Browsing Category

ସ୍ପେଶାଲ୍ ରିପୋର୍ଟ

ମୃତ୍ୟୁର କିଛି ଦିନ ପରେ ଘରକୁ ଫେରିଲେ ମହିଳା ! ପରିବାର ଲୋକେ କରିସାରିଥିଲେ ଅନ୍ତିମ ସଂସ୍କାର ।

ନୋଏଡାରେ ଜଣେ ୨୫ ବର୍ଷୀୟ ମହିଳାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ । କିନ୍ତୁ ୨୭ ଦିନ ପରେ ମହିଳାଜଣଙ୍କ ନିଜ ଗୋଡରେ ଚାଲି ଚାଲି ଘରକୁ ଫେରିଆସିଥିଲେ । ପରିବାର ଲୋକଙ୍କ ପାଇଁ ଏହା ଏକ…
Read More...

ସାବଧାନ ! ନକଲି ପମ୍ପଚର ଦେଖାଇ ଲୁଟୁଛନ୍ତି ମେକାନିକ୍ । ଜାଣନ୍ତୁ କେମିତି ଠକାମୀରୁ ବଂଚିବେ ଗାଡି ମାଲିକ

ରାସ୍ତାରେ ଗାଡି ମଟର ଚାଲିଲେ ତାହା ପମ୍ପଚର ହେବା ତ ସୁନିଶ୍ଚିତ । କାରଣ ମଣିଷକୁ ବି ଆଘାତ ଲାଗେ, ରୋଗରେ ବି ପଡିଥାଏ । ତେବେ ମେସେନ୍ ସହିତ ମଧ୍ୟ ଏଭଳି ହିଁ କିଛି ଘଟିଥାଏ । ଅନେକ ସମୟରେ କୌଣସି ଛୋଟିଆ ବେମାରୀକୁ ଡାକ୍ତର ବଢେଇ ଚଢେଇ କହି ଲୋକଙ୍କଠାରୁ ଟଙ୍କା ଲୁଟିନେଇଥାନ୍ତି, ଯାହାକି…
Read More...

ଗାଡ଼ିଚାଳକ ସାବଧାନ ! ଏଣିକି ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ହାଇକୋର୍ଟ…

ଭାରତରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଖାସକରି ଏହି ଦୁର୍ଘଟଣାରେ ଅଧିକାଂଶ ଗାଡ଼ି ଚାଳକ ମୃତ୍ୟୁବରଣ କରୁଛନ୍ତି । ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଦୁର୍ଘଟଣା ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ନଜରରେ ରଖି ରାଜସ୍ଥାନ ହାଇକୋର୍ଟ ଟ୍ରାଫିକ…
Read More...

ବାଜା ରୋଷଣୀର ଶବ୍ଦ ଶୁଣିନଥିଲେ ଗାଁଲୋକେ ! ଦୀର୍ଘ ୨୨ ବର୍ଷ ପରେ ଏହି ଗ୍ରାମରୁ ବାହାରିଲା ବରଯାତ୍ରୀ । ଜାଣନ୍ତୁ କଣ…

ରାଜସ୍ଥାନ ଧୌଲପୁର ଜିଲ୍ଲାରୁ ୫ କିଲୋମିଟର ଦୂରରେ ଥିବା ରାଜଘାଟ ଗାଁରେ କେହି ନିଜ ପୁଅ ଏବଂ ଝିଅର ବିବାହ କରୁନଥିଲେ । ଗତ କିଛି ବର୍ଷ ଧରି ଏଠାରେ ଆଦୌ ବିବାହ ଉତ୍ସବ ଅନୁଷ୍ଠିତ ହୋଇନାହିଁ । ପୂର୍ବରୁ ରାଜଘାଟ ଗାଁରୁ କୌଣସି ବିବାହ ପ୍ରସ୍ତାବ ଆସୁଥିଲେ ଲୋକେ ତୁରନ୍ତ ଏହି ପ୍ରସ୍ତାବକୁ…
Read More...

ରେଳ ମନ୍ତ୍ରାଳୟର ଐତିହାସିକ ନିଷ୍ପତି : ଏଣିକି ବିନା ଟିକେଟରେ ବି ଟ୍ରେନରେ ଯାତ୍ରା କରିପାରିବେ ମହିଳା

ମହିଳାଙ୍କ ସୁରକ୍ଷା ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ଐତିହାସିକ ନିଷ୍ପତି ନିଆଯାଇଛି । ଟ୍ରେନରେ ଯାତ୍ରା ସମୟରେ ମହିଳାଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ, ଏଣିକି ମହିଳାମାନେ ବିନା…
Read More...

ଏଣିକି ଚାଷିଙ୍କ ସମସ୍ୟା ହେବ ଦୂର ! ୨୦ ଟଙ୍କାରେ ଖତରେ ପରିଣତ ହେବ ଜମିର ଅବଶେଷ ।

ପ୍ରତିବର୍ଷ ଜମିରେ ଚାଷ କରାଯାଇଥାଏ ଏବଂ ଚାଷ କରିବା ପରେ ଜମିରେ ବଳି ପଡିଥିବା ଅବଶେଷକୁ କୃଷକ ପୋଡି ଦେଇଥାନ୍ତି । ଯାହା ଫଲରେ ଜମିରେ ଥିବା ସୁକ୍ଷ୍ମ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । କିନ୍ତୁ ଏବେ ଡି କମ୍ପୋଜର ନାମକ ଏକ ରସାୟନିକ ପଦାର୍ଥ ବାହାରିଛି ଯାହା ଦ୍ୱାରା ଜମିରେ ଅବଶେଷକୁ ନପୋଡି ଖତ…
Read More...

ନିଜ ମାଆଙ୍କ ବିଷୟରେ କାହାଣୀ ଲେଖନ୍ତୁ । ମୋଦି ସରକାରଙ୍କଠାରୁ ପୁରସ୍କାର ପାଆନ୍ତୁ । ଜାଣନ୍ତୁ କିପରି କରିବେ ଆବେଦନ

ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଥିରେ ଆପଣ ଭାଗ ନେଇ ନିଜ ମାଆଙ୍କ ପ୍ରତି ଭାବନାକୁ ବ୍ୟକ୍ତ କରିବା ସହିତ ନଗଦ ଟଙ୍କାର ପୁରସ୍କାର ମଧ୍ୟ ଜିତି ପାରିବେ । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆଙ୍କଠାରୁ କିଛି ନା…
Read More...

ଖବରକାଗଜ ପୃଷ୍ଠାର ତଳଭାଗରେ ଥିବା ରଙ୍ଗିନ୍ ବିନ୍ଦୁ ବିଷୟରେ କିଛି ଜାଣିଛନ୍ତି କି ? ଅଧିକ ଜାଣିବାକୁ ଏହି ରିପୋର୍ଟ…

ପ୍ରତିଦିନ ସକାଳୁ ଉଠି ଚା କପେ ସାଙ୍ଗକୁ ଖବରକାଗଜର ପୃଷ୍ଠା ଓଲଟାଇ ଆମେ ଦୁନିଆର ସବୁ ଖବର ଉପରେ ନଜର ବୁଲାଇ ଆଣୁ । ଖବରକାଗଜ ଯେମିତି ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । କିନ୍ତୁ କେବେ ଖବରକାଗଜ ପୃଷ୍ଠାର ତଳେ ରଙ୍ଗିନ୍ ବିନ୍ଦୁ ଭଳି କିଛି ଥିବାର କେବେ ଦେଖିଛନ୍ତି । ଆମେ…
Read More...

ହୁସିଆର୍ ! ହ୍ୱାଟସଆପରୁ ହ୍ୱାଟସଆପ ଘୂରି ବୁଲୁଛି ଏହି ରହସ୍ୟମୟୀ ମେସେଜ, କ୍ଲିକ୍ କରିବା କ୍ଷଣି କ୍ରାସ୍ ହେଉଛି ମୋବାଇଲ

କିଛିଦିନ ହେଲା ହ୍ୱାଟସଆପରେ ଏକ ମେସେଜ ପ୍ରବଳ ବେଗରେ ଭାଇରାଲ ହେବାରେ ଲାଗିଛି, ଯାହା ବାସ୍ତବରେ କୌଣସି ଟେକଷ୍ଟ ମେସେଜ ନୁହେଁ ବରଂ ଏକ ଭାଇରସ ଅଟେ । ଯାହାକି ଆପଣଙ୍କ ମୋବାଇଲରେ ପସି ତାକୁ ସଂପୂର୍ଣ୍ଣ ରୂପରେ ତଥା ସବୁଦିନ ପାଇଁ ଅଚଳ କରିଦେଇପାରେ । ଯଦି ଆପଣଙ୍କ ମଧ୍ୟରୁ କାହାକୁ ବି…
Read More...

୧୮ ଲକ୍ଷ ଟଙ୍କାରେ ନିଲାମ୍ ହେଲେ ଆମେରିକା ରାଷ୍ଟ୍ରପତି !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪ ରୁ ଗୋଟିଏ ନିବସ୍ତ୍ର ପ୍ରତିମୂର୍ତ୍ତି ୧୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ଏହି ପ୍ରତିମାକୁ ଏକ ସଂଗ୍ରହାଳୟରେ ପ୍ରତିମା ସ୍ୱରୁପ ରଖାଯିବ । ଜୁଲିୟସ୍ ଅକ୍ସସ୍ ହାଉସ୍ ତରଫରୁ ଏହା ବିଷୟରେ ସୁଚନା ଦିଆଯାଇଛି । ସୁଚନା ମୁତାବକ ଟ୍ରମ୍ପ ୨୦୧୬…
Read More...