Browsing Category

କନକ ଏକ୍ସକ୍ଲୁସିଭ୍

ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା : କାନ୍ଧରେ ଟିକା ବାକ୍ସ ଧରି ଭରା ନଈ ପାର ହେଲେ…

କନକ ବ୍ୟୁରୋ : ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ବିପଦପୂର୍ଣ୍ଣ ଜଳଯାତ୍ରା । କାନ୍ଧରେ ଟିକା ବାକ୍ସ ଧରି ଭରା ନଈ ପାରି ହେଉଛନ୍ତି ଜଣେ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ଆସିଲା ଏହି ଚିତ୍ର । କୋଭିଡ ଟିକାରଣ ଲାଗି ଧୁଳିପୁଟ ପଂଚାୟତ…
Read More...

ସୁନାବେଶରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

କନକ ବ୍ୟୁରୋ : ଶ୍ରୀଜିଉଙ୍କ ସୁନାବେଶରେ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ରତ୍ନଭଣ୍ଡାର ଖୋଲିବାକୁ ସେ ସମର୍ଥନ କରନ୍ତି ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଏହାସହ ରତ୍ନଭଣ୍ଡାରରେ ଥିବା ପ୍ରଭୁଙ୍କ ଅଳଙ୍କାର…
Read More...

ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲା : ଭାଇରାଲ ହେଉଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ଲେଖିଛନ୍ତି, ଏହି ବ୍ୟକ୍ତିଙ୍କୁ ସେ…

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠିକୁ ନେଇ ଏବେ ଚର୍ଚ୍ଚା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ…
Read More...

ରାଜ୍ୟରେ କେମିତି ହେଉଛି ବ୍ରାଉନସୁଗାର ବେପାର ? ନିଶାଡି ଖୋଲିଲା କାରବାରର ଗୁମର; ଗୋଟିଏ ଫୋନରେ ଜଳେଶ୍ୱରରୁ ଆସୁଛି ଧଳା…

କନକ ବ୍ୟୁରୋ : ଗତ ବୁଧବାର ଭୁବନେଶ୍ୱର କେଶୁରାରେ ଜଣଙ୍କ ଘରୁ ୫୫୦ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା କମିଶନରେଟ ପୋଲିସ । ସେହିପରି ଗତକାଲି ଭଦ୍ରକରୁ ଜଳେଶ୍ୱର ଚାଲାଣ ବେଳେ ୧ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ । ତେବେ ରାଜ୍ୟକୁ କେଉଁଠୁ ଆସୁଛି ପୁଳା…
Read More...

ଦୁଇ ଦିନ ନୈରାଶ୍ୟଜନକ ରହିବା ପରେ ଶନିବାର ରାଜ୍ୟରେ ଲକ୍ଷେ ଟପିଲା ଟିକାରଣ । ଆଜି ରବିବାର ଥିବାରୁ ମାତ୍ର ୧୬୩ ଟିକାକରଣ…

କନକ ବ୍ୟୁରୋ: ଦୁଇ ଦିନ ହେଲା ନୈରାଶ୍ୟଜନକ ଥିବା ବେଳେ ଶନିବାର ରାଜ୍ୟରେ ଲକ୍ଷେ ଟପିଛି ଟିକାକରଣ । ୪୨୫ ଟିକାକେନ୍ଦ୍ରରେ ୧ ଲକ୍ଷ ୮ ହଜାର ୧୫୦ ଡୋଜ୍ ଟିକା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧ କୋଟି ୨୦ ଲକ୍ଷ ୬୦ ହଜାର ୩୯୧ ଡୋଜ୍ ଟିକାକରଣ ହୋଇଛି । ଆଜି ରବିବାର ହୋଇଥିବାରୁ ମାତ୍ର…
Read More...

ମଞ୍ଜରୀରେ ପ୍ରସାରିତ ହେବ ‘ଆମ ଘର ଆମ ହାଣ୍ଡିଶାଳ’

କନକ ବ୍ୟୁରୋ : ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ପ୍ରତିଟି ଓଡ଼ିଆର ଘରେ ଘରେ ପରଷା ଯାଉଥିବା ଖାଦ୍ୟର ପାକ ପ୍ରଣାଳୀକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ ।  ପ୍ରତି ଶୁକ୍ର ଓ ଶନିବାର ସକାଳ ୯ଟା ୩୦ ଓ ସନ୍ଧ୍ୟା ୫ଟା ୩୦ରେ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଥିବା ଏହି…
Read More...

ଏନଆରସି : ନବୀନଙ୍କ ଗୋଟିଏ ତୀରରେ ଏକାଧିକ ଶିକାର । କେନ୍ଦ୍ରକୁ କଡା ବାର୍ତ୍ତା ପଛରେ କଣ ରହିଛି ଚିତ୍ର?

ରାଜ୍ୟରେ ଏନଆରସି ଲାଗୁ ହେବନାହିଁ । ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗୋଟିଏ ପଦ ବା ବୟାନ ବଡ ରାଜନୈତିକ ବିବାଦକୁ ସାମ୍ନାକୁ ଆଣିଛି । ୨୦୧୯ ନିର୍ବାଚନ ପରଠାରୁ ବିଜେପି ସହ ପ୍ରାୟ ସବୁ ପ୍ରସଙ୍ଗରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିବା ବିଜୁ ଜନତା ଦଳ ପ୍ରଥମ…
Read More...

ୱେବସାଇଟ୍ ଖୋଲିବା ବେଳକୁ ଟିକେଟ ଗାଏବ । ବାରବାଟୀ ମ୍ୟାଚର ଅନଲାଇନ ଟିକେଟ ବିକ୍ରିକୁ ନେଇ ଉଠିଲା ପ୍ରଶ୍ନ, ସାଧାରଣ…

କନକ ବ୍ୟୁରୋ : ବିକ୍ରି ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ପ୍ରଥମେ ପ୍ରଥମେ ୱେବସାଇଟ୍ ଖୋଲିଲାନି ଆଉ ଯେତେବେଳେ ଖୋଲିଲା ସେତେବେଳେ ଟିକେଟ ଶେଷ । ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ଶେଷ ହୋଇଛି । ଯାହାକୁ…
Read More...

ହକି ବିଶ୍ୱକପ ଫେରିଲା, ଓଡିଶା ଇତିହାସ ରଚିଲା । ଯାହା ବଡ ବଡ ଦେଶ କରିପାରିନଥିଲେ, ତାହା ଓଡିଶା କରି ଦେଖାଇଲା । ହକି…

କନକ ବ୍ୟୁରୋ : ଓଡିଶାକୁ ହକି ବିଶ୍ୱକପ ଫେରିଲା, ଇତିହାସ ପୃଷ୍ଠାରେ ନାଁ ଲିପିବଦ୍ଧ ହେଲା । ସ୍ପୋର୍ଟ୍ସ କ୍ୟାପିଟାଲର ଆଖ୍ୟା ପାଇଥିବା ଓଡ଼ିଶାକୁ ପୁଣିଥରେ ମିଳିଛି ହକି ବିଶ୍ୱକପ ଆୟୋଜନର ବଡ ଦାୟିତ୍ୱ । ଆସନ୍ତା ୨୦୨୩ରେ ପୁଣିଥରେ ଓଡିଶା ମାଟିରେ ଦେଖିବାକୁ ମିଳିବ ହକି ବିଶ୍ୱକପର କ୍ରେଜ ।…
Read More...

ବିଦ୍ୟୁତ୍ ବିଭାଗର ‘ସ୍ୱଚ୍ଛ ସେବକ’: ସବୁ ବିଭାଗରେ ରୁହନ୍ତୁ ଏମିତି ଅଫିସର । ସାଧୁତା ପାଇଁ ଗଙ୍ଗା ଗୌରୀପ୍ରସାଦଙ୍କୁ…

କନକ ବ୍ୟୁରୋ: ସବୁ ସରକାରୀ ଅଫିସର ଅସାଧୁ ନୁହଁନ୍ତି କି ସବୁ ସରକାରୀ ବାବୁ ଦୁର୍ନୀତିରେ ବୁଡି ନାହାନ୍ତି । ନିଜ କ୍ଷମତାର ଅପବ୍ୟବହାର କରି ସବୁ ସରକାରୀ ବାବୁ ସାଧାରଣ ଲୋକଙ୍କୁ ଶୋଷଣ କରୁନାହାନ୍ତି । ସରକାରୀ କଳ ଏବେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିରୋଧୀ ବାରମ୍ବାର ଅଭିଯୋଗ କରୁଥିବା…
Read More...