Browsing Category

ଦେଶ ବିଦେଶ

ୟୁକ୍ରେନର ଏମିତି ଏକ ସହର, ଯେଉଁଠି ପରାଜୟ ହୋଇ ପଛକୁ ହଟିଲା ଋଷ । ଅନେକ କ୍ଷୟକ୍ଷତି ହୋଇଥିବା ଆକଳନ

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧା ଆଜକୁ ପ୍ରାୟ ୯ମାସ ବିତିଗଲାଣି । ତଥାବି ଯୁଦ୍ଧ ସମାପ୍ତିର କୌଣସି ଆଶଂକା ଦେଖାଯାଉନାହିଁ । ଦୁନିଆର ଶକ୍ତିଶାଳି ରାଷ୍ଟ୍ର ମଧୟରେ ଆସୁଥିବା ଋଷ ଫେବ୍ରୁଆରୀ ୨୪ତାରିଖ ୨୦୨୨ରେ ୟୁକ୍ରେନ୍ ଉପରେ ପ୍ରଥମ ଆକ୍ରମଣ କରିଥିଲା । ଆକ୍ରମଣ କରିବାର ଏକ ସପ୍ତାହ…
Read More...

ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ସଂସଦ ଚଳାଇବାରେ ସବୁଦଳ କରନ୍ତୁ ସହଯୋଗ

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦରେ ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ତି କି, ଦେଶ ଏବେ ଆଜାଦୀ କା ଅମୃତ କାଳରେ ଆଗକୁ ବଢୁଛି । ଏହସହ ଦେଶରେ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କିରବାର ସୁଯୋଗ ମିଳିଥିବାରୁ ସେ…
Read More...

ଏମସିଡି ନିର୍ବାଚନରେ ବିଜୟ ଅଭିମୁଖେ ଆମ ଆଦମୀ ପାର୍ଟି । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ଆପ୍,…

କନକ ବ୍ୟୁରୋ : ଚାଲିଛି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଭୋଟ ଗଣତି । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଆସିବ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେପିକୁ ପଛରେ ପକାଇଦେଇଛି ଆପ୍ । ମୋଟ ୨୫୦ ଆସନରୁ ୧୩୦ରୁ ଅଧିକ ଆସନରେ ଆଗୁଥିବା ବେଳେ ଥିବା ବେଳେ ବିଜେପି ୧୦୦ ଟି…
Read More...

ବୋରୱେଲ୍ ଭିତରେ ଅଚେତ୍ ହୋଇଯାଇଛି ତନ୍ମୟ ! ମିଳୁନି କୌଣସି ପ୍ରିତିକ୍ରିୟା

କନକ ବ୍ୟୁରୋ : ବୋରୱେଲରେ ଫସିଥିବା ତନ୍ମୟ କେମିତି ଅଛନ୍ତି । ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରୁଛି କି ନାହିଁ? ତାଙ୍କ ପାଖରେ ଠିକ୍ ଭାବେ ଅକ୍ସିଜେନ୍ ପହଞ୍ଚୁଛି କି ନାହିଁ ? ଉଦ୍ଧାର କାର୍ଯ୍ୟ କେତେ ଦୁର ଆଗେଇଲାଣି? ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଥିବା ବେଳେ ଯାହା…
Read More...

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବାଂଲାଦେଶ । ଦ୍ୱିତୀୟ ଦିନିକିଆରେ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଲା ଟିମ୍…

କନକ ବ୍ୟୁରୋ : ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିବ ବାଂଲାଦେଶ । ଅନ୍ୟପଟେ ଏହି ମ୍ୟାଚକୁ କଳେ ବଳେ କୌଶଳେ ଜିତିବାକୁ ଚାହିଁବ ଟିମ୍ ଇଣ୍ଡିଆ । କାରଣ ପ୍ରଥମ…
Read More...

ଏକଛତ୍ରବାଦୀ ଉତରକୋରିଆ ଶାସକଙ୍କ ଭୟଙ୍କର ଦଣ୍ଡ, ଆମେରିକୀୟ ସିନେମା ଦେଖିବାରୁ ଦୁଇ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା

କନକ ବ୍ୟୁରୋ : ଉତରକୋରିଆର ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ତ କେତେବେଳେ କଠୋର ଆଇନ ବ୍ୟବସ୍ଥାକୁ ନେଇ । ହେଲେ ଏଥର କଠୋର ଆଇନ ବ୍ୟବସ୍ଥାର ସବୁ ସୀମା ଟପି ଯାଇଛନ୍ତି କିମ୍ ଓନ୍ ଜଙ୍ଗ  । ଦେଶର ଦୁଇଜଣ…
Read More...

ବାଂଲାଦେଶ ବିପକ୍ଷରେ ସିରିଜ ହାରିଲେ ରୋହିତଙ୍କୁ ଲାଗିପାରେ ବଡ ଝଟକା । ବିସିସିଆଇ ନେଇପାରେ ବଡ ନିଷ୍ପତ୍ତି ।

କନକ ବ୍ୟୁରୋ : ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ ଶେର-ଏ-ବାଂଲା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ବାଂଲାଦେଶ ସିରିଜ କବଜା କରିବା ଲକ୍ଷ୍ୟରେ ରହିଥିବା ବେଳେ ଭାରତ ପାଇଁ ଏହି ମ୍ୟାଚ ଏବେ ସମ୍ମାନର ଲଢେଇ ସାଜିଛି । କାରଣ ପ୍ରଥମ ଦିନିକିଆରେ ଭାରତ ପରାଜିତ ହୋଇ ସିରିଜରେ…
Read More...

୧୬ ବର୍ଷ ପରେ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ରୋନାଲ୍ଡୋଙ୍କ ଟିମ୍ । ଦେଖନ୍ତୁ, କେଉଁ ଦଳ ସହ ଖେଳିବ…

କନକ ବ୍ୟୁରୋ: ଚମତ୍କାର ପ୍ରଦର୍ଶନ ସହିତ ଫିିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ପର୍ତ୍ତୁଗାଲ । ମଙ୍ଗଳବାର ରାତିରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଦଳ ସ୍ୱିଜରଲ୍ୟାଣ୍ଡକୁ ୬-୧ର ବଡ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି । ତେବେ ଆଗାମୀ…
Read More...

ବଡ କମ୍ପାନୀରେ ବି କର୍ମଚାରୀ ହୁଅନ୍ତି ହିଂସା ଓ ଉତ୍ପୀଡନର ଶିକାର । ୨୨.୮ ପ୍ରତିଶତ କର୍ମଚାରୀ ସହ୍ୟ କରନ୍ତି…

କନକ ବ୍ୟୁରୋ: ଗରିବ, ଶ୍ରମିକମାନେ ଖାଲି ଯେ କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନାର ଶିକାର ହୁଅନ୍ତି ତାହା ନୁହେଁ , ବଡ ବଡ କମ୍ପାନୀରେ କର୍ମଚାରୀମାନେ ମଧ୍ୟ ଉତ୍ପୀଡନାର କିମ୍ବା ହିଂସାର ଶିକାର ହୋଇଥାନ୍ତି । ଜାତିସଂଘ ଏବଂ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନ ପକ୍ଷରୁ ମିଳିତ ଭାବେ କରାଯାଇଥିବା…
Read More...

ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି :…

କନକ ବ୍ୟୁରୋ: କେହି ଖାଲି ପେଟରେ ଶୋଇବାକୁ ଯିବା ଉଚିତ୍ ନୁହେଁ । ଏକ ମାମଲାର ବିଚାର କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ଖାଦ୍ୟ ସମସ୍ତଙ୍କ ପାଖରେ ପହଞ୍ଚୁଛି, କେହି ଖାଲି ପେଟରେ ଶୋଉନଥିବା ସୁନିଶ୍ଚିତ କରିବା ଆମର ସଂସ୍କୃତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଦିଆଯାଉଥିବା ଖାଦ୍ୟଶସ୍ୟ…
Read More...