Browsing Category

ନ୍ୟୁଜ୍

କୂଅରୁ ବାହାରୁଛି ତେଲ

ଢେଙ୍କାନାଳ : କୂଅରୁ ପାଣି ବଦଳରେ ବାହାରୁଛି ତେଲ । ଢେଙ୍କାନାଳ ମାଣ୍ଡପା ସାହିର ଏକ କୂଅରେ ବିପୁଳ ପରିମାଣର କିରୋସିନ୍ ଭାସୁଥିବାର ଦେଖିବାକୁ ମିଳିଛି । କିରୋସିନ୍ ପରିମାଣ ଏତେ ରହିଛି ଯେ ନିଆଁ ଲଗାଇଲେ ପାଣିରେ ବୁଡାଯାଇଥିବା ଓଦା କାଗଜ ହୁତୁହୁତୁ ହୋଇ ଜଳୁଛି । ଏହି କୂଅରୁ ପାଣି ନେଇ…
Read More...

ମାତିଲେ ଜନତା

ଜଗତସିଂହପୁର : ଆଶାନ୍ତ ଏରସମା । ଜଳିଲା ନିଆଁ । ଭାଂଗିଲା ପୋଲିସ ଗାଡି । ଥାନାରେ ବ୍ୟାପକ ଭଂଗାରୁଜା କରିଛନ୍ତି ଗ୍ରାମବାସୀ । ପଂଚାୟତ ସମିତି ସଭ୍ୟ ରଂଜନ ସ୍ୱାଇଁଙ୍କ ହତ୍ୟା ପ୍ରତିବାଦରେ ଦେଖା ଦେଇଛି ଉତେଜନା । ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଟାୟାର ଜାଳି ରାସ୍ତା ଅବରୋଧ…
Read More...

ଦୀପୁ ହତ୍ୟା ମାମଲା : ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୁଲିସ

କଟକ ବ୍ୟୁରୋ, କନକ ନ୍ୟୁଜ୍: ଡି ବ୍ରଦର୍ସଙ୍କ ଚର୍ଚ୍ଚିତ ମାମଲାର ଦାଖଲ ହୋଇଛି ଚାର୍ଜସିଟ୍ । ଦୀପୁ ହତ୍ୟା ମାମଲାରେ ଏସଡିଜେଏମ କୋର୍ଟରେ କମିଶନରେଟ ପୁଲିସ ଚାର୍ଜସିଟ ଦାଖଲ କରିଛି । ୧୧୨୦ ପୃଷ୍ଠାର ଚାର୍ଜସିଟ୍ ରେ ୧୪ ଜଣ ସଂପୃକ୍ତ ଥିବା ଉଲ୍ଲେଖ ରହିଛି । ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା…
Read More...

ପୁରୀରେ ବୋମାମାଡ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ପୁରୀରେ ୨୪ ଘଂଟା ମଧ୍ୟରେ ୩ ଥର ବୋମାମାଡ । ଚନ୍ଦନପୁର ବଜାରରେ ଏକ ମଦ ଦୋକାନ ଉପରକୁ ବୋମାମାଡ ହୋଇଛି । ଜଣେ ଦୁର୍ବୃତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛି । ଆଜି ପୂର୍ବାହ୍ନରେ ଲବଣିଖିଆ ଛକରେ ଏକ ବୋମାମାଡ ହୋଇଛି। ଗତକାଲି ରାତିରେ ମଧ୍ୟ ସେହିଠାରେ…
Read More...

ଆଜି ମୋଦି ସରକାରକୁ ପୂରିଛି ୨ ବର୍ଷ

ସଫଳତା ଓ ବିଫଳତାର ଲମ୍ବା ତାଲିକା ମଧ୍ୟରେ ମୋଦି ସରକାରକୁ ପୁରିଛି ଦୁଇ ବର୍ଷ । ଦୁଇ ବର୍ଷର ଏହି ଶାସନକାଳରେ ବହୁ ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଅନେକ ଘଟଣା ସରକାରଙ୍କୁ ସମାଲୋଚିତ କରିଛି । ସେହିପରି ଅନେକ ଯୋଜନା ଓ ପଦକ୍ଷେପ ଏବେ ମଧ୍ୟ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି…
Read More...

ବର୍ଷାସୋନୀ-ରାଜାଶ୍ରୀଙ୍କ ପୁନର୍ମିଳନକୁ ନେଇ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ବାଲେଶ୍ୱର : ବର୍ଷାସୋନୀ ଓ ରାଜାଶ୍ରୀଙ୍କ ପୁନର୍ମିଳନ ପରେ ଶେଷରେ ମୁହଁ ଖୋଲିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ସତ ପଦାକୁ ଆସିଛି, ଦୁଇ ପିଲାଙ୍କ କଳିରୁ ମହାଭାରତ ସୃଷ୍ଟି ହୋଇଥିଲା ବୋଲି ରଘୁନାଥ କହିଛନ୍ତି । ଦୁଇ ପିଲାଙ୍କ ମଧ୍ୟରେ ଭୁଲ ବୁଝାମଣା ପାଇଁ ସେମାନେ ଅନୁତପ୍ତ । ନିଜ ଭୁଲ…
Read More...

ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ସମୀକ୍ଷା : ଆଜି ୪ଟି ବିଭାଗର ସମୀକ୍ଷା କରୁଛନ୍ତି ନବୀନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ନବୀନ ସରକାରଙ୍କ ଦୁଇ ବର୍ଷ ପୂରିବା ଅବସରରେ ମୁଖିଆ ଗତକାଲିଠାରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଡାକି ୱାନ୍ ଟୁ ୱାନ୍ ସାକ୍ଷାତ କରୁଛନ୍ତି ।  ଆଜି ୪ଟି ବିଭାଗର ସମୀକ୍ଷା କରିବେ ନବୀନ । ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଙ୍ଗଲ ପରିବେଶ ବିଭାଗ ଏବଂ ଖାଦ୍ୟ ଯୋଗଣ…
Read More...

ତେଜୁଛି ରାଉରକେଲା ଏନଆଇଟି ଛାତ୍ର ଅଶାନ୍ତି

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ତେଜୁଛି ରାଉରକେଲା ଏନଆଇଟି ଛାତ୍ର ଅଶାନ୍ତି । ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତାତି ଉଠିଛନ୍ତି ଛାତ୍ରଛାତ୍ରୀ । ଅନୁଷ୍ଠାନର ସୁରକ୍ଷା ଅଧିକାରୀ ବଳବନ୍ତ ଚମ୍ପତ୍ତିରାୟ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ସହ ମହିଳା ସୁରକ୍ଷା…
Read More...

ଦିଲ୍ଲୀ ପାଇଁ ବିଷ୍ଣୁ ବ୍ୟାକୁଳ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟସଭା ଯିବାକୁ ବିଜେଡି ନେତାଙ୍କ ମଧ୍ୟରେ ରେସ୍ । ଚାଲିଛି ଜୋରଦାର ଲବି । ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସିଗନାଲକୁ । ଏହାରି ଭିତରେ କିନ୍ତୁ ସଂସଦ ଯିବାକୁ ମନବଳାଇଛନ୍ତି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ । କହିଛନ୍ତି, ନବୀନ ଚାହିଁଲେ…
Read More...

ମୁଖିଆ ନେଲେ ହିସାବ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ଏନେଇ ନବୀନ କରୁଛନ୍ତି ୱାନ୍ ଟୁ ୱାନ୍ ସାକ୍ଷାତ । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଆଜି ୪ଟି ବିଭାଗର ରିପୋର୍ଟ ଯାଂଚ୍ କରିଛନ୍ତି…
Read More...