Browsing Category

ଦେଶ ବିଦେଶ

ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି, ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ।

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ମୁତାବକ ଏଥର ବିଜେପିକୁ ହରାଇ ନିର୍ବାଚନ ଜିତିପାରେ ଆପ୍ । ପ୍ରତ୍ୟକ୍ଷ ନିର୍ବାଚନରେ କିଏ ହେଉଛନ୍ତି ମେୟର…
Read More...

ବୋରୱଲରେ ଫସିଲା କୁନି ଜୀବନ । ଯୁଦ୍ଧକାଳୀନ ଭିତିରେ ପ୍ରଶାସନର ଉଦ୍ଧାର କାମ ଜାରି

କନକ ବ୍ୟୁରୋ : ବୋରୱେଲ ଗାତରେ ଫଶି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର । ତନ୍ମୟ, ବାପା ସୁନୀଲ ଦିୟାବରଙ୍କ ସହ ବିଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ବୋରୱେଲର ଗଭୀର ୪ ଶହ ଫୁଟ…
Read More...

୨୬ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଲେ କୋର୍ଟ। ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ।

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି । ଗର୍ଭସ୍ଥ ଶିଶୁର ସ୍ନାୟୁଗତ ସମସ୍ୟା ହେତୁ ମହିଳା ଜଣକ ୩୩ ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ମାଗିଥିଲେ । ମହିଳା ଜଣକ ଦାବି କରିଛନ୍ତି, ସେ ଗର୍ଭବତୀ ହେବା ପରଠାରୁ ଅନେକ…
Read More...

ରୁଷ ଉପରେ ଭାରି ପଡୁଛି ୟୁକ୍ରେନ: କ୍ରେମଲିନର ଦୁଇଟି ବିଶାଳ ଏୟାରବେସ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

କନକ ବ୍ୟୁରୋ: ରୁଷିଆର ସବୁଠାରୁ ସୁରକ୍ଷିତ ଥିବା ଦୁଇ ଏୟାରବେସ୍ ଉପରେ ୟୁକ୍ରେନ୍ କରିଛି ଡ୍ରୋନ ମାଡ । ଏହି ଡ୍ରୋନ୍ ଆକ୍ରମଣରେ ରୁଷିଆର ୨ଟି ଆଣବିକ ବମ୍ପର ମଧ୍ୟ ନଷ୍ଟ ହୋଇଯାଇଛି । ଏହି ଘଟଣା ପରେ ୟୁକ୍ରେନରୁ ଅଧିକ ଆକ୍ରମଣ ହେବାର ଆଶଙ୍କାଦୃଷ୍ଟିରୁ ରୁଷିଆର ଅନ୍ୟ ଏୟାରବେସ ଗୁଡିକୁ…
Read More...

ଭାରତର ମିସାଇଲ ପରୀକ୍ଷଣ ପୂର୍ବରୁ ଛାନିଆ ହେଲାଣି ଚୀନ: ହିନ୍ଦ ମହାସାଗରରେ ଗୁଇନ୍ଦା ଜାହାଜକୁ ଓହ୍ଲାଇଲା ଡ୍ରାଗନ

କନକ ବ୍ୟୁରୋ: ଭାରତ କରିବ ମିସାଇଲ ପରୀକ୍ଷଣ, ଛାନିଆ ହେଲାଣି ଚୀନ । ଆଗାମୀ ସପ୍ତାହରେ ଭାରତୀୟ ସେନା ଅବଦୁଲ କଲାମ ଦ୍ୱୀପରୁ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି । ଏହାକୁ ନେଇ ଚୀନ ବିଚଳିତ ହୋଇପଡିଛି । କେବଳ ସେତିକି ନୁହେଁ ପରୀକ୍ଷଣ ଉପରେ କଡ଼ା ନଜର ରଖିଥିବା ଡ୍ରାଗନ ହିନ୍ଦ…
Read More...

ଏକ୍ସିଟ ପୋଲର ଆକଳନ: ଦିଲ୍ଲୀ ଏମସିଡି ନିର୍ବାଚନରେ ପଦ୍ମ ଓ ହାତକୁ ସଫା କରିପାରେ ଝାଡୁ

କନକ ବ୍ୟୁରୋ: ଗୁଜରାଟରେ କିଏ ସରକାର ଗଠନ କରିବ ଓ କାହାକୁ ଆଗାମୀ ୫ବର୍ଷ ପାଇଁ ଅପେକ୍ଷା କରିବାକୁ ପଡିବ ତାହା ଡିସେମ୍ବର ୮ ତାରିଖର ଭୋଟ ଗଣତିରେ ସ୍ପଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଏକ୍ସିଟ୍ ପୋଲ ସାମ୍ନାକୁ ଆସିଛି । ବିଭିନ୍ନ ଏକ୍ସିଟ ପୋଲ ସମାନ କଥା କହୁଛି ଯେ ଲଗାତାର ୭ଥର ପାଇଁ…
Read More...

ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରାରେ ଅଶାନ୍ତ ମାହୋଲ। ସ୍ଥିତିକୁ ସମ୍ଭାଳିବା ପାଇଁ ସାରା ସହରରେ ୧୪୪ ଧାରା ଜାରି।

କନକ ବ୍ୟୁରୋ: କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା । ଶାହି ଇଦଗାହରେ ହନୁମାନ ଚାଳିଶା ପାଠ କରିବା ପାଇଁ ଭାରତ ହିନ୍ଦୁ ମହାସଭା ଘୋଷଣା କରିବା ପରେ ଏଠାରେ ସୁରକ୍ଷା ଛାଉଣୀ କରାଯାଇଛି । ମଥୁରାରେ ଅନ୍ୟ ସହରରୁ ଆସୁଥିବା ଯାନବାହାନ ଉପରେ କଡ଼ା ନଜର ରଖାଯାଇଛି । ସ୍ଥାନେ…
Read More...

ଭାରତର ଅର୍ଥନୀତିକୁ ନେଇ ବିଶ୍ୱ ବ୍ୟାଙ୍କର ବଡ ଆକଳନ। ଚଳିତ ବିତ୍ତୀୟ ବର୍ଷରେ ୬ ଦଶମିକ୍ ୯ ପ୍ରତିଶତକୁ ବୃଦ୍ଧି ପାଇବ…

କନକ ବ୍ୟୁରୋ: ଭାରତର ଅର୍ଥନୀତିକୁ ନେଇ ବଡ଼ ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍ । ଚଳିତ ବିିତ୍ତୀୟ ବର୍ଷରେ ଭାରତର ଜିଡିପି ୬ ଦଶମିକ୍ ୯ ପ୍ରତିଶ୍ରତକୁ ବୃଦ୍ଧି ପାଇବ ବୋଲି ବୁଧବାର ବିଶ୍ୱ ବ୍ୟାଙ୍କ୍ ଏକ ରିପୋର୍ଟରେ ପ୍ରକାଶ କରିଛି । କଡା ମନିଟାରୀ ପଲିସି ଏବଂ ଦରଦାମ ବୃଦ୍ଧି ଦେଶର ଏହି ବିକାଶ…
Read More...

ଭୀମା କୋରେଗାଓଁ ହିିଂସା ମାମଲା, ବିବଦୀୟ ଟ୍ୱିଟ ପାଇଁ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ

କନକ ବ୍ୟୁରୋ : ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ୨୦୧୮ର ଏକ ବିବାଦୀୟ ଟ୍ୱିଟ୍ ପାଇଁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାଥନା କରିଛନ୍ତି । ସେ ଦିଲ୍ଲୀ ହାଇକୋର୍ଟଙ୍କ ଠାରେ ନିସର୍ତ୍ତ କ୍ଷମା ପ୍ରାଥନା କରିଛନ୍ତି । ୨୦୧୮ ଭୀମା କୋରେଗାଓଁ ମାମଲାର ବିଚାର କରୁଥିବା ଜଷ୍ଟିସ…
Read More...

ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଚାର୍ଜସିଟ୍ ଦାଖଲ, ଆଶିଷ ମିଶ୍ରା ଦୋଷୀ ସାବ୍ୟସ୍ତ !

କନକ ବ୍ୟୁରୋ : ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ଗାଡି ଚଢାଇ ମାରିଦେବା ମାମଲାରେ କୋର୍ଟ ୧୪ ଜଣ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ଓ ଅନ୍ୟ ଧାରାରେ ଦୋଷୀ କରାଯାଇଛି । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ।…
Read More...