Browsing Category

ନ୍ୟୁଜ୍

ମୃତ୍ୟୁ ପୂର୍ବର ୨୦ ସେକେଣ୍ଡ। ବିମାନ ଦୁର୍ଘଟଣାର ମର୍ମନ୍ତୁଦ କାହାଣୀ।

କନକ ବ୍ୟୁରୋ: ବିମାନ ତା ଗତିରେ ଉଡ଼ୁଥିଲା । ଯାତ୍ରୀଙ୍କ ମଧ୍ୟରେ ଖୁସି ଥିଲା । କିଏ କଥା ହେଉଥିଲା, ଆଉ କିଏ ଭିଡିଓ କରୁଥିଲା । ହେଲେ ମାତ୍ର କିଛି ମୂହୂର୍ତ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଏ ସବୁ ଚିତ୍ର ଥିଲା ନେପାଳ ବିମାନ ଦୁର୍ଘଟଣାର ଶେଷ ଭିଡିଓରେ । ଜଣେ ଭାରତୀୟ ଯାତ୍ରୀ…
Read More...

ଛୁଆକୁ ମାରି ସାବତ ମା’ର ଆତ୍ମହତ୍ୟା! ପୁଅକୁ ମାରିବା ପରେ, ଝୁଲିପଡିଥିବା ଅନୁମାନ

କନକ ବ୍ୟୁରୋ: କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏହି ଛାତି ଥରାଇ ଦେବା ଭଳି ଅଭାବନୀୟ ଘଟଣା । ଏହି ଘଟଣା ଯେତିକି ବିଭତ୍ସ ସେତିକି ହୃଦୟବିଦାରକ । ମାତ୍ର ୩ବର୍ଷର କଅଁଳ କୁନି ପୁଅକୁ ମାରିବା ପରେ ସାବତ ମା’ ନିଜ ଶାଢ଼ୀରେ ଝୁଲିପଡି ଆତ୍ମହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସମୟ –…
Read More...

ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ଲାଗିଲା ପିଏମ ଆବାସ ହିତାଧିକାରୀଙ୍କ ତାଲିକା। ନାଁ ଅଛି ନାହିଁ ଦେଖିବାକୁ ଲାଗିଲା ଭିଡ।…

କନକ ବ୍ୟୁରୋ:  ପଞ୍ଚାୟତ କାନ୍ଥରେ ‘ପ୍ରଧାନମନ୍ତ୍ରୀ ଆବାସ’ ତାଲିକା  । ବଢି଼ଲା ଯୋଗ୍ୟ-ଅଯୋଗ୍ୟ ବିବାଦ । ଅଯୋଗ୍ୟ ଚିହ୍ନଟ ପାଇଁ ଲାଗିବ ଅଭିଯୋଗ ବାକ୍ସ । କୋରାପୁଟ ଆମ୍ବାଗୁଡ଼ାରୁ ଆସିଥିବା ଦୃଶ୍ୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜବାବ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ: ବିଶାଳ ମହିଳା ସମ୍ମିଳନୀ କରି ଦେଖାଇଲେ ଦମ୍

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଡା ଜବାବ ଦେଲେ ରଘୁ । ପ୍ରଶାନ୍ତଙ୍କ ମନ୍ତବ୍ୟକୁ ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି ବିଧାୟକ ଯେଉଁ ଅଭିଯୋଗ କରିଛନ୍ତି ତାହା ହାସ୍ୟସ୍ପଦ । ମୁଖ୍ୟମନ୍ତ୍ରୀ ତାଙ୍କୁ ବହିସ୍କାର କରି ଉଚିତ୍…
Read More...

ମୃତ୍ୟୁ ପୂର୍ବରୁ ମେସେଜ । ଦିଦିଙ୍କ ସହ କଥା ହେଲା ବେଳେ ଶିଳ୍ପୀ ଦେଇଥିଲେ ସୁଇସାଇଡର ଇସାରା ! ଲେଖିଥିଲେ ସାଙ୍ଘାତିକ…

କନକ ବ୍ୟୁରୋ: କାହିଁକି ସୁଇସାଇଡ୍ କଲେ ଶିଳ୍ପୀ ? ସନ୍ଦେହ ଘେରରେ ସିଲଭର ସିଟିର ମାଆ-ପୁଅଙ୍କ ମୃତ୍ୟୁ ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ? ସାବତ ମାଆ ଶିଳ୍ପୀ ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଶିଳ୍ପୀଙ୍କ ହ୍ୱାଟ୍ସଆପ୍ ଚାର୍ଟ ।…
Read More...

ଶିଳ୍ପୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା? ମୃତ୍ୟୁ ପଛରେ କାରଣକୁ ନେଇ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ: କେମିତି ହେଲା ଶିଳ୍ପୀଙ୍କ ମୃତ୍ୟୁ? ଆତ୍ମହତ୍ୟା ନା ହତ୍ୟା? ମୃତ୍ୟୁର କାରଣ କ’ଣ? କଟକ ଶ୍ରୀରାମନଗର ସ୍ଥିତ ଭଡାଘରୁ ମା, ଛୁଆଙ୍କ ମୃତଦେହ ଉଦ୍ଧାର ପରେ, ଏମିତି ଅନେକ ପ୍ରଶ୍ନ ଉଠୁଥିବାବେଳେ ସାମନାକୁ ଆସିଛି, ଶିଳ୍ପୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ । ମୃତଦେହ ଉଦ୍ଧାର ହେବାର…
Read More...

କଟକଣା ପରେ ବି ବେଧଡକ ଚାଲିଛି ଗୋ ଚାଲାଣ: ଟ୍ରକ ଆଗରେ ପିଆଜ ଓ ଭିତରେ ଲଦା ହୋଇ ଯାଉଥିଲେ ଗୋରୁ

କନକ ବ୍ୟୁରୋ: ଅନେକ କଟକଣା ପରେ ବି ବେଧଡକ ଚାଲିଛି ଗୋ ଚାଲାଣ । ଗୋରୁ ଚାଲାଣ କରିବାକୁ ଦଲାଲ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯଶୀପୁର ଥାନା ମହାର୍ଦ୍ଦାପଳସା ଗାଁରେ ଏକ ପିଆଜ ବୋଝେଇ ଟ୍ରକରେ ଗୋ ଚାଲାଣ କରାଯାଉଥିବା ବେଳେ ଧରାପଡିଛି । ଦଲାଲ ଲୁଚାଣିଆ ଭାବେ ପିଆଜ ଟ୍ରକରେ ଏହି ଗୋରୁ ସବୁ…
Read More...

ଖେଳପଡିଆରେ ଖଣ୍ଡ ଯୁଦ୍ଧ: ଦଶରଥପୁର ହାଇସ୍କୁଲ ପଡିଆରେ କବାଡି ପ୍ରତିଯୋଗିତା ବେଳେ ଦୁଇ ଦଳ ଓ ସମର୍ଥକ ହାତାହାତି

କନକ ବ୍ୟୁରୋ: କବାଡି ଖେଳରେ ଖଣ୍ଡ ଯୁଦ୍ଧ । ପଡିଆରେ ଚାଲିଥିଲା କବାଡି ପ୍ରତିଯୋଗିତା । ଦୁଇ ଦଳ ମାତିଥିଲେ ଖେଳରେ । ଦଶରଥପୁର ହାଇସ୍କୁଲର ଚାଲିଥିଲା ଏହି ପ୍ରତିଯୋଗିତା । ଦଶରଥପୁର ପଂଚାୟତ ଓ ଚିତାଳୋ ଏହି ଦୁଇ ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ମାଡଗୋଳ । ଦଶରଥପୁର ପଂଚାୟତ…
Read More...

ବିଦ୍ୟୁତ ଚୋରିକୁ ଧରିବ ଡ୍ରୋନ୍: ବାଲେଶ୍ୱର ସୋରରେ ଟାଟା ପାୱାର କଲା ପରୀକ୍ଷାମୂଳକ ଉଡାଣ

କନକ ବ୍ୟୁରୋ: ଏଣିକି ସହଜ ହେବ ମିଟର ରିଡିଂ । ରୋକାଯାଇପାରିବ ବିଦ୍ୟୁତ ଚୋରି । ଏସବୁ ରୋକିବାକୁ ଡ୍ରୋନର ପରୀକ୍ଷାମୂଳକ ଉଡାଣ ଆରମ୍ଭ କରିଛି ଟାଟା ପାୱାର । ସୋର ଡିଭିଜନ ମଙ୍ଗଳପୁର ଶ୍ରୀନିବାସ ପଡିଆରେ ପ୍ରଥମ କରି ବିଦ୍ୟ୍ରୁତ ମିଟର ରିଡିଂ ଓ କିଭଳି ଚୋର ଧରାଯାଇପାରିବ ସେ ନେଇ ପରୀକ୍ଷାମୂଳକ…
Read More...

ଅଧାରେ ପଡିଛି ପ୍ରକଳ୍ପ କାମ: ୧୫ ବର୍ଷ ପରେ ବି ସରିପାରୁନି ମହେନ୍ଦ୍ର ତନୟା ନଦୀ ଉପରେ ଦୁଇ ପ୍ରକଳ୍ପ

କନକ ବ୍ୟୁରୋ: ଅଧାରେ ପଡିଛି ପ୍ରକଳ୍ପ କାମ । ବ୍ୟୟ ଅଟକଳ ହୋଇସାରିଥିଲେ ବି କାମ ସରିବାର ନାଁ ନେଉନି । ବର୍ଷକ ମଧ୍ୟରେ କାମ ସାରିବାକୁ ପ୍ରତିଶ୍ରୁତି ମିଳିଥିଲେ ବି ୧୫ ବର୍ଷ ହେଲାଣି ଶେଷ ହେଉନି କାମ । ଗଜପତି ରାୟଗଡ ବ୍ଳକର ଡମ୍ବାପୁର ଓ ଚମ୍ପାପୁରରେ ମହେନ୍ଦ୍ର ତନୟା ନଦୀ ଉପରେ ନିର୍ମାଣ…
Read More...