Browsing Category

ଦେଶ ବିଦେଶ

ପ୍ଲେ ଅଫ ପାଇଁ ଲଢେଇ କରିବ ହାଇଦ୍ରାବାଦ । ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ…

କନକ ବ୍ୟୁରୋ : ଆଜି ଚଳିତ ଆଇପିଏଲର ଶେଷ ଲିଗ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ । ଫଳରେ ଏବେ ବ୍ୟାଟିଂ କରିବ ମୁମ୍ବାଇ ଦଳ । ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜି ଦୁଇଟି ଦଳ ପାଇଁ ଭାଗ୍ୟ ନିର୍ଦ୍ଧାରଣ କରିବ ଏହି ମ୍ୟାଚ । ହାଇଦ୍ରାବାଦ ଆଜି…
Read More...

କେବିସିରେ ପଚାରାଯାଇଥିବା ପ୍ରଶ୍ନକୁ ନେଇ ଅମିତାଭ ବଚ୍ଚନଙ୍କ ନାମରେ ମାମଲା । ପ୍ରଶ୍ନ ଆଳରେ ହିନ୍ଦୁଧର୍ମ ଗ୍ରନ୍ଥ ଉପରେ…

କନକ ବ୍ୟୁରୋ : ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ । ସୂଚନା ମୁତାବକ ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଅମିତା ବଚ୍ଚନଙ୍କ ନାମରେ ମାମଲା କରିଛନ୍ତି । ଶ୍ରୀ ପାୱାର ଅଭିଯୋଗ କରିଛନ୍ତି କି କେବିସିରେ ଅମିତାଭ ବଚ୍ଚନ ଯେଭଳି ପ୍ରଶ୍ନ ପଚାରୁଛନ୍ତି ତାହା…
Read More...

ପ୍ଲେ-ଅଫକୁ ବାଙ୍ଗାଲୋର ଟିମର ଏଣ୍ଟ୍ରି ପରେ ଇରଫାନଙ୍କ ମଜାଦାର ଟ୍ୱିଟ୍ । ବଲିଉଡ ଅନ୍ଦାଜରେ କହିଲେ, ହାରିକି ବି ଜିତିବା…

କନକ ବ୍ୟୁରୋ:  ଆଇପିଏଲର ଶେଷ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ମୁମ୍ବାଇ । ଆଜି ମ୍ୟାଚର ଫଳାଫଳ ସହ ସ୍ପଷ୍ଟ ହୋଇଯିବ ଚତୁର୍ଥ ଟିମ ଭାବେ କିଏ ପ୍ଲେ-ଅଫରେ ସାମିଲ ହେବ । ଏହାପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ପ୍ଲେ-ଅଫ୍ ଟିକେଟ ହାତେଇଥିବା ବେଳେ କୋଲକାତା ଓ…
Read More...

ଗୋଟିଏ ଦିନରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ୧.୨ ଲକ୍ଷ କୋଟିର କ୍ଷତି । ବିଶ୍ୱ ଧନୀ ତାଲିକାର 6 ନମ୍ବର ସ୍ଥାନରୁ ଖସି ୯…

କନକ ବ୍ୟୁରୋ : ସେୟାର ବଜାରରେ ରିଲିଆନ୍ସ କମ୍ପାନୀର ସେୟାର ଉପରେ ପଡିଛି ପ୍ରଭାବ । ଯାହା ଫଳରେ ଗୋଟିଏ ଦିନରେ କମ୍ପାନୀକୁ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏହା ସହ ମୁକେଶ ଅମ୍ବାନୀ ୫୧.୧୦୦ କୋଟି ଟଙ୍କା ହରାଇଛନ୍ତି । ଯାହା ଫଳରେ ଫୋବର୍ସ ବିଶ୍ୱ ଧନୀ ତାଲିକାରୁ ୩ ଟି ପାହାଚ…
Read More...

ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳୀ ସଫରାଜ୍ ନୱାଜ ସାଂଘାତିକ ଅଭିଯୋଗ । ଦାବି କରିଛନ୍ତି କି ପାକିସ୍ତାନର…

କନକ ବ୍ୟୁରୋ : ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନ୍ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳୀ ସଫରାଜ ନୱାଜ୍ । ସର୍ଫରାଜ କହିଛନ୍ତି କି ଇମ୍ରାନ ଖାନ୍ କୋକିନ୍ ନିଅନ୍ତି । ସର୍ଫରାଜଙ୍କର…
Read More...

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି: ୧୭ ଜିଲ୍ଲାର ୯୪ଟି ଆସନରେ ଚାଲିଛି ମତଦାନ; ୧୪୬୪ ଜଣ…

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୧୪୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୮୫ ଲକ୍ଷ ଭୋଟର । ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା…
Read More...

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର । ଆଜିଠାରୁ ମତଦାନ, ଡୋନାଲ୍ଡ ଟ୍ରମ୍ପ୍ ନିରାଶ । ଏକଜିଟ୍…

କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ ବିକାଶଶୀଳ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ଠାରୁ ମତଦାନ ଆରମ୍ଭ ହୋଇଛି । ଏଥର ନିର୍ବାଚନକୁ କରୋନା ମହାମାରୀ ପ୍ରଭାବିତ କରିଥିବା ବେଳେ ରିପବ୍ଲିକାନ ପାର୍ଟି ପକ୍ଷରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।…
Read More...

ଦେବଦୂତ ସାଜି ମୃତ୍ୟୁ ମୁହଁରୁ ଛଡାଇ ଆଣିଲେ ଉଦ୍ଧାରକାରୀ ଦଳ । ତୁର୍କୀ ଭୂମିକମ୍ପର ଛାତିଥରା ଦୃଶ୍ୟ…ଭୁଶୁଡା…

କନକ ବ୍ୟୁରୋ: ତୁର୍କୀରେ ପ୍ରକୃତିର ଭୟଙ୍କର ରୂପ । ଭୂମିକମ୍ପ ଝଟକା ପରେ ମାଡି ଆସିଲା ସୁନାମୀ । ମୁହୂର୍ତ୍ତକ ମଧ୍ୟରେ ମରୁଭୂମି ପାଲଟିଗଲା ଜନଗହଳୀ ପୂର୍ଣ୍ଣ ନଗରୀ । ଗତ ଶୁକ୍ରବାର ଅପରାହ୍ମରେ ତୁର୍କି ଓ ଗ୍ରୀସ ସୀମାରେ ତାଣ୍ଡବ ରଚିଥିଲା ପ୍ରକୃତି । ଭୂକମ୍ପର ଝଟକା ଏତେ ଭୟଙ୍କର ରହିଥିଲା…
Read More...

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ୬ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରଥମେ ଖେଳି ୧୫୨ର ରନ୍ କରିଥିଲା…

କନକ ବ୍ୟୁରୋ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ ପାଳିରେ ଦିଲ୍ଲୀ ୧୫୩ ରନର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୪ ୱିକେଟ ହରାଇ ଏହି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ୪୧ ବଲରେ ୫୪ ରନ୍ କରିଥିବାବେଳେ ଅଜିଙ୍କ୍ୟ…
Read More...

ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ୧୧ ନୂଆ ସାଂସଦ ନିର୍ବାଚିତ ସହ ୯୨ରେ ପହଁଞ୍ଚିଲା ବିଜେପିର ମୋଟ୍…

କନକ ବ୍ୟୁରୋ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ସୋମବାର ସଂସଦର ଉପର ସଦନକୁ ୧୧ ଜଣ ବିଜେପି ପ୍ରାର୍ଥୀ ନିର୍ବାଚିତ ହେବା ପରେ ଦଳୀୟ ସଦସ୍ୟଙ୍କ ସଂଖ୍ୟା ୯୨ରେ ପହଁଚିଛି । ଏଥିସହ ବିଜେପିର ଅନ୍ୟ ସହଯୋଗୀ ଦଳଙ୍କର ୧୮ ଜଣ ସଦସ୍ୟ ରହିଛନ୍ତି । ଅର୍ଥାତ ରାଜ୍ୟସଭାରେ ବର୍ତମାନ ଏନଡିଏର…
Read More...