Browsing Category

ରାଜ୍ୟ

ସମ୍ବଲପୁର, ରେଢାଖୋଲ ଆସନରେ ବଦଳିଲେ ବିଜେଡି ପ୍ରାର୍ଥୀ । ରୋହିତ ଗଲେ ସମ୍ବଲପୁର, ପ୍ରସନ୍ନ ଆସିଲେ ରେଢାଖୋଲ ।

କନକ ବ୍ୟୁରୋ: ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ବଲପୁରରୁ ଲଢିବାକୁ ଇଚ୍ଛୁକ ନଥିବା ନେଇ ଯେଉଁ ଆକଳନ କରାଯାଉଥିଲା, ଶେଷରେ ତାହା ସତ ହୋଇଛି । ବଦଳିଛନ୍ତି ସମ୍ବଲପୁରର ଓ ରେଢାଖୋଲରେ ବିଜେଡି ପ୍ରାର୍ଥୀ । ରୋହିତ ପୂଜାରୀଙ୍କୁ ସମ୍ବଲପୁର ପଠାଯାଇଥିବାବେଳେ, ରେଢାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ…
Read More...

୯ ଜଣିଆ ପ୍ରାର୍ଥୀ ତାଲିକାରେ ୬ ମହିଳାଙ୍କୁ ସୁଯୋଗ । କଟିଲା ୨ ବିଧାୟକଙ୍କ ଟିକେଟ୍ । ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ…

କନକ ବ୍ୟୁରୋ: ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଯଦିଓ ୯ଟି ଆସନର ପ୍ରାର୍ଥୀଙ୍କ ଭିତରେ ସୀମିତ । ତଥାପି ଅଭିଜ୍ଞ-ଯୁବ-ମହିଳା ପ୍ର୍ରାର୍ଥୀଙ୍କୁ ନେଇ ଏକ ସନ୍ତୁଳିତ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିଜ୍ଞ ପ୍ରସନ୍ନ…
Read More...

ଏଥର ମଧ୍ୟ ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ସହ କଣ୍ଟାବାଞ୍ଜି ବିଧାନସଭା ଆସନରେ ପ୍ରାର୍ଥୀ ହେଲେ…

କନକ ବ୍ୟୁରୋ: ସମସ୍ତଙ୍କୁ ଚମକେଇ ଦେଇଛି ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସାମ୍ନାକୁ ଆସିଲା ବିଜେଡି ସୁପ୍ରିମୋଙ୍କ ପଶ୍ଚିମ ପ୍ଲାନ । ୨୦୧୯ ଭଳି ୨୪ରେ ମଧ୍ୟ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ…
Read More...

ବିଜେଡିର ବିଧାୟକ ପ୍ରାର୍ଥୀ ଘୋଷଣା: ୨ ଆସନରେ ପ୍ରାର୍ଥୀ ଅଦଳବଦଳ କଲେ ନବୀନ ।

କନକ ବ୍ୟୁରୋ: ପ୍ରକାଶ ପାଇଛି ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବିଶେଷ କରି ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପୂର୍ବରୁ ପ୍ରାର୍ଥୀ କରିଥିବାବେଳେ ଏନେଇ…
Read More...

କିଛିଦିନର ଆଶ୍ୱସ୍ତି ପରେ ଅସହ୍ୟ ହେଲା ତାତି । ରାଜ୍ୟର ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୨୯ ଟି ସହରର ତାପମାତ୍ରା ମଙ୍ଗଳବାର ଦିନ ୪୦ ଡିଗ୍ରୀ ପାର କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୮ଟା ପରେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଏହି କ୍ରମରେ ମଙ୍ଗଳବାର ଦିନ ବାରିପଦା…
Read More...

ରାଜନୈତିକ ମାହୋଲ ସରଗରମ । ଚର୍ଚ୍ଚାରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟରଙ୍କୁ ଆକୃଷ୍ଟ…

କନକ ବ୍ୟୁରୋ: ଆଗକୁ ନିର୍ବାଚନ ଥିବାବେଳେ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା । ସେହିଭଳି ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଏବେ ପୁଣି ଚର୍ଚ୍ଚାକୁ ଆସିଛି । ପ୍ରଥମେ ୨୦୦୯ରେ କୋରେଇ ନିର୍ବାଚନ ମଣ୍ଡଳୀରେ…
Read More...

ରାଣୀଙ୍କ ନାଁରେ ଚାଲିଛି ଖଲ୍ଲିକୋଟ୍ ନିର୍ବାଚନୀ ପ୍ରଚାର । ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ନାଁ ନେଇ ଭୋଟରଙ୍କୁ ଆକୃଷ୍ଟ…

କନକ ବ୍ୟୁରୋ: ନିର୍ବାଚନ ପ୍ରଚାରରେ ସ୍ୱର୍ଗତ ରାଣୀଙ୍କୁ ନେଇ ରାଜନୀତି । ଗଞ୍ଜାମ ଖଲ୍ଲିକୋଟରେ ସ୍ୱର୍ଗତ ରାଣୀ ଭି ସୁଜ୍ଞାନ କୁମାରୀ ଦେଓଙ୍କ ନାଁକୁ ନେଇ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି-ବିଜେପି ପ୍ରାର୍ଥୀ । କାହା ସପକ୍ଷରେ ଯିବେ ରାଣୀଙ୍କ ସମର୍ଥକ, ତାକୁ ନେଇ ଚାଲିଛି…
Read More...

ଯାଜପୁରରେ ଭୟଙ୍କର ବସ୍ ଦୁର୍ଘଟଣା । ୫ ଜଣ ଯାତ୍ରୀଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ଟଙ୍କା…

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ପ୍ଲାଏ ଓଭରରୁ ତଳକୁ ଖସିବା ଘଟଣାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତା ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା…
Read More...

ଆଉ ୭୫ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦେଖନ୍ତୁ, କାହାକୁ କେଉଁଠୁ ମିଳିଲା ଟିକେଟ୍ ?

କନକ ବ୍ୟୁରୋ: ଗତକାଲି ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ, ଆଜି ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ…
Read More...

ବିଜେଡିର ୭, ବିଜେପିର ୪ ଆଉ କଂଗ୍ରେସର ୩/୧୭ । ମହିଳା ନେତୃତ୍ୱ ଉପରେ କେଉଁ ଦଳର କେତେ ଭରସା?

କନକ ବ୍ୟୁରୋ: ବିଜେଡିର ୭, ବିଜେପିର ୪ ଆଉ କଂଗ୍ରେସର ୧୭ରୁ ୩ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ଦୁଇଟି ଦଳ ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଏପର୍ଯ୍ୟନ୍ତ ୧୭ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ହେଲେ ତା ଭିତରେ କିନ୍ତୁ ମହିଳା…
Read More...