Browsing Category

ଦେଶ ବିଦେଶ

ଏନଡିଏ ସାଂସଦଙ୍କୁ ବିଜୟ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ: ଗରିବ କଲ୍ୟାଣ ଉପରେ କାମ କରିବାକୁ କହିଲେ ମୋଦୀ

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃଣମୂଳସ୍ତରରୁ ପ୍ରସ୍ତୁତି କରୁଛି ବିଜେପି । ବୁଧବାର ଏନଡିଏ ସାଂସଦମାନଙ୍କ ସହ ବୈଠକ କରି ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗରିବ କଲ୍ୟାଣ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେବା ସହ ସାଂସଦମାନଙ୍କୁ ବିବାଦୀୟ ବୟାନ ଓ ଘଟଣାରୁ ଦୂରେଇ…
Read More...

ବିଶ୍ୱରେ ଦିନକୁ ଦିନ ବଢୁଛି ତାପମାତ୍ରା । ଜାଣନ୍ତୁ ଗ୍ଲୋବାଲ ୱାର୍ମିଂ ଦ୍ୱାରା ଜୀବଜନ୍ତୁଙ୍କ ଉପରେ କ’ଣ ପଡୁଛି ପ୍ରଭାବ…

କନକ ବ୍ୟୁରୋ : ଦିନକୁ ଦିନ ବିଶ୍ବ ଉତପ୍ତ ହେବାରେ ଲାଗିଛି , ଯାହାକୁ ବୈଜ୍ଞାନିକ ମାନେ ଗ୍ଲୋବାଲ ୱାର୍ମିଂ ବୋଲି କହୁଛନ୍ତି , ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ସିଏବିଆଇ ନାମକ ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ଵାରା ହୋଇଥିବା ଏକ…
Read More...

କାହିଁକି ପାକିସ୍ତାନ ନିଜ ପରମାଣୁ ନୀତିରେ କରୁଛି ଅଦଳବଦଳ ? ଭାରତ ଉପରେ କଣ ପଡ଼ିବ ପ୍ରଭାବ ?

କନକ ବ୍ୟୁରୋ : ପାକିସ୍ତାନ ତା ପରମାଣୁ ନୀତିରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଏବେ ପାକିସ୍ତାନ ଟେକ୍ଟିକାଲ ୱିପନ୍ ଅର୍ଥ ଛୋଟ ଛୋଟ ପରମାଣୁ ବୋମା ଓ ପରମାଣୁ ଲ୍ୟାଣ୍ଡମାଇନ ତିଆରି କରିବା ଉପରେ ଜୋର ଦେଉଛି । ତା ବ୍ୟତୀତ ସେ ନିଜର ନିଉକ୍ଲିଅର ଟ୍ରାୟାଡକୁ ବି ସଶକ୍ତ କରିବାକୁ ଲାଗିଛି । ଗତ ୨୪…
Read More...

ଗୁଗୁଲର ବଡ ନିଷ୍ପତ୍ତି: ଏହି ସ୍ମାର୍ଟ ଫୋନରେ ମିଳିବନି ପ୍ଲେ ଷ୍ଟୋର

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଗୁଗୁଲର ନୂଆ ନିଷ୍ପତ୍ତି । ଏହାପରେ କିଛି ଆଣ୍ଡ୍ରୋଏଡ ଫୋନରୁ ପ୍ଲେଷ୍ଟୋରକୁ ହଟାଯିବ । ଏହାର କାରଣ ହେଉଛି ଗୁଗୁଲ ଦିନକୁ ଦିନ ପୁରୁଣା ହୋଇଆସୁଥିବା ଆଣ୍ଡ୍ରୋଏଡ ଫୋନରୁ ନିଜ ସପୋର୍ଟକୁ ରିମୁଭ କରିଥାଏ । ଚଳିତ ମାସ ଆରମ୍ଭରେ ଗୁଗୁଲ ଆଣ୍ଡ୍ରୋଏଡ ୪.୪…
Read More...

ସେପ୍ଟେମ୍ବର ମାସରେ ଲଞ୍ଚ୍ ହେବାକୁ ଯାଉଛି ଆଇଫୋନ ୧୫ ପ୍ରୋ ଓ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ, ଜାଣନ୍ତୁ ଏହି ଦୁଇଟି ଫୋନରେ…

କନକ ବ୍ୟୁରୋ : ଆଇଫୋନ୍ ୧୪ ପ୍ରୋ ସିରିଜ୍ ପରି, ‘ଆଇଫୋନ୍ ୧୫ ପ୍ରୋ’ରେ କିଛି ନୂତନ ବୈଶିଷ୍ଟ୍ୟ ରହିଛି ଯାହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆପଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ଯାହା ଦାମିକା ଆଇଫୋନ୍ ୧୪ସିରିଜରେ ମଧ୍ୟ ମିଳୁନାହିଁ ଜ୍ଝ ଏହାର ୮ଟି ନୂଆ ଫିଚର ଯାହା ସେପ୍ଟେମ୍ବରରେ…
Read More...

ମୁଁ ୪୫ ବର୍ଷ ହେଲାଣି ବିବାହ କଲିଣି, ଏବେ କାହା ଉପରେ ରାଗ ଆସୁନି । ଜଗଦୀପ ଧନଖଡଙ୍କ କଥା ଶୁଣି ହାସ୍ୟରୋଳରେ ଫାଟି…

କନକ ବ୍ୟୁରୋ : ହୋ ହଲ୍ଲା, ହଟ୍ଟଗୋଳ ଭିତରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ଦିଲ୍ଲୀ ବିଧେୟକକୁ ନେଇ ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ରାଜ୍ୟସଭାରେ ସ୍ୱାଭାବିକ ଭାବେ ଚାଲିଛି । ତେବେ ରାଜ୍ୟସଭାରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା…
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ମନୋଜ ତିୱାରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଉଥିବା ସୂଚନା ଦେବା ସହ…
Read More...

ମେକ୍ ଇନ୍ ଇଣ୍ଡିଆକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଲାପଟପ୍, ଟାବଲେଟ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିଲା…

କନକ ବ୍ୟୁରୋ : କେନ୍ଦ୍ର ସରକାର ଗୁରୁବାର ଦିନ ଏକ ବଡ ନିଷ୍ପତ୍ତି ନେବା କ୍ରମରେ ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ…
Read More...

ମୋବାଇଲ ଚାର୍ଜର ନେଲା ଜୀବନ ! ଚାର୍ଜର ପିନକୁ ପାଟିରେ ପୁରାଇ ୬ ମାସ ଶିଶୁ କନ୍ୟାର ମୃତ୍ୟୁ

କନକ ବ୍ୟୁରୋ : ମୋବାଇଲ ଚାର୍ଜର ନେଇଗଲା ଶିଶୁର ଜୀବନ । ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ୬ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ବାଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ୍ ସୁଇଚ ବୋର୍ଡକୁ ସଂଯୋଗ ହୋଇଥିବା ଏକ ଚାର୍ଜର ପିନକୁ ଚୋବାଇଦେବାରୁ ପିଲାର ମୃତ୍ୟୁ…
Read More...

ହରିୟାଣା ନୁହ ହିଂସାକୁ ନେଇ ଆମେରିକା ଜାରିକଲା ବୟାନ । ଜାଣନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କଣ ରହିଛି ଆମେରିକାର…

କନକ ବ୍ୟୁରୋ : ହରିୟାଣାର ନୁହ ଠାରେ ଏକ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଓ ଏହାକୁ ନେଇ ଆରମ୍ଭ ହୋଇଥିବା ହିଂସା ଏବେ ସାରା ହରିୟାଣା ରେ ବ୍ୟାପୀ ସାରିଛି । ୪ ଦିନ ଧରି ଲାଗି ରହିଥିବା ଏହି ହିଂସାକୁ ଦେଖି ରାଜ୍ୟ ସରକାର ଗୁରୁଗ୍ରାମରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି ।…
Read More...