Browsing Category

ନ୍ୟୁଜ୍

ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେଲାନି ଭାରତ : ଚୀନର ସିନଜାଙ୍ଗରେ ମାନବ ଅଧିକାର ଉଲ୍ଲଙ୍ଘନ ଉପରେ ବିତର୍କ ପାଇଁ…

କନକ ବ୍ୟୁରୋ : ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେବାରୁ ନିବୃତ ରହିଲା ଭାରତ । ଚୀନର ଉତର-ପଶ୍ଚିମ ସିନଜାଙ୍ଗ୍ ଅଞ୍ଚଳରେ ବିଶୃଙ୍ଖଳା ଏବଂ ଅଶାନ୍ତି ଲାଗିରହିଥିବା ବେଳେ ଏହା ଉପରେ ଏକ ବିତର୍କ କରିବାକୁ ଜାତିସଂଘରେ ପ୍ରସ୍ତାବ ଆସିଥିଲା । ଚୀନର ଏହି ସ୍ୱୟଂଶାସିତ ଅଞ୍ଚଳରେ ମାନବ ଅଧିକାର ଉପରେ…
Read More...

ପାର୍ବଣରେ ଜମିଲା ଅନଲାଇନ୍ ବେପାର : ୧୦ ଦିନରେ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି; ଘଣ୍ଟାକୁ ୫୬ ହଜାର ମୋବାଇଲ…

କନକ ବ୍ୟୁରୋ : ପାର୍ବଣରେ ଅନଲାଇନ୍ ବଜାରରେ ପ୍ରବଳ କିଣାବିକା ଦେଖିବାକୁ ମିଳିଛି । ଭାରତୀୟମାନେ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ କିଣିଛନ୍ତି । ଦେଶରେ ଘଣ୍ଟାକୁ ୫୬ ହଜାର ମୋବାଇଲ ବିକ୍ରି ହେଉଥିବା ଏକ ରିପୋର୍ଟରେ ଆକଳନ କରାଯାଇଛି । ଗତ ସେପ୍ଟେମ୍ବର ୨୦ରୁ ୩୦ ତାରିଖ ଅର୍ଥାତ ୧୦ ଦିନ…
Read More...

ଆଜି ପୁରୀରେ ଗୋଶାଣୀ ଭଷାଣ ଉତ୍ସବ : ଖରାପ ପାଗ ଯୋଗୁଁ ଗତକାଲି ହୋଇପାରିନଥିଲା ମାଆଙ୍କ ମେଲାଣୀ

କନକ ବ୍ୟୁରୋ : ପାଗ ଭଲ ରହିଲେ ପୁରୀରେ ଅନୁଷ୍ଠିତ ହେବ ଗୋଶାଣୀ ଭଷାଣ ଉତ୍ସବ । ଲଗାଣ ବର୍ଷା ଯୋଗୁଁ ଗତକାଲି ଭଷାଣ ଉତ୍ସବ ବାତିଲ ହୋଇଥିଲା । ଆଜି ହୋଇପାରେ ଭଷାଣ ଉତ୍ସବ । ପାଗ ଖରାପ ଯୋଗୁଁ ମାଆଙ୍କ ଭଷାଣ ଉତ୍ସବ ପାଳିତ ହେବ ନା ନାହିଁ, ସେନେଇ ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ମଧ୍ୟରେ…
Read More...

ରାତି ସାରା ଚାଲିଲା ଭସାଣି : ବିଦାୟ ନେଲେ ମାଆ ଜଗତଜନନୀ; ଟ୍ୱିନ୍ ସିଟିରେ ଅସ୍ଥାୟୀ ପୋଖରୀରେ କରାଗଲା ମୃଣ୍ମୟୀ…

କନକ ବ୍ୟୁରୋ : ମେଲାଣି ନେଲେ ମା ଦୁର୍ଗା । ଦୂର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବରେ ଫାଟି ପଡିଥିଲା କଟକ-ଭୁବନେଶ୍ୱର । ତୁହାତୁ ତୁହା ବର୍ଷା ଭିତରେ ଶେଷ ହୋଇଛି ମାଆ ଜଗତଜନବୀଙ୍କ ଶୋଭାଯାତ୍ରା । ପାରମ୍ପରିକ ବାଦ୍ୟର ତାଳେତାଳେ ମାଆଙ୍କ ମେଢ ଆଗରେ ନାଚିନାଚି ବିଦାୟ ଜଣାଇଛନ୍ତି…
Read More...

ବ୍ୟାପକ ହେବ ଓଡିଶା ମୋ ପରିବାର କାର୍ଯ୍ୟକ୍ରମ। ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା-ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ଏବଂ ଆଗାମୀ ଦିନରେ…
Read More...

ଧାମନଗର ଉପନିର୍ବାଚନ:  ବିଜେପି ପ୍ରାର୍ଥୀ ହେବେ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ!

କନକ ବ୍ୟୁରୋ: ବିଜେପି ଟିକେଟରେ ଧାମନଗର ଉପନିର୍ବାଚନ ଲଢିବେ ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ । ଏନେଇ ଏକପ୍ରକାର ନିଶ୍ଚିନ୍ତ ହୋଇସାରିଥିବା ବେଳେ କେବଳ ଦଳ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି । ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି…
Read More...

ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର। ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ମିଳିବ ସମ୍ମାନ।

କନକ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ନୋବେଲ ପୁରସ୍କାର । ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସ୍ୱିଡୀଶ ରାଜଧାନୀ ଷ୍ଟକହୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି । ଆନିଙ୍କୁ ତାଙ୍କ…
Read More...

ୟୁଏଇରେ ଭାରତୀୟଙ୍କ ସ୍ୱପ୍ନ ସାକାର। ଉଦଘାଟିତ ହେଲା ଭବ୍ୟ ମନ୍ଦିର।

କନକ ବ୍ୟୁରୋ: ୟୁଏଇରେ ରହୁଥିବା ୩୫ ଲକ୍ଷ ଭାରତୀୟ ଏବଂ ଦୁବାଇରେ ରହୁଥିବା ୨୦ ଲକ୍ଷ ଭାରତୀୟଙ୍କୁ ମିଳିଛି ମନ୍ଦିର । ଇସଲାମିକ ଦେଶ ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ଖୋଲିଲା ବହୁ ପ୍ରତୀକ୍ଷିତ ହିନ୍ଦୁ ମନ୍ଦିର । ପବିତ୍ର ବିଜୟାଦଶମୀ ଅବସରରେ ଏହି ନୂଆ ହିନ୍ଦୁ ମନ୍ଦିରର ଶୁଭାରମ୍ଭ…
Read More...

ମା’ଙ୍କୁ ମେଲାଣି ଦେଉଛି ଦୈତନଗରୀ, ତୁହାକୁ ତୁହା ବର୍ଷା ଭିତରେ ଭସାଣି।

କନକ ବ୍ୟୁରୋ: ମାଆ ଦୁର୍ଗାଙ୍କୁ ମେଲାଣି ଦେଉଛି ଦୈତ ନଗରୀ । ଦୁଇବର୍ଷର କରୋନା କଟକଣା ପୂଜାର ମଜାକୁ ଫିକା କରିଦେଇଥିବା ବେଳେ ଏଥର ବେଶ ଜମିଛି ଦଶହରା । ଆଉ ଦୂର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ପାଇଁ ଉଠୁଛି ପଡୁଛି କଟକ-ଭୁବନେଶ୍ୱରା ତୁହାତୁ ତୁହା ବର୍ଷା ଭିତରେ ଚାଲିଛି ମେଢ…
Read More...

୨୦୨୪ ପାଇଁ ବିଜେଡିର ସମରସଜ୍ଜା, ଘୋଷଣା ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା

କନକ ବ୍ୟୁରୋ: ଆସନ୍ତା ୨୦୨୪ ନିର୍ବାଚନ ଉପରେ ଫୋକସ କରିଛି ବିଜୁ ଜନତା ଦଳ । ବରିଷ୍ଠ ପର୍ଯ୍ୟବେକ୍ଷକ ପରେ ଘୋଷଣା ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା । ୩୦ ସାଂଗଠନିକ ଜିଲ୍ଲା ପାଇଁ ୨୫ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି । ହେଲେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି…
Read More...