Browsing Category

ଦେଶ ବିଦେଶ

ମଣିପୁରରେ ଆସାମ ରାଇଫଲ୍ସକୁ ନେଇ ଆରମ୍ଭ ହେଲା ନୂଆ ବିବାଦ । ଜାଣନ୍ତୁ ମଣିପୁର ପୋଲିସ କାହିଁକ ଆସାମ ରାଇଫଲ୍ସ ବିରୋଧରେ…

କନକ ବ୍ୟୁରୋ : ମଣିପୁରରେ କୁକୀ ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସାରେ ଏବେ ସାରା ମଣିପୁର ଜଳୁଛି । ଏହାରି ମଧ୍ୟରେ ମଣିପୁର ପୋଲିସ ଓ ଆସାମ ରାଇଫଲ୍ସ ମଧ୍ୟରେ ପୁଣି ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ମଣିପୁର ପୋଲିସ ଅଭିଯୋଗ କରିଛି କି ଆସାମ ରାଇଫଲ୍ସ ପୋଲିସର ଅପରେଶନ ଉପରେ…
Read More...

‘ଜିଓ’ରୁ ୪୧ ହଜାରରୁ ଅଧିକ କର୍ମଚାରୀ ଛାଡିଲେଣି ଚାକିରି, ରିଲିଆନ୍ସ କମ୍ପାନୀ ଛାଡିଲେଣି ୧.୬୭ ଲକ୍ଷ କର୍ମଚାରୀ

କନକ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୩ରେ ରିଲିଆନ୍ସ କମ୍ପାନୀରୁ ମୋଟ ୧,୬୭,୩୯୧ ଜଣ କର୍ମଚାରୀ ନିଜ ଇଚ୍ଛାରେ ଚାକିରି ଛାଡିଛନ୍ତି । ଏଥିମଧ୍ୟରୁ ୪୧,୮୧୮ ଜଣ କର୍ମଚାରୀ ଜିଓ କମ୍ପାନୀରେ କାମ କରୁଥିଲେ । ବାକି ୧,୧୯,୨୨୯ ଜଣ କର୍ମଚାରୀ ରିଲିଆନ୍ସ ରିଟେଲରେ କାମ କରୁଥିôଲେ । ରିଲିଆନ୍ସ…
Read More...

ମଣିପୁର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ: ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ

କନକ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି । ଯେଉଁଭଳି ରାବଣ କେବଳ ୨ ଜଣଙ୍କ କଥା ଶୁଣୁଥିଲେ, ଜଣେ ମେଘନାଦ ଅନ୍ୟ ଜଣେ କୁମ୍ଭକର୍ଣ୍ଣ ।…
Read More...

ରାହୁଲଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ: କହିଲେ, ମଣିପୁର ବିଭାଜିତ ନୁହେଁ, ଦେଶର ଅଭିନ୍ନ ଅଙ୍ଗ

କନକ ବ୍ୟୁରୋ: ସଂସଦ ଆରମ୍ଭରୁ ଆଜି ହଙ୍ଗାମା ଆରମ୍ଭ ହୋଇଛି । ପ୍ରଥମେ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହାପରେ ସଂସଦରେ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ । କହିଲେ, ତାଳି ମାରୁଥିବା କଂଗ୍ରେସ ମନରେ ରହିଛି ବେଇମାନୀ ।…
Read More...

ମଣିପୁର ପ୍ରସଙ୍ଗରେ ସଂସଦରେ ଗର୍ଜିଲେ ରାହୁଲ ଗାନ୍ଧୀ । କହିଲେ, ସେନା ଗୋଟିଏ ଦିନରେ ମଣିପୁରରେ ଫେରାଇଆଣିବ ଶାନ୍ତି

କନକ ବ୍ୟୁରୋ : ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ନେଇ ଚାଲିଥିବା ବିତର୍କରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଗ ନେଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଲୋକସଭା ସାଂସଦ ପଦ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସେ ସଂସଦରେ ନିଜ ମତ ରଖିଛନ୍ତି । ପ୍ରଥମେ ସେ…
Read More...

ରାହୁଲଙ୍କ ଟାର୍ଗେଟରେ ମୋଦୀ ସରକାର: କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି

କନକ ବ୍ୟୁରୋ: ଅବିଶ୍ୱାସ ପ୍ରସ୍ତାବର ଦ୍ୱିତୀୟ ଦିନରେ ଆଜି ପାର୍ଲାମେଣ୍ଟରେ ହଙ୍ଗମା ଦେଖିବାକୁ ମିଳିଛି । ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜ ମତ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାସହ ମଣିପୁର ଘଟଣାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ…
Read More...

ବାଚସ୍ପତିଙ୍କୁ ଧନ୍ୟବାଦ, ବିଜେପି ବନ୍ଧୁଙ୍କୁ ଡରିବାର ଆବଶ୍ୟକତା ନାହିଁ । ଲୋକସଭାରେ କାହିଁକି ଏମିତି କହିଲେ ରାହୁଲ…

କନକ ବ୍ୟୁରୋ : ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଆଜି ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପୁଣିଥରେ ଲୋକସଭା ସଦସ୍ୟତା ଫେରାଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇ ରାହୁଲ କହିଛନ୍ତି, ଗତଥର ଭାଷଣ ସମୟରେ ଅଦାନୀଙ୍କ ଉପରେ ଏତେ ଫୋକସ…
Read More...

ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେପି ସାଂସଦଙ୍କ ପ୍ରତିବାଦ : ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଇଣ୍ଡିଆ ମେଣ୍ଟ…

କନକ ବ୍ୟୁରୋ : ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେପି ସାଂସଦ ପ୍ରତିବାଦ କରିଛନ୍ତି । ବିରୋଧୀ ଇଣ୍ଡିଆ ମେଣ୍ଟ ବିରୋଧରେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜେପି ସାଂସଦ । ବଂଶବାଦ ରାଜନୀତି ଭାରତ ଛାଡ଼, ଦୁର୍ନୀତି ଭାରତ ଛାଡ ଆଦି ସ୍ଲୋଗାନ ଦେବା ସହ…
Read More...

ଟମାଟୋ ବିକି କୋଟିପତି । କିଣିଲେ ଦାମୀ SUV କାର୍

କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଟମାଟୋ କିଣି ଖାଇବାକୁ ବାଧୁଥିବା ବେଳେ, ଟମାଟୋ ଚାଷ କରି ମାଲାମାଲ ହୋଇଛନ୍ତି ବ୍ୟବାସାୟୀ । ଏହିଭଳି ଜଣେ ଟାମାଟୋ ଚାଷି ଏବେ ଟମାଟୋ ବିକ୍ରି କରି କୋଟିପତି ହୋଇଯାଇଛନ୍ତି । କିଣିଛନ୍ତି ଏକ ଦାମୀ କାର୍ । କର୍ଣ୍ଣାଟକର ରାଜେସ୍ ନାମକ ଜଣେ ବ୍ୟକ୍ତି ଟମାଟୋ…
Read More...

ଭାରତଠୁ ଲଢୁଆ ବିମାନ ଓ ମିସାଇଲ୍ କିଣିବ ଆମେରିକାର ପଡୋଶୀ ରାଷ୍ଟ୍ର । ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଭାରତ

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ର ହେଉ କି ଅନ୍ୟାନ୍ୟ କ୍ଷେତ୍ର, ଭାରତ ଦୁନିଆରେ ଆଗକୁ ବଢିବା ପାଇଁ ନିଜର ଟାର୍ଗେଟ ସେଟ୍ କରିସାରିଛି । ଅସ୍ତ୍ରଶସ୍ତ୍ର ନିର୍ମାଣ ମାମଲାରେ ଭାରତ କେବଳ ଆତ୍ମନିର୍ଭରଶୀଳ ହେଉଛି ତା ନୁହେଁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ନିଜର ଦବଦବା ବନାଇବାକୁ ଚାହୁଁଛି ଭାରତ…
Read More...