୍ସ , ଚୁମ୍ବନ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର କଥାବାର୍ତ୍ତାର ଦୃଶ୍ୟକୁ…
Read More...

ପର୍ବତ ଶିଖରରେ ପହଁଚିଲେ ସପ୍ତମ ଶ୍ରେଣୀରେ ପଢୁଥିବା ସ୍କୁଲଛାତ୍ରୀ : ସର୍ବନିମ୍ନ ବୟସରେ ଦକ୍ଷିଣ ଆମେରିକାର ସବୁଠାରୁ ବଡ଼…

ମୁମ୍ବାଇସ୍ଥିତ ନେଭି ଚିଲଡ୍ରେନ୍ ସ୍କୁଲ ଛାତ୍ରୀଙ୍କ ରେକର୍ଡ । ୭ମ ଶ୍ରେଣୀରେ ପଢୁଥିବା କାମିୟା କାର୍ତ୍ତିକେୟନ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ‘ମାଉଣ୍ଟ ଏକଙ୍କାଙ୍ଗୁଆ’ ଆରୋହଣ କରିଛନ୍ତି । ଏଥି ସହିତ ସେ ବିଶ୍ୱର ସବୁଠାରୁ କନିଷ୍ଠ ବାଳିକା ଭାବେ ବିବେଚିତ ହୋଇଛନ୍ତି । ଏସିଆ…
Read More...

ସମୁଦ୍ର ପାଣିରେ ପଡିଲା ଆଇଫୋନ୍ , ପାଟିରେ ଫୋନ୍ ଧରି ଯୁବତୀଙ୍କୁ ଫେରାଇଲା ହ୍ୱେଲ ମାଛ। ସୋସିଆଲ୍ ମିଡିଆରେ ଭିଡିଓ…

ଅଭିନେତ୍ରୀ ଋଚା ଚଢା ସିନେମା ସହ ଜଡିତ ରହିଥିବା ବେଳେ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ଥାଆନ୍ତି । ସେ ବ୍ୟକ୍ତିଗତ , ରାଜନୀତି ଏବଂ ପରିବେଶ ପ୍ରଦୂଷଣ ଉପରେ ବିଭିନ୍ନ ପୋଷ୍ଟ୍ ସେୟାର୍ କରିଥାନ୍ତି । ନିକଟରେ ସେ ଏକ ଭିଡିଓ ରିଟ୍ୱିଟ୍ କରିଥିଲେ , ଯେଉଁଥିରେ ଜଣେ ଯୁବତୀଙ୍କ ଆଇଫୋନ୍…
Read More...

କରୋନା ଡ଼ରରେ ଭାରତୀୟ : ହୋଟେଲରେ ଗ୍ରାହକଙ୍କ ପ୍ରଥମ ପ୍ରଶ୍ନ . “ଖାଦ୍ୟରେ ପଡୁଛି କି ଚାଇନା ମସାଲା”? ମେନ୍ୟୁକାର୍ଡରୁ…

ଦିନକୁ ଦିନ ଫାଷ୍ଟଫୁଡର ଚାହିଦା ବଢି ବଢି ଚାଲିଛି । ଲୋକମାନେ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ବାହାରୁ କିଣି ଖାଇବାକୁ ବେଶି ପସନ୍ଦ କରୁଛନ୍ତି । ଚାଓମିନ୍, ମନଚୁରିଆନ୍ , ଚିଲି ଚିକେନ୍ ଆଦି ଚଟପଟା ଖାଇବାକୁ ପସନ୍ଦ କରୁଛନ୍ତି ଗ୍ରାହକ । ରେସ୍ତୁରାଣ୍ଟରେ ମଧ୍ୟ ଗ୍ରାହକଙ୍କ ଭିଡ…
Read More...

ପ୍ରାଣୀ ଦେଖାଇଲା ମାନବିକତା : ପାଣିରେ ଫସିଥିବା ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର କଲା ଓରାଙ୍ଗଓଟାନ୍ , ସୋସିଆଲ୍ ମିଡିଆରେ…

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ସର୍ବଦା ଅତୁଟ ରହିଛି । ସେ ଗାଇ ହେଉ ଅବା କୁକୁର, ଦୁହେଁ ସର୍ବଦା ମଣିଷ ପ୍ରତି ବିଶ୍ୱାସଯୋଗ୍ୟ ହୋଇ ରହିଥାନ୍ତି ଏବଂ ମଣିଷ ମଧ୍ୟ ଏମାନଙ୍କୁ ଖୁବ ଭଲ ପାଇଥାଏ । ଆଜିକାଲି ଘରେ ଘରେ କୁକୁର ଏବଂ ଗାଇ ଲୋକେ ପାଳୁଥିବାର ଦେଖିବାକୁ ମିଳିଯାଏ । ତେବେ ଏଥି ମଧ୍ୟରେ…
Read More...

ଗୁଜୁରାଟରେ ଗଣବିବାହ : ଗୁଜୁରାଟର ଅହମ୍ମଦାବାଦରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ୧୧୦୦ ଦମ୍ପତି , ଗଣ ବିବାହରେ ଉଭୟ…

ଗୁଜୁରାଟର ଅହମ୍ମଦାବାଦରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଏକ ଗଣବିବାହ ଆୟୋଜିତ ହୋଇଥିଲା ଏହି ଗଣବିବାହରେ ୧୧ ଶହ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂତନ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ଜଣାଯାଇଛି । ଏକ ଘରୋଇ ଟ୍ରଷ୍ଟ୍ ପକ୍ଷରୁ ଏହି ଗଣବିବାହ ଆୟୋଜିତ ହୋଇଥିଲା । ଏଥିରେ ଉକ୍ତ ଟ୍ରଷ୍ଟ୍…
Read More...