Browsing Category

ରାଜ୍ୟ

ଅସହ୍ୟ ଟ୍ୱିନସିଟି, ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀରେ ୪୪.୬ ଡିଗ୍ରୀ ରେକର୍ଡ । ରେଡ୍ ଆଲର୍ଟ ଜାରି କଲେ ପାଣିପାଗ…

କନକବ୍ୟୁରୋ : ଜଳୁଛି ରାଜଧାନୀ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ୱିନସିଟି କୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ଉଭୟ ଭୁବନେଶ୍ୱର ଓ କଟକ ସହରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଛି ତାପମାତ୍ରା ।  ଦିନ ସାଢେ ୨ଟା ସୁଦ୍ଧା…
Read More...

ମାଷ୍ଟର ମାଇଣ୍ଡ ସାଜିଥିଲେ ପୂରା ପରିବାର, ସ୍ୱାମୀ,ସ୍ତ୍ରୀ,ଶଳା,ଶାଳୀ ମିଶି ଗଢ଼ିଥିଲେ ଲୁଟେରା ଗ୍ୟାଙ୍ଗ, ମାରଣାସ୍ତ୍ର…

କନକବ୍ୟୁରୋ :ଟଙ୍କା ଠକିବାର ନୂଆ ଫର୍ମୁଲା । ବଡ଼ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଟଙ୍କା ବ୍ୟାଗ ବଦଳାଇ ବ୍ୟବସାୟୀଙ୍କୁ ଧଳା କାଗଜ ଭର୍ତି ବ୍ୟାଗ ଧରାଉଥିଲେ ଲୁଟେରା । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଝରଣା ବାଦୀ ସହ ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ସୁନ୍ଦରଗଡ଼…
Read More...

କମ୍ପିବ ପ୍ରଚାର ମୈଦାନ ,କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା ।

କନକବ୍ୟୁରୋ :ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତସୂଚୀ ଜାରି କରାଯାଇଛି । କାଲି ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ ।…
Read More...

ସାବଧାନ ! ଆହୁରି ୨ ଡିଗ୍ରୀ ବଢିପାରେ ତାତି । ୪ରୁ ୫ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଆଶଙ୍କା ।

କନକ ବ୍ୟୁରୋ: ସାବଧାନ ! ୪୮ ଘଣ୍ଟାରେ ଆହୁରି ବଢିପାରେ ତାତି । କିଛି ସ୍ଥାନରେ ଦିନର ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିପାରେ । ୪ରୁ ୫ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା । ସେପଟେ ଅସହ୍ୟ ଗରମରେ ଜନଜୀବନ ଛଟପଟ ହେଉଥିବା ବେଳେ ଆସନ୍ତା ୩୦ ତାରିଖ…
Read More...

ତାତିରୁ ନିସ୍ତାର ନାହିଁ । ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ…
Read More...

ଭୁବନେଶ୍ୱର ମହାନଗର ନିଗମରେ ଆୟୋଜିତ ହୋଇଛି ଭୋଟର ସଚେତନତା ଶିବିର । ଭୋଟର ମହତ୍ୱ ବୁଝାଇଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ…

କନକବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ବିଜେବି କଲେଜରେ ଆୟୋଜିତ ହୋଇଛି ଭୋଟର ସଚେତନତା କାର୍ୟ୍ୟକ୍ରମ । ଯୁବ ଭୋଟରମାନଙ୍କୁ ସେମାନଙ୍କ ଗୋଟିଏ ଭୋଟର ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମସି କମିଶନର…
Read More...

ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ, ସରକାରୀ ବାବୁଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ ଖରାରେ କାମ କରାଉଛନ୍ତି ଠିକାଦାର ।

କନକବ୍ୟୁରୋ: ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କରିଥିବା ନିୟମକୁ ଖୋଲାଖୋଲି ଉଲ୍ଲଂଘନ । ଖୋଦ୍ ତଦାରଖ ପାଇଁ ଆସିଥିବା ସରକାରୀ ବାବୁଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ ଖରାରେ କାମ କରାଉଛନ୍ତି ଠିକାଦାର । କେଉଁ ଉପାନ୍ତ ଅଂଚଳ ନୁହେଁ ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ନିର୍ମାଣ ହେଉଥିବା…
Read More...

ବିଜେଡି କାର୍ଯ୍ୟାଳୟରେ ସୁର । ନବୀନ ଓ ପାଣ୍ଡିଆନଙ୍କ ମଝିରେ ସ୍ଥାନ ପାଇଲା କଟଆଉଟ୍ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି…

କନକ ବ୍ୟୁରୋ: ବିଜେଡି କାର୍ଯ୍ୟାଳୟରେ ସୁର । ଏକଥା ଶୁଣି ଆପଣ ଚମକି ପଡିଥିବେ । ସୁରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର ରାଉତରାୟଙ୍କ ଫଟୋ ଦେଖିବାକୁ ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ସହ ସୁର…
Read More...

ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ପ୍ରଚାର । ମହାତ୍ମାଗାନ୍ଧୀଙ୍କ ଆର୍ଶୀବାଦ ନେଇ ପ୍ରଚାର ଆରମ୍ଭ କଲେ କଂଗ୍ରେସ…

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦ ନେଇ ବସ୍ତାରେ ପ୍ରଚାର ଆରମ୍ଭ କଲେ ବାଲେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଏବଂ ବସ୍ତା ବିଧାୟକ ପ୍ରର୍ଥୀ ବିଜନ କୁମାର ନାୟକ । ଗତକାଲି ଅପରାହ୍ନରେ ବସ୍ତା ଗାନ୍ଧୀଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ…
Read More...

ରୋଚକ ହେଉଛି ଲଢ଼େଇ । ବାଙ୍ଗିରିପୋଷିରେ ନଣନ୍ଦ ସଞ୍ଜଳୀ ଓ ଭାଉଜ ରଞ୍ଜିତା ମାର୍ଣ୍ଡିଙ୍କ ମଧ୍ୟରେ ଟକ୍କର

କନକ ବ୍ୟୁରୋ: ରୋଚକ ହେଉଛି ରାଜନୀତି । ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି ସଂପର୍କୀୟ । ବାଙ୍ଗିରିପୋଷି ଆସନରେ ଦେଖିବାକୁ ମିଳିବ ଦୁଇ ସମ୍ପର୍କୀୟ ପରିବାର ମଧ୍ୟରେ ଲଢେଇ । ଏଠାରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି, ସୁଦାମ ମାର୍ଣ୍ଡିଙ୍କ ପତ୍ନୀ ରଞ୍ଜିତା ମାର୍ଣ୍ଡି । ତାଙ୍କ ବିରୋଧରେ…
Read More...