Browsing Category

ସ୍ପେଶାଲ୍ ରିପୋର୍ଟ

ସାବଧାନ ! ପେଟ୍ରୋଲ ପମ୍ପମାନଙ୍କରେ ଏଣିକି ଏକ ନୂଆ ତରିକାରେ ଗ୍ରାହକଙ୍କୁ ଲୁଟୁଛନ୍ତି କର୍ମୀ, ଜାଣନ୍ତୁ କିପରି

ପେଟ୍ରୋଲ ପମ୍ପମାନଙ୍କରେ ଏବେ ଏକ ନୂଆ ତରିକାରେ ତେଲ ଲୁଟ୍ ଚାଲିଛି । ଯଦିଓ ଏହି ତରିକାଟି କୌଣସି ନୂଆ କଥା ନୁହେଁ । ତେବେ ଅଧିକାଂଶ ପେଟ୍ରୋଲ ପମ୍ପମାନଙ୍କରେ ପେଟ୍ରୋଲ ଭରୁଥିବା ଚାଳକଙ୍କ ଆଖି ଆଗରେ ହିଁ ତାଙ୍କୁ ଚୂନା ଲଗାଇଦେଉଛନ୍ତି ପେଟ୍ରୋଲ ପମ୍ପର କର୍ମୀମାନେ । ବଡ କଥା ହେଲାକି,…
Read More...

କୋର୍ଟରେ ଚାଲୁଥିବା କୌଣସି ମାମଲାକୁ ଲଢିବାରେ ଆପଣ ଅସମର୍ଥ କି ? ତେବେ ତୁରନ୍ତ ଇନଷ୍ଟଲ କରନ୍ତୁ ଏହି ଆପ୍, ମିଳିବ ଉଭୟ…

ଆପଣମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ରହିଥିବେ ଯେଉଁମାନଙ୍କର କି କୋର୍ଟରେ କିଛି ନା କିଛି ମାମଲା ଚାଲିଥିବ । ଯେଉଁଥିପାଇଁ ଆପଣଙ୍କୁ କୋର୍ଟକୁ ବାରମ୍ବାର ଦୌଡିବା ସହିତ ଗୁଡାଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଥିବ । ସେହିପରି ଥରେ ଭାବନ୍ତୁ ତ ଜଣେ ଗରିବ ଲୋକଟିଏ ପାଇଁ ଏହା କେତେ କଷ୍ଟକର…
Read More...

ଜେଟ୍ ଏୟାରଓଏସ୍ ଟିକେଟ ବୁକିଂ କଲେ ମିଳିବ କ୍ୟାସବ୍ୟାକ ! ଜାଣନ୍ତୁ କିପରି ହେବ ଫାଇଦା ।

ଦେଶରେ ସବୁଠୁ ବଡ ଏୟାରଲାଇନ ମାନଙ୍କ ମଧ୍ୟରୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜେଟ୍ ଏୟାରଓଏସରେ ଟିକେଟ ବୁକ୍ କଲେ ଯାତ୍ରୀ ମାନଙ୍କୁ କ୍ୟାସ୍ ବାର ଅଫର ମିଳିବ । ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କରୁ ବୁକ୍ କରିବା ଦ୍ୱାରା ଯାତ୍ରୀମାନଙ୍କୁ ଏହି ଅଫର ମିଳିପାରିବ । ଗ୍ରାହକ ମାନେ ଜେଟ୍ ଏୟାରଓଏସର…
Read More...

ଏୟାରଟେଲ ଦେଉଛି ୨ ଲକ୍ଷ ଟଙ୍କା ଜିତିବାର ସୁନେଲୀ ମଉକା ! ଜାଣନ୍ତୁ କେମିତି ଏବଂ କିଭଳି ଜିତିବେ ଏହି ଟଙ୍କା ।

ରିଲାଏନ୍ସ ଜିଓ ଭଳି ଏବେ ଏୟାରଟେଲ୍ ମଧ୍ୟ ଖେଳ ଏବଂ ଜିତ ଭଳି ଗେମ୍ ଲଞ୍ଚ୍ କରିବାକୁ ଯାଉଛି । ଏହି ଗେମର ନାଁ କମ୍ପାନୀ ଏୟାରଟେଲ୍ ଟିଭି ଫ୍ରି ହିଟ୍ ରଖିଛି । ଏହା ଟିଭି ଅର୍ଥାତ୍ ଏୟାରଟେଲ୍ ଟିଭି ଆପ୍ ଜରିଆରେ ଆପଣ ଖେଳିପାରିବେ । ପ୍ରତିଦିନ ଏହି ଗେମରେ ଆଇପିଏଲ୍ ୨୦୧୮ ଟି-୨୦ ମ୍ୟାଚ୍ ଆରମ୍ଭ…
Read More...

ବିଦେଶୀ ମୁଦ୍ରାର ଚୋରା ଚାଲାଣ ! ଚମନପ୍ରାସ ଏବଂ କସ୍ମେଟିକ କେନରୁ ମିଳୁଛି ବିଦେଶି ମୁଦ୍ରା ।

ଚମନପ୍ରାସ ଡବା ଏବଂ କସ୍ମେଟିକ କେନରୁ ଏବେ ବାହାରୁଛି ବିଦେଶି ମୁଦ୍ରା । ଆଜ୍ଞା ହଁ, ଏହା ଚମନପ୍ରାସ କିମ୍ବା କସ୍ମେଟିକ କମ୍ପାନୀର କୌଣସି ଅଫର ନୁହେଁ କି ଏହା ଭୁଲ ବସତଃ ଏପରି ହୋଇନାହିଁ । ପ୍ରକୃତରେ ହାୱାଲା କାରବାରରେ ତସ୍କରମାନଙ୍କର ଏହା ହେଉଛି ଏକ ନୂଆ ଚାଲ୍ । ତେବେ ତସ୍କରମାନେ…
Read More...

ଇଂଷ୍ଟାଗ୍ରାମରେ ଯୋଡି ହେଲା ନୂଆ ସୁବିଧା ! ଏଣିକି ଇଂଷ୍ଟାରେ ବୁକ୍ ହେବ ଫିଲ୍ମ ଟିକେଟ ଏବଂ ରେସ୍ତୋରାଂଣ୍ଟ ଟେବୁଲ । 

ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବାକୁ ଛାଡି ଫିଲ୍ମ ଟିକେଟ କିମ୍ବା ରେଷ୍ଟୁରାଣ୍ଟ ଟେବୁଲ ବୁକ କରି ପାରିବେ କି ? ଆମର ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ଏବେ ସମ୍ଭବ ହୋଇପାରିଛି । ଟେକ କ୍ରଂଚଙ୍କ ରିପୋର୍ଟ ଅନୁସାରେ କମ୍ପାନୀ ଏପରି ଏକ ନୁତନ…
Read More...

ବିବାହ ପାଇଁ ଫେସବୁକକୁ ଗୁହାରୀ କଲେ ଝିଅ ! ଜୁକରବର୍ଗଙ୍କୁ ବିବାହ ଆପ୍ ପ୍ରସ୍ତୁତ କରିବା ପାଇଁ କଲେ ନିବେଦନ ।

ପ୍ରତିଦିନ ଫେସବୁକ, ଭିନ୍ନ ଭିନ୍ନ ପ୍ରକାରର ପରିବର୍ତ୍ତନ ଆଣୁଛି । ସେହିପରି ଟିଣ୍ଡର ଭଳି ଡେଟିଙ୍ଗ ଫିଚର ଫେସବୁକରେ ସାମିଲ କରିବା ପାଇଁ ଘୋଷଣା କରାଯାଇଛି । କିନ୍ତୁ ଏବେ ଏକ ଭାରତୀୟ ଝିଅ ଫେସବୁକର ଫାଉଣ୍ଡର ମାର୍କ ଜୁକରବର୍ଗଙ୍କୁ ଏକ ଆଶ୍ଚର୍ଯ୍ୟକର ଦାବି କରିବା କଥା ସମ୍ନାକୁ ଆସିଛି ।…
Read More...

କଂସେଇଖାନା ଯାଉଥିଲେ ୬୦ରୁ ଉର୍ଦ୍ଧ୍ୱ କୁକୁର ! ଅଖା ଖୋଲୁ ଖୋଲୁ ଫିଟିଲା ଗୁମର ।

ଗତ କିଛିଦିନ ପୂର୍ବରୁ କଲିକତାରେ ଚିକେନ ମଟନ ନାଁରେ କୁକୁର ମାଂସ ବିକ୍ରି ହେଉଥିବାର ମାମଲା ସମ୍ନାକୁ ଆସିଥିଲା । ଠିକ ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନାଗୋନ ଜିଲ୍ଲାର କୋଲିଆବୋର ଅଞ୍ଚଳରେ । ଗୋଟିଏ ଟ୍ରକରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ଉଦ୍ଧାର କରିଛି କଲିକତା ପୋଲିସ ।…
Read More...

ବିରାଡି ପ୍ରେମରେ ଅନ୍ଧ ଯୁବକ ! ମା’ ବିରାଡି ପୋଷିବାକୁ ମନା କରିବାରୁ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ ।

ଜଣେ ୨୨ ବର୍ଷିୟ ଯୁବକଙ୍କ ବିରାଡ଼ି ପ୍ରେମ ଏବଂ ଘରେ ବିଲେଇ ପାଳିବାକୁ ମାଆଙ୍କର ବାରଣ ଯୋଗୁଁ ଦକ୍ଷିଣ ମୁମ୍ବାଇର ଜଣେ ଯୁବକ ପୋଲରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମର୍ଚ୍ଚାଣ୍ଟ୍ ନେଭିରେ କାମ କରୁଥିବା ମୌଲବିକ ସୌଣ୍ଡଲକର୍ ୬୦୦୦ ଟଙ୍କା ବିନିମୟରେ…
Read More...

ଖୁବଶୀଘ୍ର ବଜାରକୁ ଆସିବ “ଏକ୍ସଟ୍ରିମ୍ କଟ୍ ଆଉଟ୍ ଜିନ୍ସ” ! ସୋସିଆଲ୍ ମିଡିଆରେ ଜିନ୍ସକୁ ଦେଖି ଖୁବ୍ ହସିଲେ ଲୋକ ।

ବଜାରରେ ବିଭିନ୍ନ ଡିଜାଇନ୍ ଏବଂ ଟ୍ରେଣ୍ଡର ଜିନ୍ସ ଏବେ ଉପଲବ୍ଧ । ଟ୍ରାଉଜର ଠାରୁ ଆରମ୍ଭ କରି ଜେଗିନ୍ସ,କାର୍ଗୋ,ରିପଡ୍ ଜିନ୍ସ ଆଦି ବିଭିନ୍ନ ଫ୍ୟାସନର ଜିନ୍ସ ବଜାରରେ ମିଳୁଛି । କିନ୍ତୁ ଏବେ ବଜାରକୁ ଆଉ ଏକ ଫ୍ୟାସନର ଜିନ୍ସ ଆସିଯାଇଛି । ଏହି ଜିନ୍ସକୁ ଲସ୍ ଏଞ୍ଜେଲସର ଜଣେ ଡିଜାଇନର୍…
Read More...