Browsing Category

ନ୍ୟୁଜ୍

ପୁଅ, ପତ୍ନୀଙ୍କ ସହ ଆଜି ବିଆରଏସରେ ଯୋଗ ଦେବେ ଗିରିଧର ଗମାଙ୍ଗ : ୯ ପୂର୍ବତନ ବିଧାୟକ ଓ ଜଣେ ପୂର୍ବତନ ସାଂସଦ ବି…

କନକ ବ୍ୟୁରୋ : ବିମାନରେ ଗଲେ ‘ଆମ୍ବାସଡର’ରେ ବସିବେ । ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ଯୋଗ ଦେବେ ଓଡିଶାର ୯ ପୂର୍ବତ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ । କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡ଼ିଆର ୯ ଜଣ ନେତା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି ।…
Read More...

ଗ୍ରାଣ୍ଡସ୍ଲାମ ଟେନିସରୁ ଅବସର ନେଲେ ସାନିଆ ମିର୍ଜା : ବିଦାୟୀ ମ୍ୟାଚ ପରେ ଭାବପ୍ରବଣ ହୋଇ କାନ୍ଦିଲେ

କନକ ବ୍ୟୁରୋ : ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ…
Read More...

ମାଘରେ ମାଡି ଆସିଲାଣି ଟାଣ ଖରା : ଜାନୁଆରୀ ଶେଷ ଭାଗରେ ଶୀତ ଗାଏବ

କନକ ବ୍ୟୁରୋ : ମାଘରେ ମାଡ଼ଲାଣି ଟାଣ ଖରା । ମାଘରେ ବାଘ ଭଳିଆ ଶୀତ ଅନୁଭୂତ ହେବା କଥା । ହେଲେ ଦିନର ଖରା ଜଳାଉଛି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ଗତକାଲି ବୌଦ୍ଧରେ ସର୍ବାଧିକ…
Read More...

ପରିବାର ସହ ଜୀବନ ହାରିଲେ ବିଜେପି ନେତା । ପୁଅର ଅସୁସ୍ଥତା ଯୋଗୁଁ ଚିନ୍ତାରେ ଥିଲେ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ବିଦିଶାରେ ଘଟିଛି ଛାତିଥରା ଘଟଣା । ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Read More...

୨୦୨୪ ପାଇଁ ବିଆରଏସର ବଡ଼ ପ୍ରସ୍ତୁତି : ଜୟରାମ ପାଙ୍ଗିଙ୍କ ସମେତ ଗିରିଧର ଗମାଙ୍ଗ ଆଦି ନେତା ଆଜି ଦଳରେ ହେବେ ସାମିଲ୍

କନକ ବ୍ୟୁରୋ : ଓଡିଶାରେ କେସିଆରଙ୍କ ଭାରତ ରାଷ୍ଟ୍ର ନିର୍ମାଣର ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଆଜି ବିଆରଏସରେ ସାମିଲ ହେବେ ଓଡ଼ିଆ ନେତା । କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡ଼ିଆ ନେତା ହାଇଦ୍ରାବାଦ ଯିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ,…
Read More...

‘ସିଦ୍ଧୁ ଭୟଙ୍କର ଜନ୍ତୁ, ତାଙ୍କଠାରୁ ଦୂରେଇ ରୁହ!’ ଏଭଳି କାହିଁକି କହିଲେ ନବଜୋତଙ୍କ ପତ୍ନୀ?

କନକ ବ୍ୟୁରୋ: ପଟିଆଲା ଜେଲରେ ବନ୍ଦୀ ଥିବା ନବଜୋତ୍ ସିଦ୍ଧୁଙ୍କୁ ପୁଣି ଝଟକା । ତାଙ୍କର ଭଲ ବ୍ୟବହାର ପାଇଁ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ମୁକ୍ତ କରାଯିବାକୁ ଥିବାବେଳେ ଏହା ସମ୍ଭବ ହୋଇପାରିନାହିଁ । କାରଣ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟର…
Read More...

ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ : ୨ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା କହିଲା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ ୧୦୦ରୁ ଅଧିକ ଚିତା ବାଘ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ହୋଇଛି । ଗୁରୁବାର ଦକ୍ଷିଣ ଆଫ୍ରିକା ଏହା କହିଛି । ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ କହିଛି, ଚିତା ସଂଖ୍ୟା ବୃଦ୍ଧି ନିମନ୍ତେ ଆଗାମୀ ୮ରୁ ୧୦ ବର୍ଷ ଧରି ବାର୍ଷିକ…
Read More...

ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ : ଆଜି ସକାଳେ ହେଲା ଗତକାଲି ନୀତି; ଦିଅଁ ଦର୍ଶନ ପାଇଁ ଲମ୍ବାଲାଇନରେ ଅପେକ୍ଷା କଲେ…

କନକ ବ୍ୟୁରୋ : ସକାଳେ ହେଲା ମହାପ୍ରଭୁଙ୍କ ରାତ୍ର ପହୁଡ ନୀତି । ସକାଳ ୫ଟା ୫ ମିନିଟରେ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିବା ବେଳେ ୭ଟାରେ ଦ୍ୱାର ଫିଟା ହୋଇଥିଲା । ସେହିପରି ୮ଟା ୫ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଛି । ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସରସ୍ୱତୀ ପୂଜା ଓ ଚାଚେରୀ ବେଶ ପାଇଁ…
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ : ଦିନିକିଆ ଶୃଙ୍ଖଳା ମୂଳପୋଛ ପରେ ଟି-୨୦ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ଟି-୨୦ ବିଶ୍ୱକପ୍ ପରେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ କୌଣସି ସିରିଜ୍ ହାରିନାହିଁ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଧାରା ବଜାର ରଖିବା…
Read More...

ଆଜି ପରୀକ୍ଷା ପେ’ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ : ୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦେବେ ଟିପ୍ସ; ଚାପମୁକ୍ତ ରହି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଦେବେ ପରୀକ୍ଷା ଟିପ୍ସ । ଆଜି ପରୀକ୍ଷା ପେ' ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ତାଲକୋଟା ଷ୍ଟାଡିୟମରୁ ଦେଶର ୩୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ ।…
Read More...