Browsing Category

ରାଜ୍ୟ

ପଦ୍ମ ଧରିବେ କି ରାସେଶ୍ୱରୀ । ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ ଧର୍ମେନ୍ଦ୍ର…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସମ୍ବଲପୁର । ଏହି ଲୋକସଭା ଆସନରେ ହାଇପ୍ରୋଫ୍ରାଇଲ ଲଢେଇ ହେଉଛି । ଏହି ସମୟରେ ବିଜେଡି ଛାଡିଥିବା ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭବନରେ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ରାଜ୍ୟ ସରକାରକୁ ନଡ୍ଡାଙ୍କ ଟାର୍ଗେଟ୍ । କହିଲେ, ବିକାଶ ପାଇଁ ଓଡିଶାରେ ଦରକାର ବିଜେପି ସରକାର ।

କନକ ବ୍ୟୁରୋ: ଓଡିଶାରେ ଜେପି ନଡ୍ଡା । ବ୍ରହ୍ମପୁର ଆମ୍ବପୁଆରେ ବିଜୟ ସଙ୍କଳ୍ପ ସମାବେଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭାରତ ମାତା କି ଜୟ ଧ୍ୱନିରୁ ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଥିଲେ । ଏଥିସହିତ ସେ କହିଥିଲେ, ଆଜି…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜେପି ନଡ୍ଡାଙ୍କୁ ସ୍ୱାଗତ କଲେ ରାଜ୍ୟ ବିଜେପିର ବରିଷ୍ଠ…

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ଓଡିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ୱ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ସେ…
Read More...

ସରକାରକୁ ଆସିଲେ କୃଷକଙ୍କ ଋଣ ଛାଡ କରିବ କଂଗ୍ରେସ । ପ୍ରତିଶ୍ରୁତି ଦେଲେ ରାହୁଲ

କନକ ବ୍ୟୁରୋ : କଟକ ସତ୍ୟଭାମା ସାଲେପୁର ସଭାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ଶାସକ ଦଳ ବିରୋଧରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବେକାରୀ, ଚାଷୀଙ୍କ ସମସ୍ୟା ସହିତ ବିଭିନ୍ନ ଦୁର୍ନୀତି କଥା କହି ରାହୁଲ ଗାନ୍ଧୀ ଶାଣିତ ଆକ୍ରମଣ କରିଛନ୍ତି । ଏହା ସହ କଂଗ୍ରେସ ସରକାରକୁ ଆସିଲେ କୃଷତ,…
Read More...

ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ କିଛି ନିଦ୍ଦିଷ୍ଟ ଲୋକଙ୍କୁ ନେଇ ଏଠି ସରକାର ଚାଲେ ।

କନକବ୍ୟୁରୋ : ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାଲେପୁରଠାରେ ଆୟୋଜିତ କଂଗ୍ରେସର ନ୍ୟାୟ ସମାବେଶରେ ରାହୁଲ ଗାନ୍ଧୀ ଯୋଗଦେଇଥିଲେ । ଦିନ ୧୧ଟା ୪୦ରେ ରାହୁଲ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ସହ ସେଠାରେ ହେଲିକପ୍ଟର ଯୋଗେ ଯାଇ ସତ୍ୟଭାମାପୁରରେ ପହଂଚି…
Read More...

ଓଡିଶାବାସୀଙ୍କୁ ୫ଗ୍ୟାରେଣ୍ଟି ଦେଲେ ରାହୁଲ । ସରକାରକୁ ଆସିଲେ ପୂରଣ ହେବ ଏହି ସବୁ ଗ୍ୟାରେଣ୍ଟି

କନକ ବ୍ୟୁରୋ : ଓଡିଶାବାସୀଙ୍କୁ କଂଗ୍ରେସ ୫ଗ୍ୟାରେଣ୍ଟି । ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେସରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ରାହୁଲ । କଂଗ୍ରେସ ସରକାରକୁ ଆସିଲେ, ଲୋକଙ୍କୁ କେଉଁ କେଉଁ ସୁବିଧା ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ଜାଣନ୍ତୁ - ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଲେଖାଏଁ…
Read More...

ବୟସର ଅପରାହ୍ନରେ ବି ସଂର୍ଘଷ ଜାରି .ଭଙ୍ଗା ଘରେ ବିତୁଛି ଜୀବନ । ଚଳିତ ନିର୍ବାଚନରେ ଭୋଟ ନଦେବାକୁ ନେଲେ ନିଷ୍ପତ୍ତି ।

କନକବ୍ୟୁରୋ : ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ପାଲଟିଛି ଭଙ୍ଗା ଚାଳିଆ । ନା ମିଳୁଛି ଭତା ଟିକେ ନାଁ କୌଣସି ସରକାରୀ ସାହାଯ୍ୟ ସହଯୋଗ । ପ୍ରତିଥର ନିଜ ଦୂୁଃଖ ଜଣାଉଛନ୍ତି । ହେଲେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରିନି । ଯାହାଫଳରେ ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ…
Read More...

ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା , ବାକି ଥିବା ଆସନରେ କିଏ ହେବେ ପ୍ରାର୍ଥୀ ସେ ନେଇ ଆଶାୟୀ…

କନକବ୍ୟୁରୋ : ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେଡି ସର୍ବାଧିକ ୧୪୪ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୪୧ ଓ ୧୩୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏବେ…
Read More...

ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ । ଆସିଲା ବିଜେଡିର ଆଉ ୩ ପ୍ରାର୍ଥୀ ତାଲିକା ।

କନକ ବ୍ୟୁରୋ: ଆଉ ୩ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆସୁଥିବା ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜୁ ଜନତା ଦଳ । ଭୋଗରାଇରୁ ଦଳ ଗୌତମ ବୁଦ୍ଧ ଦାସଙ୍କୁ ପ୍ରାର୍ଥୀ…
Read More...

୫୫ ନମ୍ବର ଜାତୀୟ ରାଜପଥକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅନୁଗୁଳ ବିଜେଡି ବିଧାୟକ…

କନକ ବ୍ୟୁରୋ: ରାଜନୀତିରେ ରାଜପଥ ଦୁର୍ଘଟଣା । ଅନୁଗୁଳରେ ୫୫ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଛି । ପ୍ରତିବର୍ଷ ଶହଶହ ଜୀବନ ଯାଉଛି । ଏହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ବୟାନବାଜି । ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି । ରାଜପଥର ପଂଚମହଲା…
Read More...