Daily Archives

March 26, 2024

ବିସ୍ଫୋରଣ ଓ ଆକ୍ରମଣରେ ଥରିଲା ପାକିସ୍ତାନ । ଆତ୍ମଘାତୀ ବିସ୍ଫୋରଣରେ ୫ ଜଣ ଚୀନ୍ ନାଗରିକ ମୃତ,ଏୟାର ବେସ୍ ଉପରେ ବି…

କନକ ବ୍ୟୁରୋ : ପାକିସ୍ତାନରେ ପୁଣି ବଡ଼ ଧରଣର ବିସ୍ଫୋରଣ । ଏଥିରେ ୫ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ଜଣେ ପାକିସ୍ତାନୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ଖାଇବର ପଖତୁନୱାର ଦାସୁ କ୍ୟାମ୍ପ ଏହି ଚୀନ୍ ଇଞ୍ଜିନିୟରମାନେ ଯାଉଥିଲେ । ସେମାନେ ଏକ ଗାଡ଼ିରେ ଯାଉଥିବା ବେଳେ…

କେଜ୍ରିୱାଲ ପ୍ରସଙ୍ଗରେ ଜର୍ମାନୀ ପରେ ମୁହଁ ଖୋଲିଲା ଆମେରିକା । କହିଲା ରହିଛି କଡ଼ା ନଜର

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପରେ ଖାଲି ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇନାହିଁ, ବରଂ ବିଦେଶରେ ବି ଏହାର ଗୁଞ୍ଜରଣ ଶୁଣିବାକୁ ମିଳିଲାଣି । ଜର୍ମାନୀ ପରେ ଆମେରିକା ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି…

ଇଡି ହେପାଜତରୁ ଦ୍ୱିତୀୟ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ସବୁ ହସ୍ପିଟାଲ ଓ ମହଲ୍ଲା କ୍ଲିନିକରେ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ସରକାର ନୂଆ ବିତର୍କ ଆରମ୍ଭ କରିଛନ୍ତି । ଅର୍ଥାତ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀ ବି ସରକାର ଚଳାଇପାରିବେ । କେଜରିୱାଲ ଯାହା କହିଥିଲେ, ତାକୁ କରି ବି ଦେଖାଇଦେଲେ । ଆଉ ଇଡିର ହେଫାଜତରେ ଥିବା ଜଣେ…

କଟକରୁ କିଏ ହେବେ ବିଜେପି ଲୋକସଭା ପ୍ରାର୍ଥୀ, ଜାରି ରହିଛି ଦ୍ୱନ୍ଦ । ଚର୍ଚ୍ଚାରେ ଭର୍ତ୍ତୃହରି ମହତାବ ଓ ଅନୁଭବ…

କନକ ବ୍ୟୁରୋ : କଟକ ସାଂସଦ ଭର୍ତୃହରି ମହତାବ । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସମାନ ଦଳରୁ ସଂସଦକୁ ନିର୍ବାଚିତ ହୋଇଥିବାରୁ ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି । ପାର୍ଲାମେଂଟରୁ ଆରମ୍ଭ କରି ଦଳୀୟ କାର୍ଯ୍ୟାଳୟ ଯାଏଁ ଦୁହିଁଙ୍କ ଭିତରେ ବାରମ୍ବାର ଭେଟଘାଟ ହୋଇଥିବ ।…

ବିଜେଡି ଟିକେଟ ଘୋଷଣାରେ ବିଳମ୍ବ । କେବେ ଘୋଷଣା ହେବ ତାଲିକା, ଅପେକ୍ଷାରେ ନେତା ଓ କର୍ମୀ

କନକ ବ୍ୟୁରୋ : ଗତ କିଛିଦିନ ଭିତରେ ୧୭ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରଗୁଡିକୁ ନେଇ ନବୀନ ନିବାସରେ ସମୀକ୍ଷା ହୋଇଛି । କେବଳ ୪ଟି ଲୋକସଭା କ୍ଷେତ୍ର ବାକି ରହିଥିବାବେଳେ ଏଯାଏଁ ବିଜେଡି ଆଦୌ ପ୍ରାର୍ଥୀ ଘୋଷଣା କରିନାହିଁ । ହୋଲି ପରେ ବିଜେଡି ତାର ସାଂସଦ ପ୍ରାର୍ଥୀ ଘୋଷଣା…

ରଙ୍ଗର ପର୍ବରେ ରଂଗେଇ ହେଲା ସାରା ଓଡିଶା । ଉତ୍ସବ ମୁଖର ହେଲା ଗାଁ ଠୁ ସହର, କର୍ମୀ ଓ ସମର୍ଥକଙ୍କ ସହ ହୋଲି ଖେଳିଲେ…

କନକ ବ୍ୟୁରୋ : ରଂଗର ପର୍ବ ହୋଲି ଅବସରରେ ସମସ୍ତେ ରଂଗଖେଳରେ ମସଗୁଲ ଅଛନ୍ତି । ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ବିଚାରଧାରା ନିର୍ବିଶେଷରେ ସମସ୍ତେ ପରସ୍ପରକୁ ରଂଗ ଲଗାଇ ଶୁଭେଛା ଜଣାଇଛନ୍ତି । କିନ୍ତୁ ଏହାରି ଭିତରେ, ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ, ରଂଗକୁ ନେଇ ଆରମ୍ଭ ହୋଇଯାଇଛି…