Browsing Category

ସ୍ପେଶାଲ୍ ରିପୋର୍ଟ

କଂସେଇଖାନା ଯାଉଥିଲେ ୬୦ରୁ ଉର୍ଦ୍ଧ୍ୱ କୁକୁର ! ଅଖା ଖୋଲୁ ଖୋଲୁ ଫିଟିଲା ଗୁମର ।

ଗତ କିଛିଦିନ ପୂର୍ବରୁ କଲିକତାରେ ଚିକେନ ମଟନ ନାଁରେ କୁକୁର ମାଂସ ବିକ୍ରି ହେଉଥିବାର ମାମଲା ସମ୍ନାକୁ ଆସିଥିଲା । ଠିକ ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନାଗୋନ ଜିଲ୍ଲାର କୋଲିଆବୋର ଅଞ୍ଚଳରେ । ଗୋଟିଏ ଟ୍ରକରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ଉଦ୍ଧାର କରିଛି କଲିକତା ପୋଲିସ ।…
Read More...

ବିରାଡି ପ୍ରେମରେ ଅନ୍ଧ ଯୁବକ ! ମା’ ବିରାଡି ପୋଷିବାକୁ ମନା କରିବାରୁ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ ।

ଜଣେ ୨୨ ବର୍ଷିୟ ଯୁବକଙ୍କ ବିରାଡ଼ି ପ୍ରେମ ଏବଂ ଘରେ ବିଲେଇ ପାଳିବାକୁ ମାଆଙ୍କର ବାରଣ ଯୋଗୁଁ ଦକ୍ଷିଣ ମୁମ୍ବାଇର ଜଣେ ଯୁବକ ପୋଲରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମର୍ଚ୍ଚାଣ୍ଟ୍ ନେଭିରେ କାମ କରୁଥିବା ମୌଲବିକ ସୌଣ୍ଡଲକର୍ ୬୦୦୦ ଟଙ୍କା ବିନିମୟରେ…
Read More...

ଖୁବଶୀଘ୍ର ବଜାରକୁ ଆସିବ “ଏକ୍ସଟ୍ରିମ୍ କଟ୍ ଆଉଟ୍ ଜିନ୍ସ” ! ସୋସିଆଲ୍ ମିଡିଆରେ ଜିନ୍ସକୁ ଦେଖି ଖୁବ୍ ହସିଲେ ଲୋକ ।

ବଜାରରେ ବିଭିନ୍ନ ଡିଜାଇନ୍ ଏବଂ ଟ୍ରେଣ୍ଡର ଜିନ୍ସ ଏବେ ଉପଲବ୍ଧ । ଟ୍ରାଉଜର ଠାରୁ ଆରମ୍ଭ କରି ଜେଗିନ୍ସ,କାର୍ଗୋ,ରିପଡ୍ ଜିନ୍ସ ଆଦି ବିଭିନ୍ନ ଫ୍ୟାସନର ଜିନ୍ସ ବଜାରରେ ମିଳୁଛି । କିନ୍ତୁ ଏବେ ବଜାରକୁ ଆଉ ଏକ ଫ୍ୟାସନର ଜିନ୍ସ ଆସିଯାଇଛି । ଏହି ଜିନ୍ସକୁ ଲସ୍ ଏଞ୍ଜେଲସର ଜଣେ ଡିଜାଇନର୍…
Read More...

ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ କେଉଁଠି ରଖିବେ ଚିନ୍ତା କରୁଛନ୍ତି କି ? ଡିଜିଟାଲ ଲକରରେ ଦେଉଛି ସମସ୍ତ…

ଆପଣଙ୍କୁ ଆଉ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ ସାଥୀରେ ନେଇ ଯିବାକୁ ପଡ଼ିବ ନାହିଁ । ଏସବୁକୁ ଏଣିକି ଡିଜିଟାଲ ଲକରରେ ସାଇତି ରଖି ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଡିଜିଟାଲ ଲକର କ’ଣ ? ଭାରତ ସରକାର ଦେଶର ସବୁ କ୍ଷେତ୍ରକୁ ଡିଜିଟାଲ ସହିତ ଯୋଡ଼ିବା…
Read More...

ହୁସିଆର୍ ! ଏଟିଏମରୁ ବାହାରୁଛି ଏବେ ମିସ୍ ପ୍ରିଂଟ, କାଳି ଲାଗିଥିବା ନୋଟ୍ । ବ୍ୟାଙ୍କକୁ ଜଣାଇଲେ ମିଳୁଛି ନିରାଶଜନକ…

ଗୋଟିଏ ପଟେ ଏଟିଏମଗୁଡିକରେ ଟଙ୍କା ନଥିବା ନେଇ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଅନ୍ୟପଟେ ଏଟିଏମରୁ ବାହାରୁ ଥିବା ନକଲି ତଥା ଚିରା ଫଟା, ମିସ୍ ପ୍ରିଂଟିଂର ଟଙ୍କା ଏବେ ଜନତାଙ୍କର ସମସ୍ୟାକୁ ଆହୁରୀ ଦ୍ୱୁଗୁଣିତ କରିଦେଇଛି । ସୂଚନା ମୁତାବକ, ଲକ୍ଷ୍ନୌର ଇନ୍ଦିରାନଗରରେ ଥିବା ପଂଜାବ ନ୍ୟାସନାଲ…
Read More...

କୃଷକଙ୍କ ରୋଜଗାରର ବାଟ ଦେଖାଇଲା ସୋସିଆଲ୍ ମିଡିଆ ! ନିଜର କୃଷିଜାତ ଦ୍ରବ୍ୟକୁ ତିନି ଗୁଣାରେ ବିକିଲେ କୃଷକ ।

ବୁଦ୍ଧି ଥିଲେ ଉପାୟ ଆପେ ମିଳେ ଲୋକକଥାଟି ଅହମ୍ମଦାବାଦର ଜଣେ କୃଷକ ଶତୃଘ୍ନ ଶର୍ମାଙ୍କ ପାଖରେ ସତ ସାବ୍ୟସ୍ତ ହୋଇଛି । ଗୁଜୁରାଟର ଜଣେ କୃଷକ ଏକ ଅଭିନବ ଉପାୟ ବାହାର କରି ନିଜ ବ୍ୟବସାୟକୁ ବଢାଇବାରେ ସଫଳ ହୋଇଛନ୍ତି । ସେ କେବଳ ନିଜ ବ୍ୟବସାୟକୁ ବଢାଇନାହାନ୍ତି ଅନ୍ୟ କୃଷକଙ୍କ ପାଇଁ ମଧ୍ୟ…
Read More...

ଗାଈ ମଇଁଷିଙ୍କ ‘ହଷ୍ଟେଲ’ ପରେ ଏବେ ଜେଲରେ ଗୋଶାଳା ନିର୍ମାଣ କରିବାକୁ ସରକାରଙ୍କ ଯୋଜନା : ଜାଣନ୍ତୁ କାହିଁକି ?

ଗାଈକୁ ନେଇ ହରିୟାଣାରେ ଲଗାତାର ଭିନ୍ନ ଭିନ୍ନ ପ୍ରକାରର ଚେଷ୍ଟା କରାଯାଉଛି । ପ୍ରଥମେ ଯାହାଙ୍କ ପାଖରେ ଜମି ନାହିଁ, ସେମାନଙ୍କ ପାଇଁ ଗାଈ ହଷ୍ଟେଲ, ପୁଣି ବ୍ରାଜିଲରୁ ଦେଶୀ କିସମର ଗାଈର ଫେରସ୍ତ ହେବା ପରେ ଏବେ ହରିୟାଣାର ଜେଲ ଗୁଡିକରେ ଗୋଶାଳା ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି ।…
Read More...

ସ୍ୱାମୀ ଗୋଟାଏ ହେଲେ ପତ୍ନୀ ଅନେକ ! ସିନେମାରୁ ପ୍ରଭାବିତ ହୋଇ କଲେ ୯ ଜଣଙ୍କୁ ମହିଳାଙ୍କୁ ବିବାହ ।

ବଲିଉଡ୍ ସିନେମାରେ ଜଣେ ସ୍ୱାମୀ ପରିସ୍ଥିତିରେ ପଡି ଏକରୁ ଅଧିକ ଝିଅଙ୍କୁ ବିବାହ କରିଥିବାର ଦୃଶ୍ୟ ଆପଣ ଦେଖିଥିବେ । କିନ୍ତୁ ବାସ୍ତବ ଜୀବନରେ ଏଭଳି କରିବା ପାଇଁ କେହି ଚିନ୍ତା ମଧ୍ୟ କରିପାରିବେ ନାହିଁ । କିନ୍ତୁ ସିନେମାର ପ୍ରଭାବ ଆମ ବାସ୍ତବ ଜୀବନରେ ଏମିତି ପଡିଲାଣି ଯେ ଏହାକୁ କପି…
Read More...

ଫୋନରେ ଡାଏଲ କରନ୍ତୁ କେବଳ ଏହି ସିକ୍ରେଟ୍ ନମ୍ବର । ଆପଣଙ୍କୁ ମିଳିଯିବ ସବୁ ସମସ୍ୟାର ସମାଧାନ

ସ୍ମାର୍ଟଫୋନ ସହ ଜଡିତ ଫିଚର୍ସ ସଂପର୍କରେ ଆପଣଙ୍କୁ ନିଶ୍ଚୟ ଜଣାଥିବ । କିନ୍ତୁ ଫୋନ ସହ ଜଡିତ କିଛି ସେଟିଂ ଏଭଳି ବି ରହିଛି, ଯାହା ବିଷୟରେ ଅଧିକାଂଶ ୟୁଜର୍ସଙ୍କୁ ଜଣା ନଥାଏ । ଏହି ସେଟିଂ ଜରିଆରେ କଲ ଫରୱାର୍ଡ କରିବା ସହିତ ଫୋନକୁ ଟ୍ରାକ୍ ମଧ୍ୟ କରାଯାଇପାରିବ । ଯଦିଓ ଏସମସ୍ତ ସେବା…
Read More...

ବିଜେପିର ପ୍ରତିଶ୍ରୁତି , ମହିଳାଙ୍କୁ ଶସ୍ତାରେ ଋଣ, ସ୍ମାର୍ଟଫୋନ ଓ ମଙ୍ଗଳସୂତ୍ର । କର୍ଣ୍ଣାଟକ ଜିତିବାକୁ ଘୋଷଣାପତ୍ର

ନିର୍ବାଚନ ଆସିଲେ ରାଜୈନତିକ ଦଳ ମାନଙ୍କ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତିର ବନ୍ୟା ହୁଏ । ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆଗରୁ ବିଜେପି ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ । କର୍ଣ୍ଣାଟକରେ ବିଜେପି କ୍ଷମତାକୁ ଆସିଲେ…
Read More...