Browsing Category

ନ୍ୟୁଜ୍

ସ୍କୁଲରେ ପଶି ସ୍ୱରସ୍ୱତୀଙ୍କ ମୂର୍ତ୍ତି କଚାଡି ଭାଙ୍ଗିଦେଲେ ୨ ଭଉଣୀ : ପୁଣିଥରେ ନୂଆ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କଲେ…

କନକ ବ୍ୟୁରୋ : ସ୍କୁଲରେ ପଶି ସରସ୍ୱତୀ ମୂର୍ତ୍ତିକୁ କଚାଡି ଭାଙ୍ଗି ଦେଲେ ଦୁଇ ଭଉଣୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ କଣ୍ଟାପାଳ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ଗତକାଲି ସରସ୍ୱତୀ ପୂଜା ଚାଲିଥିବା ବେଳେ କଣ୍ଟାପାଳ ଗାଁର ଦୁଇ…
Read More...

ଇଣ୍ଡିଆ ଟୁଡେ ସିଭୋଟର ସର୍ଭେ ରିପୋର୍ଟ : କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏହାପରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ କିଛି ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ…
Read More...

୨୦୨୩ରେ ନିର୍ବାଚନ ହେଲେ କେଉଁ ରାଜ୍ୟରେ କାହାକୁ ମିଳିବ ଫାଇଦା ? କେଉଁ ରାଜ୍ୟରେ ଆଗରେ ରହିବ ଏନଡିଏ? କେଉଁ ରାଜ୍ୟରେ…

କନକ ବ୍ୟୁରୋ : ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟକୁnda ଫାଇଦା ମିଳିବ । ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା । ଦେଶରେ…
Read More...

ଲୋକସଭା ନିର୍ବାଚନ ପୂର୍ବରୁ ଜନତାଙ୍କ ମୁଡ ପରଖିଲା ଇଣ୍ଡିଆ ଟୁଡେ ସି-ଭୋଟର : ଆଜି ଭୋଟ ହେଲେ କେଉଁ ଦଳର ପଲଡା ଭାରି…

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ବର୍ଷ ସମୟ ରହିଛି । ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଜାତୀୟ ଦଳ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଏବେ ମିଶନ ମୋଡରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ମଧ୍ୟ ଲୋକସଭା ନିର୍ବାଚନକୁ…
Read More...

୨୦୨୪ ପାଇଁ ବିଆରଏସର ବଡ଼ ପ୍ରସ୍ତୁତି : କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ହାଇଦ୍ରାବାଦ ଯିବେ ଓଡ଼ିଆ ନେତା

କନକ ବ୍ୟୁରୋ : ଓଡିଶାରେ କେସିଆରଙ୍କ ଭାରତ ରାଷ୍ଟ୍ର ନିର୍ମାଣର ଏଂଟ୍ରି ନେଇ ଚର୍ଚ୍ଚା ଜୋର ଧରିଛି । ଗତ ସପ୍ତାହରେ ତେଲେଙ୍ଗାନା ଯାଇ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗି କେସିଆରଙ୍କୁ ଭେଟିଥିଲେ । ଏବେ ଚର୍ଚ୍ଚା ହେଉଛି, ଏହି ନେତାମାନେ ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନରେ ଆଜି…
Read More...

ଦୁର୍ଘଟଣା ବେଳେ ବଞ୍ଚାଇଥିଲେ ରିଷଭଙ୍କ ଜୀବନ: ଏବେ ୪ ଜଣଙ୍କୁ ପୁରସ୍କୃତ କଲେ ଉତ୍ତରାଖଣ୍ଡ ସରକାର

କନକ ବ୍ୟୁରୋ: ରିଷଭ ପନ୍ତଙ୍କ ଦୁର୍ଘଟଣା କିଏ ବା କେମିତି ଭୁଲିବ । ଡିସେମ୍ବର ୩୦ ତାରିଖର ସେହି କାଳରାତି ପୂରା କ୍ରିକେଟ ଜଗତକୁ ଚମକାଇ ଦେଇଥିଲା । ଏକ ବଡ ଅଘଟଣରୁ ରିଷଭ ବଞ୍ଚିଯାଇଥିଲେ ବି ସେହି ରାତିକୁ କେହି କେବେ ଭୁଲିପାରିବେନି । ଆଉ ସେଦିନ ରିଷଭଙ୍କ ପାଇଁ ଦେବଦୂତ ସାଜିଥିବା ସେହି ୪…
Read More...

ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ। କହିଲେ, କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ।

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବିଦେଶ ରାଜ୍ୟମନ୍ତ୍ରୀ ହିନା ରବାନୀ ଖାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୁଟନୈତିକ ସମ୍ପର୍କ ଚାଲୁନାହିଁ । ହିନା ରବାନୀ ଖାର ଆହୁରି ମଧ୍ୟ…
Read More...

ପାକିସ୍ତାନକୁ ନେଇ ଭବିଷ୍ୟବାଣୀ କଲେ ଯୋଗଗୁରୁ ବାବା ରାମଦେବ। କହିଲେ, ୪ଭାଗରେ ବିଭକ୍ତ ହେବ ପାକିସ୍ତାନ।

କନକ ବ୍ୟୁରୋ: ପାକିସ୍ତାନ ଉପରେ ବଡ ବୟାନ ଦେଲେ ଯୋଗଗୁରୁ ବାବା ରାମଦେବ । ଖୁବ ଶୀଘ୍ର ପାକିସ୍ତାନ ୪ଭାଗରେ ବିଭକ୍ତ ହେବ ଓ ଭାରତ ସହ ମିଶିବ ବୋଲି ରାମଦେବ କହିଛନ୍ତି । ଆଗାମୀ ଦିନରେ ପଞ୍ଜାବ, ପିଓକେ, ବାଲୁଚିସ୍ତାନ ବିଭକ୍ତ ହୋଇ ଭିନ୍ନ ଭିନ୍ନ ରାଷ୍ଟ୍ରରେ ପରିଣତ ହେବେ ଓ କ୍ରମଶ ଭାରତ ସହ…
Read More...

ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି। ଫେସବୁକ ଓ ଇନଷ୍ଟାଗ୍ରାମରେ ହେବାକୁ ଯାଉଛି…

କନକ ବ୍ୟୁରୋ: ଦୀର୍ଘ ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରୁଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିବାଦୀୟ ବୟାନ ପାଇଁ ପାଖାପାଖି ଦୁଇବର୍ଷ ହେବ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ସସପେଣ୍ଡ କରାଯାଇଥିଲା । ତେବେ ଏହାକୁ ସ୍ୱାଭାବିକ କରିବା ପାଇଁ ମେଟା…
Read More...

ରାଜସ୍ଥାନର ରୟାଲ ବାହାଘର: ଗାଁରେ ତିଆରି ହେଲା ସ୍କଟଲାଣ୍ଡ ଫୋର୍ଟ, ଯୋଗଦେବେ ୧୦ ହଜାର ଅତିଥି

କନକ ବ୍ୟୁରୋ: ଏମିତି ବାହାଘର ଆପଣ ହୁଏତ ଫିଲ୍ମରେ ଦେଖିଥିବେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ପାଇଁ ସେଟ୍ ତିଆରି ହୋଇଥାଏ । ଆଉ ସେଠାରେ ଫିଲ୍ମ ସୁଟିଂ ହୋଇଥାଏ । ହେଲେ ଆପଣ ଦେଖୁଥିବା ଏହି ଚିତ୍ର କୌଣସି ଫିଲ୍ମ ପାଇଁ ନୁହେଁ ବରଂ ବିବାହ ପାଇଁ ତିଆରି ହୋଇଛି । ରାଜସ୍ଥାନରେ ଏଭଳି ଏକ…
Read More...