Browsing Category

ଦେଶ ବିଦେଶ

ଦିଲ୍ଲୀ ଟିମରେ ସ୍ଥାନ ପାଇଲେ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର, ବିଜୟ ମର୍ଚେଣ୍ଟ ଟ୍ରଫି ପାଇଁ ମନୋନୀତ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କୁ ଦିଲ୍ଲୀ ଟିମରେ ସାମିଲ କରାଯାଇଛି । ଆର୍ଯ୍ୟବୀରଙ୍କୁ ବିଜୟ ମାର୍ଚେଣ୍ଟ ଟ୍ରଫିର ଅଣ୍ଡର-୧୬ ଟିମରେ ସାମିଲ କରାଯାଇଛି । ଆର୍ଯ୍ୟବୀର ଜଣେ ବ୍ୟାଟ୍ସମ୍ୟାନ ଓ ସେ ତାଙ୍କ ବାପାଙ୍କ ଭଳି…
Read More...

ଯୁବତୀଙ୍କୁ ଅପହରଣ , ହତ୍ୟା ମାମଲାରେ ଜେଲ ଭୋଗୁଛନ୍ତି ଯୁବକ । ହେଲେ ୮ ବର୍ଷ ପରେ ଜିଇଁ ଉଠିଲେ ଯୁବତୀ! ଏପରି ଥିଲା…

କନକ ବ୍ୟୁରୋ: ବିନା ଦୋଷରେ ଜେଲରେ କଟିଗଲା ଯୌବନ । ମାନସମ୍ମାନ ସହ ନଷ୍ଟ ହୋଇଗଲା ଭବିଷ୍ୟତ । ଯେଉଁ ଯୁବତୀଙ୍କ ହତ୍ୟା ମାମଲାରେ ହୋଇଥିଲା ଜେଲ ଦଣ୍ଡ ସେ ଏବେ ଜୀବିତ ।କାନକୁ କଡା ଲାଗୁଥିଲେ ବି ଏହାସତ । ଉତ୍ତରପ୍ରଦେଶ ଆଲିଗଡରେ ଘଟିଛି ଏଭଳି ଘଟଣା । ଯେଉଁ ଯୁବତୀଙ୍କ ହତ୍ୟା କରିବା ଅଭିଯୋଗରେ…
Read More...

ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଆରମ୍ଭ କରିବେ ‘ମହିଳା ଯୋଡୋ ଯାତ୍ରା’ । ୨ ମାସ ଧରି ଚାଲିବ ଅଭିଯାନ ।

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିଥିବା ‘ଭାରତ ଯୋଡୋ’ ଅଭିଯାନରେ ଲୋକଙ୍କ ସମର୍ଥନ ବଢୁଥିବା ଦେଖିବାକୁ ମିଳିବା ପରେ ଏବେ ଆଉ ଏକ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସକୁ ପୁଣିଥରେ ଉଭାରୀବାକୁ ପ୍ରିୟଙ୍କା ଅରମ୍ଭ କରିବେ ‘ମହିଳା ଯୋଡୋ…
Read More...

ଗୁଜରାଟରେ କଂଗ୍ରେସ ଓ ଆପ୍, ମିଳତ ଭାବେ କରିବେ ସରକାର ? ଜାଣନ୍ତୁ କଣ କହିଲେ ମନୀଷ ସିସୋଦିଆ ?

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ, ହିମାଚଳ ଓ ଗୁଜରାଟ ବିଧାନସଭା ନିିର୍ବାଚନ ନେଇ ଭୋଟ ଗ୍ରହଣ ପରେ ଏକଜିଟପୋଲକୁ ନେଇ ଚାରିଆଡେ ଚର୍ଚ୍ଚା । ଏକଜିଟ ପୋଲ ମୁତାବକ ୧୫ ବର୍ଷ ପରେ ଦିଲ୍ଲୀ ନଗରନିଗମ ବିଜେପି ହାତରୁ ଯାଉଛି ଓ ପ୍ରଥମଥର ପାଇଁ ସେଠାରେ ବହୁମତ ହାସଲ କରିବାକୁ ଯାଉଛି ଆମ୍ ଆଦମୀ…
Read More...

ଏବେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାରଙ୍କୁ ମିଳିବ ନିଯୁକ୍ତି , ଜାଣନ୍ତୁ କେଉଁ କେଉଁ ଫର୍ମାଟ ପାଇଁ ହୋଇଛନ୍ତି…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହିଳା ଅମ୍ପାୟାର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ…
Read More...

ତୃଣମୂଳ କଂଗ୍ରେସର ପ୍ରବକ୍ତାଙ୍କୁ ବାନ୍ଧିଲା ଗୁଜରାଟ ପୋଲିସ, ଜାଣନ୍ତୁ କାରଣ

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମମତାଙ୍କ ଅତି ନିକଟତର କୁହାଯାଉଥିବା ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି । ତାଙ୍କୁ ସୋମବାର ଦିନ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରାଯାଇଛି । ଗୁଜରାଟ ମୋରବୀ ଠାରେ ହୋଇଥିବା ପୋଲ ଦୁର୍ଘଟଣାରେ ସେ…
Read More...

କେତେ ବାଟ ଆଗେଇଲାଣି ଅଯୋଧ୍ୟା ରାମମନ୍ଦିରର ନିର୍ମାଣ କାର୍ଯ୍ୟ? ଭକ୍ତଙ୍କ ମଧ୍ୟରେ ବଢୁଛି ଉତ୍ସାହ,  ଦେଖନ୍ତୁ ରାମ…

କନକ ବ୍ୟୁରୋ : ଅଯୋଧ୍ୟାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ମନ୍ଦିର କାର୍ଯ୍ୟ ଏବେ ଜୋରସୋରରେ ଆଗକୁ ବଢୁଛି । ଏବେ ଏହି ମନ୍ଦିରରେ ସ୍ତମ୍ଭ ନିର୍ମାଣ କାମ ଆରମ୍ଭ ହୋଇଛି । ରାମ ମନ୍ଦିରର ପ୍ରଥମ ସୋପାନରେ ୧୬୬ଟି ସ୍ତମ୍ଭ ଲଗାଯିବ । ଏହି ସ୍ତମ୍ଭ ୨ ୦ ଫୁଟ…
Read More...

କଲମ୍ବିଆରେ ଭୂସ୍ଖଳନ: ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ , ୩୪ ମୃତ

କନକ ବ୍ୟୁରୋ: ଦକ୍ଷିଣ ଆମେରିକାର ଗେଟୱେ କୁହାଯାଉଥିବା କଲମ୍ବୋରେ ପୁଣି ଥରେ ଭୟଙ୍କର ଭୂସ୍ଖଳନ ଘଟିଛି । ଫଳରେ ଏକ ଯାତ୍ରୀବାହୀ ବସ୍ ମାଯି ତଳେ ଦବି ହୋଇଯିବାରୁ ୩୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି…
Read More...

ହାଇଦ୍ରାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିଶ୍ୱର ସବୁଠୁ ବଡ କାର୍ଗୋ ବିମାନ । ତିମି ମାଛ ପରି ରୂପରେଖ ।

କନକ ବ୍ୟୁରୋ: ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠୁ ବଡ କାର୍ଗୋ ବିମାନ । ମଙ୍ଗଳବାର ଏୟାରବସ୍ ବେଲୁଗା ଅବତରଣ କରିଛି । ଇଏ ଏଭଳି ଏକ କାର୍ଗୋ ବିମାନ ଯେଉଁଥିରେ ଆମେରିକାର କେନେଡି ସ୍ପେସ୍ ସେଣ୍ଟରକୁ ସାଟେଲାଇଟ୍ ବୁହା ହୋଇ ପଠାଯାଇଛି ।…
Read More...

ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ସୋ’ ମାଧ୍ୟମରେ ଦର୍ଶକଙ୍କୁ କହିବେ ଯୁଦ୍ଧ ପରିସ୍ଥିତିର…

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଡିସ୍କଭରି ଚ୍ୟାନେଲର ଲୋକପ୍ରିୟ ସୋ’ ମ୍ୟାନ୍ ଭରସେସ୍ ୱାଇଲ୍ଡରେ ନଜର ଆସିବେ ୟୁକ୍ରେନ୍ ରାଷ୍ଟ୍ରପତି । ମ୍ୟାନ୍ ଭରସେସ୍ ୱାଇଲ୍ଡର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ଜଙ୍ଗଲ ବୁଲିବେ ଜେଲେନସ୍କି । ନିକଟରେ ବେୟର୍…
Read More...