Browsing Category

ଦେଶ ବିଦେଶ

ବିଶ୍ୱବ୍ୟାଙ୍କର ସତର୍କବାଣୀକୁ ନେଇ ଚିନ୍ତାରେ ଭାରତ, ‘ମଣିଷର ସହିବା ସୀମା ଟପିବ ତାପମାତ୍ରା’

କନକ ବ୍ୟୁରୋ : ପ୍ରତିବର୍ଷ ଦେଶରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଉଛି । ଏଭଳି ଜଳବାୟୁ ପରିବର୍ତ୍ତନ ଫଳରେ ସଠିକ ସମୟରେ ଶୀତ ଅନୁଭବ ହେଉନଥିବା ବେଳେ ବର୍ଷା ହେବାର କିଛି ତାଳମେଳ ରହୁନାହିଁ । ସବୁଠାରୁ ବଡକଥା କି ଜଳବାୟୁ…
Read More...

୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ! ସେମାନଙ୍କ ଦୋଷ ଥିଲା ଏତିକି ଯେ…

କନକ ବ୍ୟୁରୋ: ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ,…
Read More...

ମାତ୍ର ୧୦ ଟଙ୍କାରେ ପେଟପୁରା ଖାଇବାକୁ ଦେଉଛନ୍ତି ଯୁବକ । ଆନନ୍ଦ ମହିନ୍ଦ୍ରା ଖୁସି ହୋଇ ମାଗିଲେ ଠିକଣା ଏବଂ…

କନକ ବ୍ୟୁରୋ: ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ତାଙ୍କର ଅନେକ ଟ୍ୱିଟ୍ ଅନେକ ସମୟରେ ଭାଇରାଲ ହେଉଥିବା ଦେଖାଯାଏ । ଏବେ ତାଙ୍କର ଆଉ ଏକ ନୂଆ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏଥର ଜଣେ…
Read More...

ମୁମ୍ବାଇର ୩ ବଡ ଷ୍ଟେସନକୁ ଉଡାଇଦେବାକୁ ଧମକ । ପୋଲିସ ହାତରେ ଧରାପଡିଲା ସନ୍ଦିଗ୍ଧ

ବ୍ୟରୋ ରିପୋର୍ଟ: ମହରାଷ୍ଟ୍ରରୁ ବଡ ଖବର । ଜଣେ ଅଜ୍ଞାତ ବ୍ୟକ୍ତି ନବୀ ମୁମ୍ବାଇର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଦାଦର, କୁର୍ଲା, ସିଏସଏମଟି ପରି ୩ଟି ବଡ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା । ହେଲେ ପୋଲିସର ତନାଘନା ପରେ ଫୋନ କରି ଧମକ…
Read More...

ବିମୁଦ୍ରିକରଣ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କନକ ବ୍ୟୁରୋ : ୨୦୧୬ ମସିହାରେ ହୋଇଥିବା ବିମୁଦ୍ରିକରଣକୁ ଭୁଲ ନିଷ୍ପତ୍ତି ବୋଲି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ସରିବା ପରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ଏହା ସହ କୋର୍ଟ ସମସ୍ତ ପକ୍ଷଙ୍କୁ ୨ ଦିନ ମଧ୍ୟରେ…
Read More...

ଦିଲ୍ଲୀର ଦିଲ୍ ଜିତିଲା ଆପ୍ । ୧୩୪ ଆସନରେ ବିଜୟ ସହ ଏମସିଡି ନିର୍ବାଚନରେ ମାରିଲା ବାଜି, ୧୫ ବର୍ଷ ପରେ ବିଜେପି ହାତରୁ…

କନକ ବ୍ୟୁରୋ : ଦିଲ୍ଲୀର ଦିଲ୍ ଜିତିନେଲେ କେଜ୍ରିୱାଲ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଦେଖାଇଲ ଦମ୍ । ୧୩୪ ଆସନରେ ବିଜୟ ସହ ଦିଲ୍ଲୀ ଏମସିଡି ଦଖଲକୁ ନେଇଛି ଆମ୍ ଆଦମୀ ପାର୍ଟି । ଏହାସହ ଦୀର୍ଘ ୧୫ ବର୍ଷ ଧରି ବିଜେପିର ଗଡ ଥିବା ଏମସିଡିକୁ କରାୟତ୍ତ କରିଛି କେଜ୍ରିୱାଲଙ୍କ ଆପ୍ ।…
Read More...

ଏତଲା ନରଖିଲେ କାର୍ଯ୍ୟାନୁଷ୍ଠାନ। ପୁଲିସକୁ ସତର୍କ କରାଇଲେ ହାଇକୋର୍ଟ।

କନକ ବ୍ୟୁରୋ: ଏତଲା ପଞ୍ଜୀକରଣରେ ପୁଲିସ ନିଷ୍କ୍ରିୟତାକୁ ନେଇ ହାଇକୋର୍ଟ କଡା ଆଭିମୂଖ୍ୟ ଗ୍ରହଣ କରିଛନ୍ତି । ବାରମ୍ବାର ତାଗିଦ୍ ସତ୍ୱେ ପୁଲିସ ଅଧିକାରୀମାନେ ନିୟମ ଅବହେଳା କରୁଥିବାରୁ ସେମାନଙ୍କୁ ସତର୍କ କରାଇଛନ୍ତି କୋର୍ଟ । ନିୟମ ପାଳନ କରୁନଥିବା ଅଫିସରଙ୍କ ବିରୋଧରେ ଦୃଢ…
Read More...

ଆପ୍ ସାଂସଦ ସଂଜୟ ସିଂଙ୍କ ଦମ୍ଭୋକ୍ତି, ୨୦୨୪ ରେ ମୋଦୀଙ୍କ ସହ ହେବ କେଜ୍ରିୱାଲଙ୍କ ଲଢେଇ

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମର ୨୫୦ ଟି ୱାର୍ଡ ପାଇଁ ହୋଇଥିବା ଭୋଟଗ୍ରହଣ ପରେ ଆଜି ଗଣତି ଚାଲିଛି । ଗଣତିରୁ ଆସୁଥିବା ଟ୍ରେଣ୍ଡ ମୁତାବକ ୧୫ ବର୍ଷ ଧରି ଏମସିଡିରେ ବିଜେପି ଶାସନ ଶେଷ ହେବାକୁ ଯାଉଛି ଓ ସେଠାରେ ଆମ୍ ଆଦମୀ ପାର୍ଟି ଦଖଲ କରୁଛି । ହେଲେ କଂଗ୍ରେସ ଅନ୍ୟଥର ଠାରୁ ଏଥର ଖରାପ…
Read More...

ୟୁକ୍ରେନର ଏମିତି ଏକ ସହର, ଯେଉଁଠି ପରାଜୟ ହୋଇ ପଛକୁ ହଟିଲା ଋଷ । ଅନେକ କ୍ଷୟକ୍ଷତି ହୋଇଥିବା ଆକଳନ

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧା ଆଜକୁ ପ୍ରାୟ ୯ମାସ ବିତିଗଲାଣି । ତଥାବି ଯୁଦ୍ଧ ସମାପ୍ତିର କୌଣସି ଆଶଂକା ଦେଖାଯାଉନାହିଁ । ଦୁନିଆର ଶକ୍ତିଶାଳି ରାଷ୍ଟ୍ର ମଧୟରେ ଆସୁଥିବା ଋଷ ଫେବ୍ରୁଆରୀ ୨୪ତାରିଖ ୨୦୨୨ରେ ୟୁକ୍ରେନ୍ ଉପରେ ପ୍ରଥମ ଆକ୍ରମଣ କରିଥିଲା । ଆକ୍ରମଣ କରିବାର ଏକ ସପ୍ତାହ…
Read More...

ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ସଂସଦ ଚଳାଇବାରେ ସବୁଦଳ କରନ୍ତୁ ସହଯୋଗ

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦରେ ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କହିଛନ୍ତି କି, ଦେଶ ଏବେ ଆଜାଦୀ କା ଅମୃତ କାଳରେ ଆଗକୁ ବଢୁଛି । ଏହସହ ଦେଶରେ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କିରବାର ସୁଯୋଗ ମିଳିଥିବାରୁ ସେ…
Read More...