Browsing Category

ସ୍ପେଶାଲ୍ ରିପୋର୍ଟ

କଲ୍ କରୁଥିବା ବେଳେ ଅଧିକାଂଶ ସମୟରେ କାହିଁକି ଶୁଭଯାଏ ନାହିଁ କଥାବାର୍ତ୍ତା । ଜାଣନ୍ତୁ ଚୁଟକିରେ କିପରି କରିବେ ଏହି…

ଏବେ ଅଧିକାଂଶ VoLTE ଫୋନ ୟୁଜର୍ସ କଲ ସମୟରେ ଅସୁବିଧା ସମ୍ମୁଖୀନ ହେଉଥିବାର ଅଭିଯୋଗ କରୁଛନ୍ତି । VoLTE ସେଟରେ କଲଡ୍ରପ ଭଳି ସମସ୍ୟା ଦେଖାଯାଉଥିବାର ଅଭିଯୋଗ ଆଣୁଛନ୍ତି ୟୁଜର୍ସ । ଅଭିଯୋଗ ଅନୁଯାୟୀ ଅଧିକାଂଶ ସମୟରେ କଲ ବେଳେ ଅନ୍ୟପଟରୁ କିଛି ସମୟ ପର୍ଯ୍ୟନ୍ତ କଥା ଶୁଣାଯାଉନି । ଏଭଳି…
Read More...

ହ୍ମାଟସଆପ ଗ୍ରୁପ ଆଡ଼ମିନଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା ! କମ୍ପାନୀ ଉପସ୍ଥାପନ କଲା ନୂଆ ଫିଚର

ହ୍ୱାଟସଆପ ଏବେ ନିଜ ଗ୍ରାହକଙ୍କ ପାଇଁ ନୂଆ ଫିଚର ଉପସ୍ଥାପନ କରନ୍ତି । ଏବେ ଏହି ଫିଚର ଅନୁସାରେ ହ୍ୱାଟସଆପ ଗ୍ରୁପ ଆଡ଼ମିନଙ୍କୁ ଅଧିକ ପାୱାର ଦିଆଯାଇଛି । ଏହି ଫିଚରର ନାମ ହେଲା ରେଷ୍ଟ୍ରିକ୍ଟ ଗ୍ରୁପ୍ । ନୂତନ ଫିଚର ଅନୁସାରେ ଅନ୍ୟ ମେମ୍ବେରକୁ ଆଡ଼ମିନ କୌଣସି ବି କାମ ପାଇଁ ରୋକିପାରିବ । ଅନ୍ୟ…
Read More...

ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଆପେ ଆପେ ବାହରୁଛି ଟଙ୍କା ! ଜାଣନ୍ତୁ ନିଜ କଷ୍ଟ ଉପାର୍ଜିତ ଧନର ସୁରକ୍ଷା କିପରି କରିବେ ?

ଏଚଡ଼ିଏଫସି ବ୍ୟାଙ୍କରେ ଆପଣଙ୍କର ବ୍ୟାଙ୍କ୍ ଆକାଉଂଟ ଅଛି କି ? ତେବେ ବେଳ ଥାଉ ଥାଉ ସାବଧାନ ରୁହନ୍ତୁ । ନହେଲେ କ୍ଷତିରେ ପଡ଼ପାରନ୍ତି । ନିକଟରେ ଗୁରୁଗ୍ରାମର ଏଚଡ଼ିଏଫସି ବ୍ୟାଙ୍କରୁ ଫର୍ଜି ଉପାୟରେ ଟଙ୍କା ବାହାର କରାଯାଉଥିବାର ମାମଲା ସାମ୍ନାକୁ ଆସିଛି । ଡେବିଟ୍ କାର୍ଡ଼ କ୍ଲୋନିଂ ଜରିଆରେ…
Read More...

ଜଲି ଏଲଏଲବି-୨ ଫିଲ୍ମ ଭଳି ବମ୍ବେ ହାଇକୋର୍ଟରେ ହେଲା ଶୁଣାଣି । ରାତିସାରା ଉଜାଗର ରହିଲେ ବିଚାରପତି, ଗୋଟିଏ ଦିନରେ…

ଫିଲ୍ମ ଷ୍ଟାଇଲରେ କୋର୍ଟରେ ହେଲା ଶୁଣାଣି । ରାତି ଅଧଯାଏଁ ଚାଲିଲା କୋର୍ଟ । ତାଜୁବ ହୋଇଗଲେ ଲୋକେ । ନିକଟରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ ଚଳଚିତ୍ରରେ ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଚାରପତି ଭୂମିକାରେ ଥିବା ବରିଷ୍ଠ ଅଭିନେତା ସୌରଭ ଶୁକ୍ଳା ଯେଉଁଭଳି ଏକ…
Read More...

ଜିନ୍ସରେ ବଡ଼ ପକେଟ ଭିତରେ ଛୋଟ ପକେଟ କାହିଁକି ଥାଏ ? ଜାଣନ୍ତୁ ଏହାର ରହସ୍ୟ ?

ଜିନ୍ସରେ ଥିବା ଛୋଟ ପକେଟ କଥା ଆପଣ ନିଶ୍ଚୟ ଜାଣିଥିବେ । ତେବେ ଏହି ଛୋଟ ପକେଟ କାହିଁକି ଦିଆଯାଇଥାଏ ଆପଣ ଜାଣନ୍ତି କି ? ଅନେକ ଲୋକ ଭାବନ୍ତି ଆଜିକାଲିର ଫ୍ୟାସନ ପାଇଁ ଏପରି କରାଯାଉଛି । ପ୍ରଥମ ଥର ପାଇଁ ୧୮୭୩ରେ ଲିଭାଇସ୍ ଜିନ୍ସରେ ଛୋଟ ପକେଟ ଦିଆଯାଇଥାଏ । ଆଉ ସେତେବେଳ ଘଡ଼ି ବଜାରକୁ…
Read More...

ନୂଆ ଧମାକା କରିବ ରିଲାଏନ୍ସ ଜିଓ ! ଗ୍ରାହକଙ୍କୁ ମାଗଣାରେ ଦେବ ୧୧୦୦ ଜିବି ଡାଟା

ଟେଲିକମ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଜିଓ ଏବେ ଇଣ୍ଟନେଟ ଦୁନିଆରେ ଝଡ଼ ସୃଷ୍ଟି କରିବାକୁ ଯାଉଛି । କମ୍ପାନି ଜିଓଫାଇବର ସର୍ଭିସ ଦ୍ୱାରା ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଦୁନିଆକୁ ହାତମୁଠାକୁ ଆଣିବାକୁ ଚେଷ୍ଟା କରୁଛି । ଦେଶର କେତୋଟି ପ୍ରମୁଖ…
Read More...

ଆଉ ତ୍ରାହି ପାଇବେନି ଆତଙ୍କବାଦୀ ! ଭାରତୀୟ ଯୁବ ଇଞ୍ଜିନିୟର ତିଆରି କଲେ ମାରାତ୍ମକ ଡ୍ରୋନ, ଆତଙ୍କବାଦୀଙ୍କୁ ଖୋଜି ଖୋଜି…

ଭାରତରେ ଦିନକୁ ଦିନ ଆତଙ୍କବାଦୀ ସମସ୍ୟା ବଢି ବଢି ଚାଲିଛି । ଏପରିକି କହିବାକୁ ଗଲେ ଆତଙ୍କବାଦୀ ମାନଙ୍କର ସର୍ବାଧିକ ଶିକାର ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଏକ ପ୍ରମୁଖ ଦେଶ । ପ୍ରତି ମୂହୁର୍ତ୍ତରେ କେଉଁଠି ନା କେଉଁଠି ଆତଙ୍କବାଦୀ କାର୍ଯ୍ୟକଳାପ, ସୀମାପାର ଅନୁପ୍ରବେଶ ଆଦି ଅନେକ ଘଟଣା…
Read More...

ହେଲମେଟ ଅଭିଯାନକୁ ନେଇ ଆଉ ପାଦେ ଆଗେଇଲା ପୋଲିସ ! ଆପଣ ହେଲମେଟ ପିନ୍ଧିଥିଲେ କି ନାହିଁ, ଦୁର୍ଘଟଣା ଜନିତ ମୃତ୍ୟୁରେ…

ହେଲମେଟ ଅଭିଯାନକୁ ଆଉ ଏକ ପାଦ ଆଗକୁ ବଢାଇଛି ପଞ୍ଜାବ ପୋଲିସ ପ୍ରଶାସନ । ଏବେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଆହୁରି ମହଙ୍ଗା ପଡିବ । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ପୋଲିସ ଆଉ କେବଳ ଫାଇନ କାଟି ଛାଡିଦେବନି । ଯଦି ସଡକ ଦୁର୍ଘଟଣାରେ ଦୁଇ ଚକିଆ ଯାନ ଚାଳକର ମୃତ୍ୟୁ ହୋଇଯାଏ ତେବେ…
Read More...

ସରକାରଙ୍କ ଏହି ନୂଆ ସ୍କିମରେ ନିବେଶ କରନ୍ତୁ, ବିବାହ ବୟସରେ ଝିଅଙ୍କୁ ମିଳିବ ୬୪ ଲକ୍ଷ ଟଙ୍କା!

ଝିଅଙ୍କ ପାଠପଢ଼ା ଓ ବାହାଘର ଖର୍ଚ୍ଚ ନେଇ ଅଧିକାଂଶ ବାପା ମା ଚିନ୍ତାରେ ରହିଥାନ୍ତି ।ଖାସର ଝିଅର ଭବିଷ୍ୟତ ପାଇଁ ଜନ୍ମ ସମୟରୁ ହିଁ ତତ୍ପର ହୋଇ ଉଠିଥାନ୍ତି ବାପା ମା । ଏଥିପାଇଁ ପ୍ରତିମାସରେ କିଛି କିଛି ଟଙ୍କା ସଞ୍ଚୟ କରି ରଖିଥାନ୍ତି । ଯାହାଫଳରେ ଭବିଷ୍ୟତ ସୁରକ୍ଷିତ ରହିପାରିବ । ତେବେ…
Read More...

ଦଳିତ ପରିବାରର ବିବାହ ଉତ୍ସବରେ ଲାଗିଲା ଲଗାମ ! ୩ ଦିନ ପୂର୍ବରୁ ପୁଲିସ ଠାରୁ ନେବାକୁ ପଡିବ ଅନୁମତି, ମଧ୍ୟପ୍ରଦେଶରେ…

ମଧ୍ୟପ୍ରଦେଶ ଉଜ୍ଜେନ ଜିଲ୍ଲାର ମହିଦପୁର ଏସଡିଏମ ଦଳିତଙ୍କୁ ନେଇ କିଛି ନିଷ୍ପତ୍ତି ଜାରି କରିଛନ୍ତି । ମହିଦପୁର ତହସିଲରେ ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଅବଗତ କରିଦିଆଯାଇଛି ଯେ, ଯଦି ଗାଁରେ କୌଣସି ଦଳିତ ପରିବାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୁଏ ତେବେ ବାହାଘରର ୩ଦିନ ପୂର୍ବରୁ…
Read More...