Browsing Category

ରାଜ୍ୟ

ବେଗୁନିଆରେ ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ । ବାପା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇ…

କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ । ତାଙ୍କର ଏହି ତିରୋଧାନ ଦିବସରେ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କୁ ମନେ ପକାଉଛି ସାରା ରାଜ୍ୟ   । ସାହିତ୍ୟ ରାଜନୀତି, ସାମ୍ବାଦିକତାରେ ଥିଲେ ସେ ତ୍ରିବେଣୀ ସଙ୍ଗମ । ସଂସ୍କୃତରେ ଥିଲା…
Read More...

ବିଜେଡିର ପୁରୀ ପ୍ଲାନ୍ । ୨୦୧୯ ବିଧାନସଭା ପରାଜୟର ପୋଷ୍ଟମର୍ଟମ, ୨୪’ ବିଜୟ ପାଇଁ ରୋଡ୍ ମ୍ୟାପ୍

କନକ ବ୍ୟୁରୋ: ଏଥର ପୁରୀ ଲୋକସଭା ଓ ବିଧାନସଭା ଆସନକୁ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେଡି ନେତା ଓ କର୍ମୀ । ବିଜେପି ହାତରୁ ପୁରୀ ଓ ବ୍ରହ୍ମଗିରିକୁ ଛଡାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପୁରୀରୁ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସୁନିଲ…
Read More...

ଯୁବ ଭୋଟରଙ୍କ ଉପରେ ରାଜନୈତିକ ଦଳର ନଜର । ପ୍ରାର୍ଥୀ ଘୋଷଣା ବେଳେ ଯୁବ ନେତୃତ୍ୱକୁ ଅଗ୍ରାଧିକାର

କନକ ବ୍ୟୁରୋ: ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ । ଏହି ଧାରାରେ ତିନି ରାଜନୈତିକ ଦଳଙ୍କ ପ୍ରାର୍ଥୀ ତାଲିକାରେ ଅଗ୍ରାଧିକାର ପାଇଛନ୍ତି ଯୁବ ଭୋଟର । ରାଜ୍ୟରେ ୩.୩୨ କୋଟି ହେଉଛନ୍ତି ଭୋଟର । ୭ ଲକ୍ଷ ୫୪ ହଜାର ରହିଛନ୍ତି ନବାଗତ ଭୋଟର । ତିନି ଦଳରେ ପ୍ରମୁଖ ନେତାଙ୍କ ସ୍ଥାନରେ ଯୁବ…
Read More...

ସମ୍ବଲପୁରରେ ଜୋରଦାର ଲଢ଼େଇ । ରେଙ୍ଗାଲୀ ଓ ଚିପିଲିମାରେ ପ୍ରଚାର କଲେ ପ୍ରଣବ । ବୁର୍ଲାରେ ବିଜେପି ପ୍ରାର୍ଥୀ…

କନକ ବ୍ୟୁରୋ: ସମ୍ବଲପୁର ସଂସଦୀୟ କ୍ଷେତ୍ର ଉପରେ ରହିଛି ସାରା ରାଜ୍ୟର ନଜର । କାରଣ ଏଠି ଲଢ଼େଇ କେବଳ ରାଜନୈତିକ ହେଉନି ବରଂ ସମ୍ମାନର ଲଢ଼େଇ ପାଲଟିଯାଇଛି । ଆଉ ଏହାରି ଭିତରେ ସମ୍ବଲପୁରର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଭୋଟ୍ ମାଗିଛନ୍ତି ପ୍ରଣବ ପ୍ରକାଶ ଦାସ । ତାଲବ ଗାଁରେ…
Read More...

ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଘେରିଲେ ମହିଳା । କହିଲେ ପାଣି ନାହିଁ ତ ଭୋଟ ନାହିଁ । ଟ୍ୱିଟ୍ କରି କଟାକ୍ଷ…

କନକ ବ୍ୟୁରୋ: ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ରଙ୍କୁ ଘେରିଲେ ମହିଳା । କେଶଦୁରାପାଳ କୁରାଳ ସାହିରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯାଇଥିବା ବେଳେ ପାଣି ସମସ୍ୟା ନେଇ ସ୍ଥାନୀୟ ମହିଳା ବଦ୍ରି ପାତ୍ରଙ୍କୁ ଘେରିଥିଲେ । ଆଉ ଏହାପରେ ଏହି ଘଟଣାକୁ ନେଇ ପ୍ରକାଶ ପାଇଥିବା ଖବରକୁ…
Read More...

ଭୁବନେଶ୍ୱର ରାଜନୀତିରେ ହଲଚଲ । ବିଜେଡି ଛାଡିପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ମିଶିବା ନେଇ ଜୋରଦାର ଚର୍ଚ୍ଚା…

କନକ ବ୍ୟୁରୋ: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ବିଜେପି ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଜୋରଦାର ପ୍ରଚାର ଚଳାଇଛନ୍ତି । ହେଲେ ଏତିକିବେଳେ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ…
Read More...

୨୧ ରାଜ୍ୟର ୧୦୨ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେଲା ସିଲ୍ । ସାମିଲ ହେଲେ ୬୦ ପ୍ରତିଶତରୁ ଅଧିକ ମତଦାତା ।…

କନକ ବ୍ୟୁରୋ: ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ବିଭିନ୍ନ ରାଜନୈତିକ ଦଳର ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ୧୬.୬୩ କୋଟି ଭୋଟରଙ୍କ ହାତରେ ଥିବାବେଳେ, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ୬୦ ପ୍ରତିଶତ ମତଦାତା । ପ୍ରଥମ ପର୍ଯ୍ୟାୟ ଲୋକସଭା…
Read More...

ଏପ୍ରିଲ ମାସରେ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ ରେକର୍ଡ । ୨୧ ତାରିଖରୁ ବଦଳିପାରେ ପାଗ । ୨୫ ପରେ ପୁଣି ଫେରିବ ତାତି ।…

କନକ ବ୍ୟୁରୋ: ସାରା ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୪ ଡିଗ୍ରୀ ଡେଇଁଛି ତାତି । ଆଜି ବୌଦ୍ଧରେ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୪.୨ ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।…
Read More...

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଚା ପିଉଥିବା ବେଳେ ଯୁବକଙ୍କୁ ୧୬ ଥର ଛୁରାମାଡ କରି ହତ୍ୟା

କନକ ବ୍ୟୁରୋ : ଥରେ ନୁହେଁ କି ଦୁଇଥର ନୁହେଁ ୧୬ ଥର ଛୁରୀ ଭୁଷି ହତ୍ୟା । କେନ୍ଦ୍ରାପଡା ଟାଉନଥାନା ଅନ୍ତର୍ଗତ ଟାଉନ ବଳରାମପୁରରେ ଏଭଳି ଘଟଣା ଘଟିଛି । ଛୁରୀ ମାଡରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ସଦର ଥାନା ଅନ୍ତର୍ଗତ ସାରଙ୍ଗ ଗାଁର ଅକ୍ଷୟ ଖଟୁଆ । ଅକ୍ଷୟ ଜଣେ ଏସି ମେକାନିକ ଭାବେ…
Read More...

ପୁଅଙ୍କ ପାଇଁ ସାରଥୀ ସାଜିଲେ ବାପା । ନିର୍ବାଚନ ଲଢ଼ୁଛନ୍ତି ପୁଅ, ପ୍ରଚାର କରି ଗୋଟି ଚଳାଉଛନ୍ତି ବାପା

କନକ ବ୍ୟୁରୋ: ପୁଅଙ୍କ ପାଇଁ ବାପା ସାଜିଛନ୍ତି ସାରଥୀ । ୨୪ ନିର୍ବାଚନରେ ଲଢ଼େଇ କରୁଛନ୍ତି ପୁଅ, କିନ୍ତୁ ଗୋଟି ଚଳାଉଛନ୍ତି ବାପା । ନିର୍ବାଚନୀ ମଇଦାନର ଏଭଳି କିଛି ରୋଚକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଓଡ଼ିଶା ରାଜନୀତିର ବଡ଼ ବଡ଼ ଚେହେରା ଏବେ ପ୍ରାର୍ଥୀ ହୋଇଥିବା ପୁଅଙ୍କ ପାଇଁ ରାଲି…
Read More...