Browsing Category

ରାଜ୍ୟ

ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ । ବିଳମ୍ବିତ ରାତିରେ ଜାଳି ଦେଲେ ବାଇକ୍ 

କନକ ବ୍ୟୁରୋ : ପିପିଲି ଏନଏସି ୨ ନମ୍ବର ୱାର୍ଡରେ ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ । ବିଳମ୍ବିତ ରାତିରେ ଯୁବକଙ୍କ ଜାଳି ଦେଲେ ବାଇକ । ସୂଚନା ଅନୁସାରେ ୭ ନମ୍ବର ୱାର୍ଡରେ ବୋମାମାଡ଼, ଗୁଳିକାଣ୍ଡକୁ ନେଇ ଉତେଜନା ଲାଗି ରହିଛି । ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ । ଘଟଣାରେ…
Read More...

ଦାରୁଠେଙ୍ଗରେ ଅଳିଆଗାଡ଼ି ଧକ୍କାରେ ମୃତ୍ୟୁକୁ ନେଇ ଉତେଜନା । ଧାରଣାରେ ବସିଲେ ସ୍ଥାନୀୟ ଲୋକେ, ବିଏମସି ଅଳିଆ ଗାଡ଼ି…

କନକ ବ୍ୟୁରୋ : ଦାରୁଢେଙ୍ଗ ଅଞ୍ଚଳରୁ ଆସିଛି ଏକ ଲୋମଟାଙ୍କୁରା ଘଟଣା । ଲୋକଙ୍କ ଉପରେ ଚଢିଗଲା ବିଏମସି ଗାଡି । ଭୁବନେଶ୍ୱର ଦାରୁଠେଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉପରେ ବିଏମସି ଗାଡି ଚଢିଯିବା ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ବେପରୁଆ ଗାଡି ଚାଳନାକୁ ବିରୋଧ କରି…
Read More...

ମହାନଦୀ ମଧୁସେତୁରେ ଲାଇଟ୍ ସଂଯୋଗକୁ ନେଇ ଅଭିନବ ପ୍ରତିବାଦ । ଲଣ୍ଠନ ଜଳାଇ ଶହ ଶହ ଗ୍ରାମବାସୀ କଲେ ରାଲି 

କନକ ବ୍ୟୁରୋ : ଚୌଦ୍ୱାର ଥାନା ନୂଆ ପାଠଣା ଗାଁ ସହ କଟକକୁ ସଂଯୋଗ କରୁଥିବା ମହାନଦୀ ମଧୁସେତୁରେ ଲାଇଟ୍ ସଂଯୋଗକୁ ନେଇ ଅଭିନବ ପ୍ରତିବାଦ । ଲଣ୍ଠନ ଜଳାଇ ଶହ ଶହ ଗ୍ରାମବାସୀ ସରପଂଚଙ୍କ ନେତୃତ୍ୱରେ କଲେ ରାଲି । ସେତୁରେ ବାଲି ସଫେଇ, ଲାଇଟ୍ ସଂଯୋଗ ଦାବି ନେଇ ଏହି ଶୋଭାଯାତ୍ରା କରିଛନ୍ତି…
Read More...

ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା : ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରସାଦ ସ୍ୱାଇଁ ଗିରଫ

କନକ ବ୍ୟୁରୋ : ଜାତୀୟ ରାଜପଥରେ ଗାଡି ଚାଳକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା । ଗିରଫ ହେଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ…
Read More...

ଧାମନଗରରେ ଜମୁଛି ପ୍ରଚାର । ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନେତା ମନ୍ତ୍ରୀ 

କନକ ବ୍ୟୁରୋ : ଧାମନଗରରେ ଜମୁଛି ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନେତ. ମନ୍ତ୍ରୀ । ଆଜି ଦ୍ୱିତୀୟ ଦିନରେ ବି ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗାଁ ଗାଁ ବୁଲି ଦଳୀୟ ପ୍ରାର୍ଥୀ ସୂରଜଙ୍କ ପାଇଁ ମାଗୁଛନ୍ତି ଭୋଟ୍ ।…
Read More...

ସୁଗାର ଫ୍ରି ମିଠାରୁ ଚିନି ମିଳିବା ପରେ ସଜାଗ ହେଲା ଖାଦ୍ୟ ନିରାପତା ଆୟୁକ୍ତ । ମିଠା ଦୋକାନୀଙ୍କ ପାଇଁ ଶୀଘ୍ର ଆସିବ…

କନକ ବ୍ୟୁରୋ : ଖବର ବାଜିଲା ଖାଦ୍ୟ ନିରାପତା ଆୟୁକ୍ତ ଚେତିଲା । ସୁଗାର ଫ୍ରି ମିଠା ନାଁରେ ଚିନି ମିଶ୍ରିତ ମିଠା ବିକ୍ରି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ରାଜ୍ୟ ଖାଦ୍ୟ ନିରାପତା ଆୟୁକ୍ତ । ସୁଗାରଫ୍ରି ମିଠା ନାଁରେ ଅସାଧୁ ମିଠା ବ୍ୟବସାୟୀ ଜାଲିଆତି କରୁଥିଲେ ।…
Read More...

ଶବକୁ ମିଳୁନି ଶ୍ମଶାନ । ମଶାଣିରେ ଜାଗା ଦେଲେନି ଗ୍ରାମବାସୀ

କନକ ବ୍ୟୁରୋ : ଶବକୁ ମିଳୁନି ଶ୍ମଶାନ । ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଜାଗା ଦେଲେନି ଗ୍ରାମବାସୀ । ଶ୍ମଶାନରେ ଜାଗା ମିଳୁନଥିବାରୁ ଶେଷକୃତ୍ୟ ହୋଇନାପାରି ଘରେ ପଡି ରହିଛି ମୃତଦେହ । ଏହି ଅଭାବନୀୟ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ଗୁଳିବଡନା ଗାଁରେ ଉତେଜନା ସୃଷ୍ଟି ହୋଇଛି । ଶୁକ୍ରବାର…
Read More...

ବ୍ରହ୍ମପୁର ଏମକେସିଜିରୁ ନକଲି ଡାକ୍ତର ଗିରଫ । ଫେକ୍ ପରିଚୟ ପତ୍ର ଦେଇ ମେଡିକାଲରେ କରୁଥିଲେ ଦଲାଲି 

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜିରୁ ଗିରଫ ହେଲା ନକଲି ଡାକ୍ତର । ମେଡିକାଲ ପରିସରରେ ଦଲାଲି କରୁଥିବା ସନ୍ଦେହ । ଓପିଡି ସୁପରଭାଇଜର ଓ ନାଁ ଲେଖାଥିବା ଏକ ନକଲି ପରିଚୟ ପତ୍ର ଲଗାଇ ମେଡିକାଲ ପରିସରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ ସମ୍ପୃକ୍ତ ଯୁବକ । ସୁରକ୍ଷାକର୍ମୀଙ୍କ ସହ ପରିଚୟ…
Read More...

ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ଭାରତ ବିଜୟୀ

କନକ ବ୍ୟୁରୋ : ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪-୩ ଗୋଲରେ ହରାଇଛି ଭାରତ । ଦଳ ପକ୍ଷରୁ ମନଦୀପ ସିଂ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ମୋର ଏବଂ ଅଧିନାୟକ ହର୍ମନପ୍ରିତ ସିଂ ଗୋଟିଏ ଲେଖାଏଁ ଗୋଲ…
Read More...

ଆଜି ଶନିବାର : ପୂଜାର୍ଚ୍ଚନା ପାଇଁ ପୁରୀର ଶନିମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ

କନକ ବ୍ୟୁରୋ : ଆଜି ଶନିବାର ଶନିଦେବଙ୍କ ପୂଜାର୍ଚ୍ଚନାର ଦିନ । ପୂଜା, ବ୍ରତ କରିବା ଦ୍ୱାରା ଆଶାନୁଯାୟୀ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୁରୀ ନରେନ୍ଦ୍ରକୋଣ ସ୍ଥିତ ଶନିଦେବ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଶନିଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଶନିଦେବ…
Read More...