Browsing Category

ସ୍ପେଶାଲ୍ ରିପୋର୍ଟ

ଫାଟିଲା ଏସି, ଚାଲିଗଲା ଦୁଇ ନିରୀହ ଶିଶୁଙ୍କ ଜୀବନ । ତେବେ ତୁରନ୍ତ ଯାଂଚ କରନ୍ତୁ ଆପଣ ବ୍ୟବହାର କରୁଥିବା ଏୟାର…

ଏସି ଫାଟିବାରୁ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । କେହି କିଛି ଭାବିବା ପୂର୍ବରୁ ପରିବାର ଲୋକଙ୍କ ଆଖି ସାମ୍ନାରେ ଜୀବନ୍ତ ଜଳି ଗଲେ ଦୁଇ ଭାଇ ଭଉଣୀ । ସୂଚନା ମୁତାବକ, ଦିଲ୍ଲୀର ଆଦର୍ଶନଗରରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ କଂଗ୍ରେସ ନେତାଙ୍କ ଘରେ…
Read More...

୨୭୫ ନମ୍ବରର ହୋଇଥାଏ ଆଇଏଏସ ଇଣ୍ଟରଭ୍ୟୁ ! ଆପଣାନ୍ତୁ ଏହି ଟ୍ରିକ, ଆଉ ଏମିତି କରନ୍ତୁ କ୍ଲିୟର ।

ଛାତ୍ରଛାତ୍ରୀମାନେ ଜୀବନରେ ସଫଳ ହେବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ଏବଂ ଏଥି ପାଇଁ ଅନେକ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ କେହି କେହି ଆଇଏଏସ ହେବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥାନ୍ତି । ତେବେ ଏଥି ପାଇଁ ଆପଣଙ୍କୁ ଉତ୍ତମ ପ୍ରସ୍ତୁତି ସହ ୟୁପିଏସସି ପରୀକ୍ଷା ଦେବା ପାଇଁ ପଡିଥାଏ…
Read More...

ଆପଣ ଜାଣିଛନ୍ତି କି , ମଦ ପିଇବା ପରେ ଲୋକେ ଝଗଡା କାହିଁକି କରନ୍ତି ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଅଧିକାଂଶ ସମୟରେ ଆପଣ ଦେଖିଥିବେ କି, ବାର କିମ୍ବା ପାର୍ଟିରେ ଲୋକେ ମଦ ପିଇବା ପରେ ପରେ ଝଗଡା କରିବା ତଥା ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥାନ୍ତି । ତାଙ୍କ ବ୍ୟବହାରରେ ଏକ ପ୍ରକାରର ପରିବର୍ତ୍ତନ ଚାଲି ଆସିଥାଏ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରକୃତରେ ଏମିତି କାହିଁକି ହୁଏ ?…
Read More...

ଏଣିକି ବାଇକରୁ ଶଦ୍ଦ ବାହାରିଲେ ହେବ ଜେଲ । “ଫଟ୍-ଫଟ୍” ଶଦ୍ଦ ପଡିବ ମହଙ୍ଗା । ଉଚ୍ଚ ଶଦ୍ଦ ହେଲେ ଧରିବ ପୁଲିସ

ରାସ୍ତାରେ ଜୋର ଜୋର ଶଦ୍ଦ କରି ଗାଡି ଚଲାଇବା ଏବେ ମହଙ୍ଗା ପଡିବ । କାରଣ ଏଭଳି ଗାଡି ଚଲାଉଥିବା ଲୋକଙ୍କୁ ଧରି ଥାନାରେ ପୁରାଇବ ପୁଲିସ । ଏଠାରେ ଆମେ ରୟାଲଇନଫିଲ୍ଡ ବାଇକ୍ ବିଷୟରେ ହିଁ ଆଲୋଚନା କରିଛୁ । ଅଧିକାଂଶ ଲୋକେ ରୟାଲ ଇନଫିଲ୍ଡକୁ ତାର ଇଂଜିନ ପାଇଁ ହିଁ ବେଶି ପସନ୍ଦ କରିଥାନ୍ତି ।…
Read More...

ଗାଁକୁ ବିପଦରୁ ରକ୍ଷା କରିବା ପାଇଁ ୫୫୦ ବର୍ଷ ଧରି ତପସ୍ୟାରେ ବସିଛନ୍ତି ଏହି ସନ୍ଥ! ପ୍ରତିଦିନ ବଢ଼ୁଛି ନଖ ଓ କେଶ

ମୁନି ଋଷି ମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରିବା ପରେ ଭଗବାନଙ୍କ ଦର୍ଶନ ପାଇଥାନ୍ତି । ରାମାୟଣ ଓ ମହାଭାରତରେ ଏଭଳି ଅନେକ କାହାଣୀ ଶୁଣିବାକୁ ମିଳେ । କିନ୍ତୁ କଳିଯୁଗରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ତିବ୍ଦତ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗୀୟୁ ଗ୍ରାମରେ ଏଭଳି ଦୃଶ୍ୟ…
Read More...

ନଖ ଉପରେ ଧଳା ଅର୍ଦ୍ଧଚନ୍ଦ୍ରର ଅର୍ଥ କ’ଣ ? ଆପଣ ଜାଣିଛନ୍ତି କି?

ଆପଣ ନଖ ଉପରେ ହୋଇଥିବା ଅର୍ଦ୍ଧଚନ୍ଦ୍ରକୁ ପ୍ରତିଦିନ ଦେଖୁଥିବେ କିନ୍ତୁ କେବେ ଧ୍ୟାନ ଦେଇ ନଥିବେ । ନଖର ଏହି ଅଂଶ ବହୁତ ସେନ୍ସିଟିଭ ଥାଏ ଓ ଏହାକୁ ‘ଲୁନୁଲା’ କୁହାଯାଏ । ଏହା ଏକ ଲାଟିନ ଶବ୍ଦ । ଏହାର ଅର୍ଥ ହେଉଛି ଛୋଟ ଜହ୍ନ । ଆସନ୍ତୁ ଜାଣିବା ଏହା ବିଷୟରେ ଆହୁରି କିଛି । • ଆଙ୍ଗୁଠି…
Read More...

ମାଗଣାରେ ବ୍ୟବହାର କରିପ।ରିବେନି ଟ୍ରୁ କଲର ଆପ : ପେଡ ସର୍ଭିସ କରିବା ପାଇଁ ଯାଉଛି ଏହି କମ୍ପାନୀ, ୟୁଜର୍ସଙ୍କ ପକେଟ…

ଯଦି ଆପଣ ଟ୍ରୁ କଲରର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପକେଟ ଖାଲି ହେବାର ସମ୍ଭାବନା ଅଛି । ପ୍ରସିଦ୍ଧ କଲର ଆଇଡି ଟ୍ରୁ କଲର ନିଜ ସେବା ଗୁଡିକର ସର୍ତ୍ତରେ ପରିବର୍ତ୍ତନ କରିବାକୁ ଯାଉଛି । ଯେଉଁ ୟୁଜର ଟ୍ରୁ କଲରର ବ୍ୟବହାର କରୁଛନ୍ତି , ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଏବେ ଗୋଟିଏ…
Read More...

କଲ୍ କରୁଥିବା ବେଳେ ଅଧିକାଂଶ ସମୟରେ କାହିଁକି ଶୁଭଯାଏ ନାହିଁ କଥାବାର୍ତ୍ତା । ଜାଣନ୍ତୁ ଚୁଟକିରେ କିପରି କରିବେ ଏହି…

ଏବେ ଅଧିକାଂଶ VoLTE ଫୋନ ୟୁଜର୍ସ କଲ ସମୟରେ ଅସୁବିଧା ସମ୍ମୁଖୀନ ହେଉଥିବାର ଅଭିଯୋଗ କରୁଛନ୍ତି । VoLTE ସେଟରେ କଲଡ୍ରପ ଭଳି ସମସ୍ୟା ଦେଖାଯାଉଥିବାର ଅଭିଯୋଗ ଆଣୁଛନ୍ତି ୟୁଜର୍ସ । ଅଭିଯୋଗ ଅନୁଯାୟୀ ଅଧିକାଂଶ ସମୟରେ କଲ ବେଳେ ଅନ୍ୟପଟରୁ କିଛି ସମୟ ପର୍ଯ୍ୟନ୍ତ କଥା ଶୁଣାଯାଉନି । ଏଭଳି…
Read More...

ହ୍ମାଟସଆପ ଗ୍ରୁପ ଆଡ଼ମିନଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା ! କମ୍ପାନୀ ଉପସ୍ଥାପନ କଲା ନୂଆ ଫିଚର

ହ୍ୱାଟସଆପ ଏବେ ନିଜ ଗ୍ରାହକଙ୍କ ପାଇଁ ନୂଆ ଫିଚର ଉପସ୍ଥାପନ କରନ୍ତି । ଏବେ ଏହି ଫିଚର ଅନୁସାରେ ହ୍ୱାଟସଆପ ଗ୍ରୁପ ଆଡ଼ମିନଙ୍କୁ ଅଧିକ ପାୱାର ଦିଆଯାଇଛି । ଏହି ଫିଚରର ନାମ ହେଲା ରେଷ୍ଟ୍ରିକ୍ଟ ଗ୍ରୁପ୍ । ନୂତନ ଫିଚର ଅନୁସାରେ ଅନ୍ୟ ମେମ୍ବେରକୁ ଆଡ଼ମିନ କୌଣସି ବି କାମ ପାଇଁ ରୋକିପାରିବ । ଅନ୍ୟ…
Read More...

ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଆପେ ଆପେ ବାହରୁଛି ଟଙ୍କା ! ଜାଣନ୍ତୁ ନିଜ କଷ୍ଟ ଉପାର୍ଜିତ ଧନର ସୁରକ୍ଷା କିପରି କରିବେ ?

ଏଚଡ଼ିଏଫସି ବ୍ୟାଙ୍କରେ ଆପଣଙ୍କର ବ୍ୟାଙ୍କ୍ ଆକାଉଂଟ ଅଛି କି ? ତେବେ ବେଳ ଥାଉ ଥାଉ ସାବଧାନ ରୁହନ୍ତୁ । ନହେଲେ କ୍ଷତିରେ ପଡ଼ପାରନ୍ତି । ନିକଟରେ ଗୁରୁଗ୍ରାମର ଏଚଡ଼ିଏଫସି ବ୍ୟାଙ୍କରୁ ଫର୍ଜି ଉପାୟରେ ଟଙ୍କା ବାହାର କରାଯାଉଥିବାର ମାମଲା ସାମ୍ନାକୁ ଆସିଛି । ଡେବିଟ୍ କାର୍ଡ଼ କ୍ଲୋନିଂ ଜରିଆରେ…
Read More...